News
lipub
samparksetu
Browsing Category

ଖବର

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡଝରା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଉଦୟଗିରି ଗ୍ରାମର ଅନାମ ମୁଣ୍ଡାଙ୍କ ପୁଅ ରଞ୍ଜନ ମୁଣ୍ଡା(୨୧) ବୋଲି ଜଣାପଡିଛି

ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ

ଆଜି ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ

କଳାବ୍ୟାଚ ପିନ୍ଧି ଅଧ୍ୟାପକଙ୍କ ଅଧ୍ୟାପନା

ଗାଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ମହାବିଦ୍ୟାଳୟରେ ୨୦୦୮ ମସିହା ପରବର୍ତ୍ତୀ ସମୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚ।ରୀ ଗଣ କଳାବ୍ୟାଚ ପରିଧାନ ପୂର୍ବକ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଓଡ଼ିଶା ରାଜ୍ୟ ବେସରକ।ରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ବିଶ୍ଵରଜନ

ଚେନ୍ନାଇରେ ଢେଙ୍କାନାଳ ଯୁବକ ଙ୍କ ଆତ୍ମହତ୍ୟା !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଜଣେ ଯୁବକ ସୁଦୂର ଚେନ୍ନାଇ ରେ ପ୍ରେମରେ ପ୍ରତାରଣା ଯୋଗୁଁ ବିଫଳ ହୋଇ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଘଟଣା ଘଟିଯାଇଛି।ବିଗତ ୪ ବର୍ଷ ଧରି ଜଣେ ଯୁବକ ଜଣେ ଯୁବତୀଙ୍କୁ ଭଲ ପାଇ ବସି ଉଭୟଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ

ପୋଖରୀ ରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ଚାଷୀ

ଢେଙ୍କାନାଳ ଜିଲ୍ଲା ସଦର ଥାନା ନମିଚିରା ଗ୍ରାମ ନିକଟ ପୋଖରୀରୁ ଏକ ମୃତ ଦେହ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ , ଗ୍ରାମର ଭ୍ରମରବର ପ୍ରଧାନ(୫୪) ଜଣେ ଚାଷୀ। ଗତକାଲି ସେ ବିଲକୁ ଯାଇ ଦିନ ୧ଟା ସମୟରେ ଘରେ ପହଞ୍ଚିବା ପରେ ଗ୍ରାମ ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇ ଆଉ ଫେରି

ଗଁଦିଆ ଅଂଚଳରେ ମାତିଛନ୍ତି ପାଣି ପମ୍ପ ଲୁଟେରା !

ଗଁଦିଆ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇଛି ମଟର ପମ୍ପ ଚୋର ମାନଙ୍କର ଦୋୖରାତ୍ମ୍ୟ ,ଯାହାଫଳରେ ପୋଲିସ ଆଖିରୁ ନିଦ ହଜି ଯାଇଛି । ଗଁଦିଆ ଥାନାର ପାଖପାଖ ଅଂଚଳ ଗୁଡିକରୁ ଏହି ଚୋରି ଚାଲିଛି ,ପୋଲିସ ଚୋର ଧରିବାରେ ଏକ ପ୍ରକାର ବିଫଳ ହୋଇ ବସିରହିଛି । ଚଳିତ ମାସ ୧୩ ତାରିଖରେ ରାତିରେ ଲୁଟେରା

ପୋଖରୀ ରେ ବୁଡି ନାବାଳକ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ରେ ଆଜି ଏଭଳି ଅଘଟଣ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ଅଁଳାବେରେଣି ଯୁଆଙ୍ଗ ସାହି ର ବିଭୁତି ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ (୧୦) । ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ l ସାଙ୍ଗମାନଙ୍କ ସହିତ

ସଡ଼କ ଦୁର୍ଘଟଣାରେ ୨ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ କୋତମ ଗ୍ରାମ ପଞ୍ଚାୟତ ଜରିପାଳ ଛକ ନିକଟରେ ବୁଧବାର ଅପରାହ୍ନ ୩ଘଟିକା ସମୟରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତା କଡରେ ଲାଗିଥିବା ସାଇନ ବୋର୍ଡରେ ପଟିହୋଇ ୨ ବାଇକ ଆରୋହୀ ଗୁରୁତର । ଘଟଣାରୁ ଜଣାଯାଏ ଜରିପାଳ ଛକ ନିକଟରେ ହୋଣ୍ଡ

କୈବଲ୍ୟ ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତା ଚୟନ

କୈବଲ୍ୟ ବଜାର ସ୍ଥିତ ସ୍ଥାନୀୟ ଲକ୍ଷ୍ମୀ ମଣ୍ଡପ ଠାରେ ଉପସଭାପତି ଶ୍ରୀନିବାସ ଷଡ଼ଙ୍ଗୀ ଙ୍କ ସ୍ୱଭାପତିତ୍ୱରେ କୈବଲ୍ୟ ବଜାର ପୂଜା କମିଟିର ଏକ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବ କାର୍ଯ୍ୟସାରଣୀ ଅନୁଯାୟୀ ୨୦୨୦ ଏବଂ ୨୦୨୧ ବର୍ଷର କୋଭିଡ ଅନୁସାରେ ଆୟୋଜନ ହୋଇଥିବା ଲକ୍ଷ୍ମୀପୂଜା

ଭାଲୁ ଆକ୍ରମଣରେ ୩ ଆହାତ

ଭୁବନ ଗଣେଶ ପୂଜା ଭସାଣି ଡ୍ୟୁଟି ସାରି ରାତିରେ ଘରକୁ ଫେରୁଥିବା କୁନିନ୍ଦା ଗ୍ରାମର ହୋମଗାର୍ଡ ଙ୍କୁ ଶାମଳ- ଅନଳ ରାସ୍ତାରେ ଭାଲୁ ଆକ୍ରମଣ କରିଥିବାର ଜଣାପଡିଛି । ତାଙ୍କ ସାଙ୍ଗରେ ତାଙ୍କର ୨ଜଣ ମଧ୍ୟ ଆହତ ହୋଇଥିଲେ ।ଆହତ ମାନେ ହେଲେ ଭୁବନ ଥାନାର ହୋମଗାର୍ଡ ତ୍ରିନାଥ ବେହେରା ଓ ତାଙ୍କ ସାଥୀ
error: Content is protected !!