News
lipub
samparksetu
Browsing Category

ଖବର

ଜୈବିକ ଚାଷ ଉପରେ ଆଲୋକପାତ

ପରଜଙ୍ଗ ଥାନା କଙ୍କଡାହାଡ ବ୍ଲକ ବାମ ପଞ୍ଚାୟତ ରଗଡା ସାହି ଠରେ ଆଇସିଆଇ ଢେଙ୍କାନାଳ ଶାଖା ତରଫରୁ ୨୦ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ସଂଗଠନକୁ ନେଇ ଆଜି ଜୈବିକ ଚାଷ ଉପରେ ଏକ ସଭା ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାମ ପଞ୍ଚାୟତର ସରପଞ୍ଚ ଫକିର ମହାନ୍ତ

ଶ୍ରାବଣ

ଶ୍ରାବଣର ବରଷା ଛିଟା ଦିଏଅବା ପୀରତି ଛୁଆଁ,କୋମଳ ମନରେ ସତେ ଅବାଲଗାଏ କି ନିଆଁ !!! ଖେଳିଯାଏ ଶରୀରରେନୁଆ ଏକ ଶିହରଣ,ଦୁଇମନ ଏକ ହେବସାକ୍ଷୀ ରହିବ ଏ ଶ୍ରାବଣ... ଧୀରେ ଧୀରେ ବଢ଼େ ହୃଦୟର କମ୍ପନଓଠ ଖୋଜେ ଖାଲି ପ୍ରୀତିଭରା ଚୁମ୍ବନ,ଆକାଶ ବୁକୁକୁ ଛୁଇଁଲା ଆଶାତନୁରେ ଜାଗିଲା ଯୌବନ

ଏସ୍‌ଆର୍‌ଏଫ୍‌ଟିଆଇ ନିର୍ଦ୍ଦେଶକ ହେବେ ହିମାଂଶୁ ଶେଖର ଖଟୁଆ

ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କୁ କଲିକତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ ପକ୍ଷରୁ ପ୍ରକାଶିତ ଆଦେଶରେ ଏହା କୁହାଯାଇଛି ସେହିପରି ଏ ସଂପର୍କରେ କେନ୍ଦ୍ର

ଲୋକାର୍ପଣ ହେଲା ଶ୍ୱେତପଦ୍ମା ଙ୍କ ଲିଖିତ ଉପନ୍ୟାସ “ସଖୀ କଣ୍ଢେଇ”

ଚଳିତ ମାସ ଜୁନ୍ ୧୯ ତାରିଖ ରବିବାର ଅପରାହ୍ନ ୪ଟାରେ ବର୍ଷା ପବ୍ଲିକେସନ୍ ଦ୍ବାରା ଔପନ୍ୟାସିକା ଶ୍ୱେତପଦ୍ମା ପାଢ଼ୀଙ୍କ ପ୍ରଥମ ଉପନ୍ୟାସ "ସଖୀ କଣ୍ଢେଇ"ର ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ୱେତପଦ୍ମା ପାଢ଼ୀ ଢେଙ୍କାନାଳ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ତମାଖୁ ସେବନର ହାନିକାରକ ପ୍ରଭାବ ସମ୍ପର୍କରେ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ କମ୍ପାନୀର ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର କାରଖାନାରେ ମେ ୩୧ ତାରିଖ ଦିନ “ବିଶ୍ୱ ତମାଖୁ ବର୍ଜନ” ଦିବସ ପାଳିତ ହୋଇଯାଇଛି ।

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଆଜିଠାରୁ ବୁକିଂ ଆରମ୍ଭ

୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ ଆଜିଠାରୁ ବୁକିଂ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ (ସିଆମ୍) ପକ୍ଷରୁ

ମାସେ ପାଇଁ ଟ୍ରେନ ବାତିଲ, ଜାଣନ୍ତୁ ଢେଙ୍କାନାଳ ଦେଇ ଯାତାୟାତ କରୁଥିବା କେଉଁ ଟ୍ରେନ ଗୁଡିକ ବାତିଲ୍

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ରେଳକୁ ଆଉ ଗୋଟିଏ ମାସ ପର୍ଯ୍ୟନ୍ତ

ରସାୟନ ବିଭାଗର ସେମିନାର ଅନୁଷ୍ଠିତ

ରସାୟନ ବିଭାଗର ସେମିନାର ଅନୁଷ୍ଠିତ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ତରଫରୁ ବିଭାଗର ବାର୍ଷିକ ଉତ୍ସବ ଏବଂ ସେମିନାର ଅନୁଷ୍ଠତି ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାର ପ୍ରଧ।ନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭବୁ ନେଶ୍ୱର ନାଇଜରର

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡସୁଆଁଳ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି l ଗୁରୁତର ଦୁଇଜଣ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବେଗୁନିଆନାଳୀ ଗ୍ରାମର ଶଶୀକିଷାନ ଓ ଦିପୁନ କୁମାର ପ୍ରଧାନ l ସୂଚନା ଅନୁଯାୟୀ, ଉଭୟ ଏକ ବାଇକ ଯୋଗେ ନିଜ ଗ୍ରାମ

ଋଣ ଭାର ସହି ନପାରି ଚାଷୀ ଆତ୍ମହତ୍ୟା !

ବାଜିରାଉତ ଙ୍କ ସଂଗ୍ରାମୀ ମାଟି ରେ ମାଟି ସହ ସଂଗ୍ରାମ କରି କରି ଶେଷ ରେ ଋଣ ସୁଝି ନପାରି ଆତ୍ମ ହତ୍ୟା କଲେ ଚାଷୀ ରମେଶ l ଖବର ରୁ ଜଣା ଯାଇଛି ଭୁବନ ବ୍ଲକ କଣପାଳ ସାମିଲ ମହୁଲପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ l ଏହି ଗ୍ରାମଟି ସହୀଦ ବୀର ବାଜିରାଉତ ଙ୍କ ଗ୍ରାମ ଭାବେ ସାରା
error: Content is protected !!