Browsing Category
ଖବର
ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ କୋଭିଡ ଗାଇଡ ଲାଇନ ଅନୁଯାୟୀ ଏକ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି ।
ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ହାତରେ ବ୍ୟାନର ଧରି ବଜାର ପରିକ୍ରମା କରିଥିଲେ ।ଅନୁଷ୍ଠିତ!-->!-->!-->…
ହିନ୍ଦୋଳ ଏନ ଏ ସି କାର୍ଯ୍ୟାଳୟରେ ତାଲା ପକାଇଲେ ଠିକାଦାର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ଆଜି ଏକ ଅଭାବନୀୟ ଘଟଣା କ୍ରମେ ଏନ ଏ ସି କାର୍ଯ୍ୟାଳୟ ରେ ତାଲା ପଡିଛି। ଖବରରୁ ପ୍ରକାଶ ଯେ ପ୍ରଥମରୁ ବିବାଦ ଘେରରେ ଥିବା ହିନ୍ଦୋଳ ଏନ ଏ ସି ର ବିଭିନ୍ନ କାରନାମା ପାଇଁ ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ଅନାସ୍ଥା ହୋଇ ଅଚଳାବସ୍ଥା ରେ ପଡି!-->…
ବଙ୍ଗୋପସାଗର ରେ ଗଭୀର ଅବପାତର ରୂପ ନେଲା ବାତ୍ୟା, ଆସନ୍ତା ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା…
ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ । ବାତ୍ୟାରେ ପରିଣତ ହୋଇଥିବା ଆଇଏମଡି ଡିଜିଙ୍କ ସୂଚନା । ଗୋପାଳପୁରରୁ ୫୩୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ । କାଲି ସନ୍ଧ୍ୟାରେ ଦିଗ ପରିବର୍ତ୍ତନ କରିବ ବାତ୍ୟା ଜୱାଦ୍ । ୫ ତାରିଖ ମଧ୍ୟାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ । ପବନର!-->!-->!-->!-->!-->…
ଲଜନା ଇମାଇଲା ଭାରତ ସଦସ୍ୟା ମାନଙ୍କ ସହ ଅହମ୍ମଦିଆ ସମ୍ପ୍ରଦାୟର ବିଶ୍ୱ ପ୍ରମୁଖ ଙ୍କ ସହିତ ଭର୍ଚୁଆଲ୍ ବୈଠକ
୨୭ ନଭେମ୍ବର ୨୦୨୧ ରେ, ଅହମ୍ମଦିଆ ମୁସଲିମ ସମ୍ପ୍ରଦାୟର ବିଶ୍ୱ ପ୍ରମୁଖ ହଜରତ୍ ମିର୍ଜା ମସରୁର ଅହମ୍ମଦ ଲଜନା ଇମାଇଲା ଭାରତ (ଅହମଦିଆ ମୁସଲିମ ମହିଳା ସଂଗଠନ ଭାରତ) ର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କ ସହ ଲଣ୍ଡନରୁ ଏକ ଭର୍ଚୁଆଲ ଅନଲାଇନ୍ ବୈଠକ କରିଥିଲେ। ଏହି ବୈଠକରେ ସେ ବିଭିନ୍ନ!-->…
ଅଗ୍ନିକାଣ୍ଡ ରେ ଜଳିଗଲା ୩ ବଖରା ଘର
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ବଣସିଂହ ପଞ୍ଚାୟତ ପଶି ବଣସିଂହ ଗ୍ରାମରେ ଆଜି ଦିନ ପ୍ରାୟ ୧ଘଟିକା ସମୟରେ ଗ୍ରାମର କୁଦଣ୍ଡ ଧର ସ୍ୱାଇଁ ଙ୍କ ଘରେ ଅଚାନକ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ଅଗ୍ନିକାଣ୍ଡ ରେ ୩ବଖରା ଘର ଜଳିବାକୁ ଲାଗିଥିଲା ।
