News
lipub
samparksetu
Browsing Category

ଖବର

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘ଏକ ସବୁଜ ଗ୍ରହ ପାଇଁ ଦୌଡ ‘ ବିଷୟ ବସ୍ତୁକୁ ନେଇ ରନ୍‌-ଏ-ଥନ୍‌ର ତୃତୀୟ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଗର୍ବର ସହ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍‌-ଏ-ଥନ୍‌ର ତୃତୀୟ ସଂସ୍କରଣ ବିଷୟରେଘୋଷଣା କରାଯାଇଛି ଯାହାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ୨୦୨୩ ଫେବ୍ରୁଆରି ୫ ତାରିଖରେ ଆୟୋଜନ କରାଯିବ । ‘ଏକ ସବୁଜ ଗ୍ରହ ପାଇଁ ଦୌଡ଼’ ବିଷୟବସ୍ତୁକୁ ନେଇ ଏହି

କାମ ସାରିବାରେ ଲାଗୁନି ଲଗାମ ; ଦୀର୍ଘ ଦୁଇମାସ ହେବ ଚାଲିଛି ବିଦ୍ୟୁତକାଟ , ଅତିଷ୍ଠ ହେଲେଣି ଅଞ୍ଚଳବାସୀ

ରାସ୍ତା ପ୍ରଶସ୍ତିକରଣ ନେଇ ବିଗତ ବର୍ଷ ଡିସେମ୍ବର ମାସରୁ କଲେଜ ଛକ ଠାରୁ କୁଞ୍ଜକାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସକାଳ ୯ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଛି । ତେବେ ଦୁଇମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶସ୍ତି କରଣ କାର୍ଯ୍ୟ ସରୁନଥିବାରୁ ଏହି ବିଦ୍ୟୁତ କାଟ

ହାତୀ ଉପଦ୍ରବ ,ପନି ପରିବା ଫସଲ ନଷ୍ଟ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ଗୋପାଳପୁର,ମହୁଲଖୋଳି ଗାଁରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତକାଲି ସନ୍ଧ୍ୟା ୬ଟା ସମୟରେ ଗୋପାଳପୁର ଗ୍ରାମ ଭିତରେ ପଶି ସୁରେନ୍ଦ୍ର ନାୟକ, ରବି ନାୟକଙ୍କ ଖଳାରୁ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପ୍ରାୟ

ଅନୁଗୁଳ ପରେ ଏବେ ଢେଙ୍କାନାଳ ମୁହାଁ ନରହନ୍ତା ହାତୀ

ଢେଙ୍କାନାଳ ସିମାନ୍ତ ସଞ୍ଜପଡା ଅଞ୍ଚଳରେ ବିଚରଣ କରୁଛି।ନରହନ୍ତା ହାତୀ l ହାତୀ ଉପରେ ସ୍ୱତନ୍ତ୍ର ନଜର ରହିଥିବା କହିଲେ ବନଖଣ୍ଡ ଅଧିକାରୀ । ଆବଶ୍ୟକ ପଡିଲେ କରାଯାଇ ପାରେ ଟ୍ରାଙ୍କୁଲାଇଜ। ଅନୁଗୁଳରେ ଚାରି ଚାରୋଟି ଜୀବନ ନେବାପରେ ଏବେ ଢେଙ୍କାନାଳ ମୁହାଁ ହୋଇଛି ମଣିଷମରା ହାତୀ।ଗତକାଲି

ଟାଟା ଷ୍ଟିଲ ପାଚେରୀ ନିକଟ ଗୁଳିକାଣ୍ଡ ଘଟଣା ର ପର୍ଦ୍ଦାଫାଶ ; ସ୍ଵାମୀର ହତ୍ୟା ପାଇଁ ସ୍ତ୍ରୀ କରିଥିଲା ଯୋଜନା

ଢେଙ୍କାନାଲ ଟାଟା ଷ୍ଟିଲ ପାଚେରୀ ପାଖ ଗୁଳିକାଣ୍ଡ ଘଟଣାର ପୁଲିସ କଲା ପ୍ରରଦାଫାସ, ଭିଣୋଇ ସହ ଅନୈତିକ ସମ୍ପର୍କରୁ ଯୋଜନାବଦ୍ଧ ଭାବେ ସ୍ୱାମୀକୁ ହତ୍ୟା କରେଇଲା ସ୍ତ୍ରୀ । ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଭିଣୋଇ ସହ ମିଶି କରିଥିଲା ହତ୍ୟା ଉଦ୍ୟମର ସୁପର ପ୍ଲାନ । ଫଳରେ

ଏଟିଏମ ଲୁଟ ଉଦ୍ୟମ ବିଫଳ

ଢେଙ୍କାନାଳ ସହର କୁଞ୍ଜକାନ୍ତ ଠାରେ ଥିବା କାନରା ବ୍ୟାଙ୍କ ଏଟିଏମକୁ ଗତକାଲି ରାତିରେ ଲୁଟ ଉଦ୍ୟମ ହୋଇଥିବା ସୂଚନା ମିଳିଛି । ଏଟିଏମ ପ୍ରବେଶ ଦ୍ୱାର କବାଟର କାଚ ଭଙ୍ଗା ଯାଇଥିବା ବେଳେ ମେସିନ ସୁରକ୍ଷିତ ରହିଥିବାର ଜଣା ପଡିଛି l ଗୁରୁବାର ପୂର୍ବାହ୍ନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ

ପୋଲିସ ର କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ କୁକୁଡ଼ା ଚାଷୀଙ୍କ ରାସ୍ତା ରୋକ ଆନ୍ଦୋଳନ !

ଆଜି ଅପରାହ୍ନ ରେ ହିନ୍ଦୋଳ ରୋଡ ଫାଣ୍ଡି ସମ୍ମୁଖରେ ଢେଙ୍କାନାଳ ଜିଲ୍ଲା ର କୁକୁଡ଼ା ଚାଷୀ ମାନେ ଏକତ୍ରିତ ହୋଇ ଫାଣ୍ଡି ଅଧିକାରୀ ଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିବା ସହିତ ୫୫ ନଂ ଜାତୀୟ ରାଜପଥ ରାସ୍ତା କୁ ଅବରୋଧ କରିଥିଲେ । ସେମାନଙ୍କ ଅଭିଯୋଗ ହେଲା

ଢେଙ୍କାନାଳ ସମେତ ୪ ଜିଲ୍ଲାର ଟିବି ପିଡୀତଙ୍କ ଦାୟିତ୍ବ ନେଲେ ଧର୍ମେନ୍ଦ୍ର

୨୦୨୫ ସୁଦ୍ଧା ଟିବି ମୁକ୍ତ ହେବ ଭାରତ ନିମନ୍ତେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ସମେତ ୪ ଜିଲ୍ଲାର ଟିବି ରୋଗୀଙ୍କ ଦାୟିତ୍ବ ନେଇଛନ୍ତି ।
error: Content is protected !!