News
lipub
samparksetu
Browsing Category

ଖବର

ନାଗନାଥେଶ୍ୱର ମନ୍ଦିର ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଡ଼ନାଗେନା ସ୍ଥିତ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମନ୍ଦିର ଉନ୍ନୟନ ପରିଷଦର ଏକ ବୈଠକ ରବିବାର ଦିନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ବର୍ଷାଦିନେ ଜଳ ନିଷ୍କାସନ, ଯଜ୍ଞ ମଣ୍ଡପ ନିର୍ମାଣ, ବିବାହ ମଣ୍ଡପ ନିର୍ମାଣ ସହ ପାର୍କ ପ୍ରତିଷ୍ଠା

ଲାଞ୍ଚ ନେବା ପଡିଲା ମହଙ୍ଗା ,ସହକାରୀ ଯନ୍ତ୍ରୀ ଏବଂ ଖଲାସୀଙ୍କୁ ଜେଲଦଣ୍ଡାଦେଶ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟ ଜଳ ଏବଂ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ଖଲାସୀ ଲାଞ୍ଚ ନେବା ଘଟଣାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲ ଦଣ୍ଡରେ ଦଣ୍ଡିତ

ଭୁବନରେ ପାଳନ ହେବ କାଶୀ ଉତ୍ସବ

ବିଶ୍ୱ ସ୍ତରରେ ଭାରତର ନାମର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବାକୁ ହେଲେ ମଠ ମନ୍ଦିରର ଅସ୍ମିତାକୁ ବଜାୟ ରଖିବାକୁ ପଡିବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରର ବିଶ୍ୱସ୍ତରୀୟ ଉତ୍ସବ ଉଦଯାପନ କାର୍ଯ୍ୟକ୍ରମ ୧୩

ବାଛୁରୀକୁ ଧକ୍କାଦେଇ ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଣପାଳ ଗ୍ରାମର ବରିଷ୍ଠ ନାଗରିକ ଗୋପାଳ ଘୋଷ ଗତ ୬ ତାରିଖ ଅପରାହ୍ନରେ ନିଜ ଘରକୁ ଫେରୁଥିବା ବେଳେ ମହୁଳପାଳ ଗ୍ରାମ ରାସ୍ତାରେ ଏକ ବାଛୁରୀ ତାଙ୍କ ମଟର ସାଇକେଲ ଆଗକୁ ପଶିଆସିବାରୁ ସେ ବାଛୁରିକୁ ଧକ୍କ। ଦେବା ସହ ନିଜେ ଦୃର୍ଘଟଣାର ଶୀକାର ହୋଇଥିଲେ ।

ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଂଚଳରେ ଗତକାଲି ଓ ଆଜି ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ,ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ , ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ବଣିଆ ପଡା(କଲନସହି) ଗ୍ରାମର ରଘୁନାଥ ବାରିକ(୭୧) ଶନିବାର ଏକ

ଶିତଳଭଣ୍ଡାର ଜାଗାକୁ ନେଇ ଅଚଂଳ ବାସୀଙ୍କ ଫେରାଦ

ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ଅର୍ନ୍ତଗତ ଶିତଳଭଣ୍ଡାର ଟି ୨୦୦୩ ମସିହାରେ ବିକ୍ରୀ ହୋଇଥିଲା । ନିଲାମ ନେଇଥିବା ବ୍ୟକ୍ତି ବିଭିନ୍ନ ବ୍ୟକ୍ତିକୁ ବିକ୍ରୀ କରିଛନ୍ତି । ୨୮୧୧ନଂ ପ୍ଲଟଟି ରକ୍ଷିତ ଖାତାର ଅଂଶ ବିଶେଷ ହୋଇଥିବାରୁ ସ୍ଥାନୀୟ ବ୍ୟକ୍ତି ସେଠାରେ ଦୋକାନ କରିବା ସହ ଖତ ଗାତ କରିଛନ୍ତି ।

ଘରେ ପଶି ମହିଳାଙ୍କୁ ଅସଦାଚରଣ ଟଙ୍କା ମାଗିଲେ ଥାନାଧିକାରୀ, ପିଡ଼ିତା ଏସପି ଙ୍କ ଦ୍ୱାରସ୍ଥ

।ଗଁଦିଆ ଥାନା ସପୁଆଝର ଗ୍ରାମରେ ବାବାଜୀ ପ୍ରଧାନଙ୍କ ଘରେ ପଶି ସେହି ଗ୍ରାମର ଖଗ ପ୍ରଧାନ ମହିଳାଙ୍କୁ ଟଣା ଓଟରା କରିବା ସହିତ ଅସଦାଚରଣ କରୁଥିଲା।ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଦୌଡ଼ି ଆସିବାରୁ ଖଗ ସେଠାରୁ ଫେରାର ହୋଇଯାଇଥିଲା। ଏହି ଘଟଣାର ନ୍ୟାୟ ପାଇଁ ପିଡ଼ିତା

ନିମିଧା ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ;ମାଗଣା ଔଷଧ ଏବଂ ଚଷମା ବଣ୍ଟନ

ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ନିମିଧା ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ତା- ୦୪.୧୨.୨୦୨୧ ରିଖରେ ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୂଖ୍ୟ ଅତିଥି ଭାବେ AITUCର ଜାତୀୟ ସମ୍ପାଦକ ଶ୍ରୀଯୁକ୍ତ ରାମକୃଷ୍ଣ ପଣ୍ଡା ଯୋଗଦେଇ ଶ୍ରମିକ ମାନଙ୍କୁ ନେଇ ସରକାରଙ୍କ ସମସ୍ତ

ହାତୀ ଉପଦ୍ରବରେ କ୍ଷୟକ୍ଷତି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ହାତୀ ଉପଦ୍ରବ ଥମିବା ନା ଧରୁନି ,ଅଞ୍ଚଳରେ ହାତୀ ଆତଙ୍କ ଏତେ ପରିମାଣରେ ବଢି ଯାଇଛି ଯେ ସନ୍ଧ୍ୟା ନହଉଣୁ ଅନେକ ଗାଁ ମାନଙ୍କରେ ତାଟି କବାଟ ପଡ଼ୁଥିବା ଜଣାପଡିଛି ।ମଝିରେ ମଝିରେ ମଣିଷ ଠାରୁ ଆରମ୍ଭ କରି ଗୃହ ପାଳିତ ପଶୁ ମରଣ ଯନ୍ତାରେ ପଡ଼ୁଛନ୍ତି ।
error: Content is protected !!