Browsing Category
ଢେଙ୍କାନାଳ ଖବର
କୁକୁଡା ଫାର୍ମରେ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ
ସଦର ଥାନା ନାଠୁଆ ଗାଁରେ ଥିବା କୁକୁଡା ଫାର୍ମରେ ନରେନ୍ଦ୍ର ନାୟକ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କୁ ମାରି ଦେଇଥିବା ଅଭିଯୋଗ କରି ଗ୍ରାମବାସୀ ଫାର୍ମ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ପରେ କ୍ଷତିପୂରଣ ମିଳିବାପରେ ଆନ୍ଦୋଳନ ହଟିଥିବା ଜଣାଯାଇଛି ।
ସୂଚନା ଅନୁସାରେ,!-->!-->!-->…
ଭୁବନ ଦଶହରା ଯାତ୍ରାରେ କୋଟିଏ ଟଙ୍କାର ଖର୍ଚ୍ଚ
ଶାରଦୀୟ ଦୁର୍ଗାପୂଜା ବା ଦଶହରା ପର୍ବ ରେ ବତିଶଟି ବଳଦ ଯାତ୍ରା ଓ ତେରଟି ଦୁର୍ଗା ମେଢ଼ର ଭସାଣି ଶୋଭାଯାତ୍ରାରେ କୋଟିଏ ଟଙ୍କାର ଖର୍ଚ୍ଚ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି l.ମାଆଙ୍କ ଆଗମନ ପୂର୍ବରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଉତ୍ସ।ହ ଭରିଯାଇଥିଲା । ଥୋରିଆ ସମାଜ ତରଫରୁ ବ୍ୟବସାୟିକ!-->…
ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା !
ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମପଂଚାୟତ ଅନ୍ତର୍ଗତ ମୁଣ୍ଡିଆ ସାହିର ରଘୁ ବେହେରା ଙ୍କ ପୁଅ ଫଗୁଆ ବେହେରା (୨୨) କୌଣସି କାରଣରୁ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।
ସୂଚନାରୁ ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଦ୍ବିପ୍ରହର ସମୟରେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ I ଏନେଇ ପରିବାର!-->!-->!-->…
ଆକ୍ଟୋବର ୯ ତାରିଖରୁ ୧୯ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଢେଙ୍କାନାଳ ସହର ମଧ୍ୟକୁ ମନା !
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନିମନ୍ତେ ଆଜି ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିବାକୁ ଥିବା ଜନସାଧାରଣ ଯାନବାହାନ!-->!-->!-->…
ମହା ଆଡ଼ମ୍ବରରେ ଚାଲିଛି ମା କ୍ଷେତ୍ରପାଳିନୀ ଙ୍କ ପୂଜା ବିଧି
ଆରମ୍ଭ ହୋଇଯାଇଛି ପାର୍ବଣ ର ଋତୁ । ଧରାବତରଣ କରିସାରିଛନ୍ତି ମା ଦୁର୍ଗା । କୁହାଯାଏ ଯେ ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ଜୟ ପାଇଁ ମାଆ ଧରାପୃଷ୍ଠକୁ ଓହ୍ଲାଇ ଆସି ଥାଆନ୍ତି ।
ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର!-->!-->!-->…
ପାଣିରେ ବୁଡି ଚାଲିଗଲା ୨ଜଣଙ୍କ ଜୀଵନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆ କାଟେଣୀ ପଞ୍ଚାୟତ ତର।ଜଙ୍ଗ ଗ୍ରାମର ପ୍ରସାଦ ବିଶାଳ (୫୦) ତାଙ୍କ ଶଶୁର ଘର ଜୟପୁର।କାଟେଣୀ ପଞ୍ଚାୟତ ପଦ୍ମ ପୋଖରୀ ଗ୍ରାମକୁ ପ୍ରାୟ ୧୦ ଦିନ ତଳେ ବୁଲିବାକୁ ଆସିଥିଲେ ।
ଆଜି ସକାଳ ପ୍ରାୟ ୬ ତା ସମୟ ରେ ନିତ୍ୟକର୍ମ ପାଇଁ ଗାଁ ନିକଟସ୍ଥ ଏକ!-->!-->!-->…
ରାତିରେ ଏଟିଏମ ଲୁଟିଲେ ଦୁର୍ବୃତ୍ତ
ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ଛକ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ATM କାଉଣ୍ଟର ସ୍ଥାପିତ ହୋଇଥିଲା । ଏପ୍ରିଲ ମାସ୨୦୨୧ଏହାଦ୍ୱାରା ଜନସାଧାରଣ ମାନେ ନିଜର ଦରକାର ମୁତାବକ ଟଙ୍କା ଉଠାଇ ପାରୁଥଲେ , କିନ୍ତୁ ଗତକାଲି ରାତିରେ ଲୁଟେରା ମାନେ ଘରର ଉତ୍ତର!-->…
ବରିଷ୍ଠ ନାଗରିକ ମଞ୍ଚ ଗଁଦିଆ ବ୍ଳକ ଚତୁର୍ଥ ବାର୍ଷିକ ବୈଠକ
ପଞ୍ଚାୟତ ସମିତି ସଭାଗୃହ ଗଁଦିଆ ଠାରେ ଗଁଦିଆ ବ୍ଳକ ର ବରିଷ୍ଠ ନାଗରିକ ମଞ୍ଚ ଚତୁର୍ଥ ବାର୍ଷିକ ବୈଠକ ମଞ୍ଚର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ,ବରିଷ୍ଠ ଆୟବେୟର ସମୀକ୍ଷା କରିଥିଲେ।
ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ମାସିକ ଭତ୍ତା କୁ ଏକ!-->!-->!-->…
ହାତୀ ଆକ୍ରମଣରେ ଜଣେ ମୃତ , ଅଞ୍ଚଳରେ କୋକୁଆ ଭୟ
ହିନ୍ଦୋଳ ବନାଞ୍ଚଳ ରାସୋଳ ଦମକଳ କେନ୍ଦ୍ର ନିକଟ ଏକ ବିଲ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ଖବର ରୁ ଜଣାଯାଏ ,ରାସୋଳ ମୁଣ୍ଡିଆ ସାହି ର ପଞ୍ଚାନନ ବେହେରା (୫୦) ଆଜି ଭୋର ସମୟରେ ବିଲକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ରକ୍ତମୁଖା!-->!-->!-->…
ବ୍ରାହ୍ମଣୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ
ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟୁଆ ରଗୋଡି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ଯୁବକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ଡୁବୁରୀ ଅଞ୍ଚଳର ରାଜେନ୍ଦ୍ର ନାଏକ (୨୮) ।
ସୂଚନା ଅନୁଯାୟୀ , ରାଜେନ୍ଦ୍ର ନିଜ ବନ୍ଧୁ ବିଷିକେସ ନାଏକ ଏକ ମୋଟର ସାଇକେଲ ଯୋଗେ!-->!-->!-->…