Browsing Category
ଢେଙ୍କାନାଳ ଖବର
ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଂଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଜେ ଅନୁଗୁଳ ଜିଲ୍ଲାର ଜରାସିଂ କଇଁଆପାଳ ଗ୍ରାମର ସ୍ବର୍ଗତ ବିଶ୍ୱଜିତ ବେହେରାଙ୍କ ପୁଅ ରୁଦ୍ର ବେହେରା (୨୩) ଏବଂ ସେହି ଗ୍ରାମର କାଳିଆ ମହାରଣା ଏକ ବାଇକ ଯୋଗେ!-->…
କୁନୁଆଁ ରେ ବୋମାମାଡ଼, ୨ ଗୁରୁତର
ରାସୋଳ, ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା କୁନୁଆଁ ଗ୍ରାମରେ ବୋମା ମାଡ଼ରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହେଇଥିବାର ଜଣାଯାଇଛି।
ଖବର ରୁ ଜଣାଯାଏ ଯେ ,ଗ୍ରାମର ସୁକାନ୍ତ ବେହେରା ବାରହା ଶିକାର ପାଇଁ ରଖିଥିବା ବୋମା ଫିଙ୍ଗି ପଡୋଶୀ ଚାଇନ ବେହେରା ଓ ଅମ୍ରିତା!-->!-->!-->…
ଗୁଣିଆ ସନ୍ଦେହରେ ମାଡ଼ !
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମରେ ଗୁଣିଆ ସନ୍ଦେହରେ ସେହି ଗ୍ରାମର ଜନଜାତି ସମ୍ପ୍ରଦାୟ ମାନଙ୍କୁ ନିସ୍ତୁକ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି ।
ଗ୍ରାମରେ କୌଣସି କାରଣରୁ ୪ରୁ ୫ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଗ୍ରାମେ ରବି!-->!-->!-->…
ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲୁଟ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସ୍ଥିତ ସୁଶାନ୍ତ କୁମାର ସାହୁ ଙ୍କ ବାସଭବନ ରୁ ବିଳମ୍ବିତ ରାତିରେ ଚୋରି, ୪ ଭରି ସୁନା ଗହଣା ସହ ନଗଦ ୨୦ହଜାର ଟଙ୍କା ଲୋଟିନେଲେ ଦୁର୍ବୃତ୍ତ ।
ଥାନାରେ ଅଭିଯୋଗ ପରେ ପୋଲିସ ର ତଦନ୍ତ ଜାରି ରଖିଛି ।ସୂଚନା ମୁତାବକ ଗତ କାଲି ବିଳମ୍ବିତ!-->!-->!-->…
ବେଆଇନ୍ ଭାବରେ ପିତାଙ୍କୁ ବନ ବିଭାଗ କଲା ଗିରଫ, ପୁଅ ଦେଲେ ଫାଣ୍ଡିରେ ଏତଲା !
ଭୁବନ ରେଞ୍ଜ୍ ମଠକରଗୋଳା ଫରେଷ୍ଟ ସେକ୍ସନ ଅଧିନସ୍ଥ ଟିପିଲେଇ ଗ୍ରାମରୁ ମାଗି ନାଏକ ( ୬୨) ଙ୍କୁ ବନବିଭାଗଙ୍କ ଦ୍ବାରା ବାରାହା ମାଂସ ଜବତ କରିବା ସହ ଗିରଫ କରାଯାଇଥିଲା I
ସୂଚନା ଅନୁଯାୟୀ ,ଦୁଇ ଦିନ ତଳେ ସକାଳ ସମୟରେ ମାଗି ନାଏକ ଶୌଚ ହେବାକୁ ଯାଉଥିବାବେଳେ ବାରାହାଟି ଜାତୀୟ ରାଜପଥ ୫୩!-->!-->!-->…
ସବୁଜ ଦିପାବଳୀ ପାଳିବା , ବାଣ ନୁହେଁ ସବୁଜିମା ଫୁଟାଇବା
କୁନି ହାତରେ ସବୁଜ ବମ୍ । ତିଆରି ଚାଲିଛି ପୋଷ୍ଟର ,ନାରା ଅଛି ସବୁଜ ଦିପାବଳୀ ପାଳିବା , ବାଣ ନୁହେଁ ସବୁଜିମା ଫୁଟାଇବା । ସେପଟେ କୁନି କୁନି ଛାତ୍ରୀ ମାନେ ତୁଳୀରେ ଆଙ୍କୁଛନ୍ତି ରଙ୍ଗୀନ ଦୀପ । ବାଣ ଫୁଟିବ ହେଲେ ହେବନି ପ୍ରଦ୍ୟୁଷଣ ଫୁଟିବ ସବୁଜିମା ।
କିଛି ଏଭଳି ନିଆରା ଢଙ୍ଗରେ!-->!-->!-->…
ତୁଟୁନି ଲକ୍ଷ୍ମୀପୂଜା ବିବାଦ ; ସଭାପତି ଘର ଉପରକୁ ବୋମା ମାଡ଼ !