ପରେ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବାକୁ!-->!-->!-->…
ଆଜିଠୁ ଲାଗୁହେଲା ଡିସେମ୍ବର ମାସ ପାଇଁ ଗାଇଡଲାଇନ : ଜାଣନ୍ତୁ କଣ ହେଲା କୋହଳ ଓ କାହା ଉପରେ ଲାଗୁ କଟକଣା ।
ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ଗୋଟିଏ ପଟେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ଅନ୍ୟପଟେ ଡିସେମ୍ବର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର ।
୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ରାତି ୧୦ରୁ!-->!-->!-->!-->!-->!-->!-->…
ଏନ.ଟି.ପି.ସି ଜମି ଅଧିଗ୍ରହଣ ପ୍ରଜାଙ୍କର ପ୍ରାପ୍ୟ ଅର୍ଥ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଏନ.ଟି.ପିସି ରେ ଜମି ହରାଉଥିବା ପ୍ରଜାମାନେ ଜଣାଉଅଛୁକି ଏ ପର୍ଯ୍ୟନ୍ତ ନିଜ ଜମିର ମୂଲ୍ୟ ପାଇନାନାହଁ।ନ୍ତି । ଏ ବିଷୟରେ ଗତ ତା.୦୨.୦୮.୨୦୨୧ ରିଖରେ ଏବଂ ତା.୦୭.୧୦.୨୦୨୧ ଏବଂ ପୁର୍ନବାର ତା.୧୦.୧୧.୨୦୨୧ ରିଖରେ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କୁ ଲିଖିତ ଆକାରରେ ଜଣାଇଥିଲେ ।
ଏହା ଭିତରେ!-->!-->!-->…
ମାର୍ଥାପୁର ଡାକ ଘରକୁ ଡିଜିଟାଲାଇଜେସନ
ସୁବିଧା ଆଳ ଦେଖାଇ ଡାକଘରଟିକୁ ଉଠାଇନେବାକୁ ଚକ୍ରାନ୍ତ ଶେଷରେ ପଣ୍ଡ ହୋଇଛି । ଦୀର୍ଘ ଶହେ ବର୍ଷର ଡାକଘର ପୁଣି ମାର୍ଥାପୁରରୁ ନୁତନ ରୂପରେ ନୁତନ ଢଙ୍ଗରେ ଚାଲିବା ଆରମ୍ଭ ହୋଇଛି । କୋର ବ୍ୟାଙ୍କିଙ୍ଗର ଉଦଘାଟନ ଉତ୍ସବରେ ସ୍ଥାନୀୟ ଉପ ଡାକମାଷ୍ଟର ଟୁକୁନା ସାହୁଙ୍କ ଅଧକ୍ଷତାରେ ଏକ ଉତ୍ସବ!-->…
କୁନିପୁଅ ପ୍ରତ୍ୟୁଷର ନିଆରା ଢଙ୍ଗରେ ଜନ୍ମଦିନ ପାଳନ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->…
ସ୍ବେଚ୍ଛାକୃତ ରକ୍ତଦାନ ଶିବିର ; ସଂଗୃହିତ ହେଲା ୭୧ ୟୁନିଟ ରକ୍ତ
ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ପରଜଙ୍ଗ ବ୍ଲକ ପାଟରପଦl ଗ୍ରାମରେ ଯୁବ ଗୋଷ୍ଠୀ ରକ୍ତ ଦାନ କରି ପଞ୍ଚୁକ ପାଳିଥିଲେ l ଗ୍ରାମ୍ୟ କମିଟି ସଭାପତି ବିଜୟ ସାହୁ ଦୀପ ପ୍ରଜ୍ବଳନ କରି ଶିବିର କୁ ଉଦଘାଟନ କରିଥିଲେ l
ତାଳଚେର ରକ୍ତ ଭଣ୍ଡାର ର ଡାକ୍ତର ପଞ୍ଚାନନ!-->!-->!-->…