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ଏବଂ କଂଟାନାଳୀ ବାଇପାସ ପୂଜା କିମିଟି ମଧ୍ୟରେ ବିବାଦ ତୁଟିବାକୁ ନାଁ ନେଉନି । ଶନିବାର ରାତିରେ ପୂଜା କମିଟି ସଭାପତିଙ୍କ ଘର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବାର ଅଭିଯୋଗ ହୋଇଛି ।
ଭସାଣି ଦିନ କଂଟାନାଳୀ!-->!-->!-->…
ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପେଟ୍ରୋଲ ପମ୍ପ ନିକଟରେ ସନ୍ଧ୍ୟା ପ୍ରାୟ ସାଢେ଼ ଆଠଟା ବେଳେ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି ।
ଚାନ୍ଦପୁର ପଞ୍ଚାୟତ ତୁଳସୀପଶି ଗ୍ରାମର ଧ୍ରୁବ ପ୍ରଧାନ ଓ ଟୁକୁ ପ୍ରଧାନ ମିଶି ଏକ ମୋଟର ସାଇକେଲରେ ସାଆନ୍ଦା ଅଞ୍ଚଳକୁ ଆସୁଥିବା!-->!-->!-->…
ଗୁରୁତର ଝିଙ୍କ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନସ୍ଥ ଭୁଷଳ ଶାନ୍ତି ଆଶ୍ରମ ନିକଟ କେନାଲରୁ ବନବିଭାଗ ଦ୍ବାରା ଏକ ଆହତ ଝିଙ୍କ ଉଦ୍ଧାର ହୋଇଛି। ଭାରତୀ ପାହାଡ଼ରେ ଥିବା ଶହ ଶହ ବନ୍ୟପ୍ରାଣୀ ଜଙ୍ଗଲ ଛାଡି ଜନ ବସତି ମୁହଁ। ହେଉଥିବାରୁ ସମୟ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି l
ତେବେ ଝିଙ୍କଟି!-->!-->!-->…
ଲକ୍ଷ୍ମୀପୂଜା ଭସାଣି ରେ ଗଣ୍ଡଗୋଳ, ଥାନାରେ ଅଭିଯୋଗ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଂଟାନାଳୀ ଗ୍ରାମରେ ଗଜଲକ୍ଷ୍ମୀ ଭସାଣ ଉତ୍ସବରେ ଗଣ୍ଡଗୋଳ ଏବଂ ମହିଳାଙ୍କୁ ମରନ୍ତାକ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି ।କଂଟାନାଳୀ ଗ୍ରାମର ଗନ୍ଧର୍ବ ଦେହୁରୀଙ୍କ ପତ୍ନୀ ତୁଳସୀ ଦେହୁରୀଙ୍କ ଅଭିଯୋଗ ଅନୁସାରେ ଭସାଣ ଉତ୍ସବରେ ତାଙ୍କ ସ୍ୱାମୀ ବନମାଳୀ!-->…