News
lipub
samparksetu
Browsing Category

ଖବର

ବାପା

ମୋ ଅତି ଆଦରର ବାପା ଏ ଧରାଧାମ ରୁ ବିଦାୟ ନେଇ ଗଲେଣି ସେ ଅଫେରା ରାଇଜକୁ ଖାଲି ଛାଡି ଯାଇଛନ୍ତି ପୁରୁଣା ସ୍ମୃତି ସବୁ... ଯାହା ଏବେବି ମନେ ପଡୁଛି.... ଆଉ ଆଖିଟା ଲୁହରେ ଭର୍ତ୍ତି ହୋଇ ଯାଉଚି. ସେ ବାପାଙ୍କ ସ୍ନେହ ଯେତେ ଖୋଜିଲେ ବି ଆଉ ଜୀବନରେ ମିଳେନି... ସବୁଦିନ ପାଇଁ ମୋ ଜୀବନ

ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ପରିଦର୍ଶନରେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଖଣୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଞ୍ଚାୟତ ଠାରେ ଅବସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ କୁ ପୋଷ୍ୟ ସ୍କୁଲ ଗ୍ରହଣ କରିଥିଲେ। ମନ୍ତ୍ରୀ ଏହି ସ୍କୁଲ କୁ ପୋଷ୍ୟ

ଡିଜେ ସାଉଣ୍ଡ ଏବଂ ଶୋଭାଯାତ୍ରାକୁ ଅନୁମତି ଦାବି

ଢେଙ୍କାନାଳ ଜିଲ୍ଲାରେ ୨ଶହରୁ ଆଧିକ ସାଉଣ୍ଡ,ଲାଇଟ୍ ମାଲିକ ରହିଥବା ବେଳେ ୬ ହଜାରରୁ ଅଧିକ କର୍ମଚାରୀ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କରୋନାମହାମାରୀ ହେତୁ ଦିର୍ଘ ୧୭ ମାସ ଧରି ବନ୍ଦ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗଣେଶ ପୂଜାଠାରୁ ଡିଜେ ସାଉଣ୍ଡ ଏବଂ

“ଭଗବାନ- ଆପଣ କେଉଁଠାରେ ଅଛନ୍ତି ?”

ପିଲାଦିନୁ "ଆହେ ଦୟାମୟ ବିଶ୍ବ ବିହାରୀ…." ଜଣାଣ ମାଧ୍ୟମ ରେ ଭଗବାନଙ୍କୁ ପ୍ରତ୍ଯହ ପ୍ରାର୍ଥନା କରି ଆସିଛେ। ଏଥିରେ ଭଗବାନଙ୍କୁ ଶୁଭ ବୁଦ୍ଧି,ଭଲ ରାସ୍ତା , ପ୍ରତ୍ଯେକ କର୍ମ କୁ ସରସ କରିବା, ଜୀବନ ରେ ଚିର ହରଷ ଆଣିଦେବା ପାଇଁ ଆମ୍ଭେମାନେ ନିବେଦନ କରିଥାଉ। ଭଗବାନ ମନୁଷ୍ଯ କୁ ସର୍ବଶ୍ରେଷ୍ଠ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଭ୍ୟା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଜିଲ୍ଲାପରିଷଦ ଦୁଇ ନମ୍ବର ଜୋନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ଜିଲ୍ଲା ପରିଷଦ ସଭ୍ୟା ଅଭିଯୋଗ କରିଛନ୍ତି । ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ ସିମିନଈ,ଗଦାଶିଳା,

ସରକାରୀ ଜମି ଜବରଦଖଲକୁ କେଦ୍ର କରି ଦୁଇ ପରିବାର ହାତାହାତି, ଉଭୟ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ

ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ଅଂଚଳରେ ଥିବା ଜୁଆଙ୍ଗ ବସ୍ତି ନିକଟସ୍ଥ ସରକାରୀ ଜମି ଜବରଦଖଲକୁ କେଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି । ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ଟାଉନ୍ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ମୁତାବକ, ଶ୍ରୀମତୀ ଗିତାଞ୍ଜଳି ମହାପାତ୍ର (୬୦) ସ୍ଵାମୀ

ଏଣିକି ହ୍ୱାଟ୍ସଆପରୁ ଡାଉନଲୋଡ଼ କରିହେବ ଟିକାର ପ୍ରମାଣପତ୍ର, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

ବିଦେଶ ଗସ୍ତ ଓ ଅନ୍ୟାନ୍ୟ କ୍ଷେତ୍ରରେ କୋଭିଡ୍ ସାର୍ଟିଫିକେଟ ଆବଶ୍ୟକ ହେଉଥିବାରୁ, କିପରି ସହଜରେ ପ୍ରମାଣପତ୍ର ମିଳିବ, ଏ ନେଇ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି କିଛି ସେକେଣ୍ଡ ଭିତରେ ହ୍ଵାଟ୍ସଆପ ରେ ମିଳିଯିବ କରୋନା ଟିକା ସାର୍ଟିଫିକେଟ୍ । ଏ ନେଇ ସୂଚନା ଦେଇଛି

ଅଭିନବ ଉପାୟରେ କାନ ଧରି ପ୍ରତିବାଦ

ସାତ ବର୍ଷ ମଧ୍ୟରେ ୧୨୫ ଦିନ ଧାରଣା ଓ ୧୭ ଦିନ ଆମରଣ ଅନଶନ ପରେ ବି କିଛି ସୁଫଳ ମିଳି ନାହିଁ। ଶେଷରେ ଅଭିନବ ଉପାୟରେ କାନ ଧରି ପ୍ରତିବାଦ କରିଛନ୍ତି। ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ ପଦବୀ ପୂରଣ ନିମନ୍ତେ ୨୦୧୪ ମସିହାରୁ ଆଜି

ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତ ର ଅରାଚୁଆ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ମହିଳା ଙ୍କର ମୃତ ହୋଇଛି । ମୃତକ ଜଣଙ୍କ ଧନିଆନାଳୀ ଗ୍ରାମରୁ ବାସନ୍ତୀ ଦାସ(୪୦) ସୂଚନା ଅନୁଯାୟୀ , ସେ ବିଲବାଡ଼ି କାମ କରିବାକୁ ମଠତେନ୍ତୁଳିଆ କୁ ଆସୁଥିବା ବାଟରେ ଏକ ଅଜଣା

କରୋନା ପାଇଁ ପରିବାର ପ୍ରତିପୋଷଣ ଚିନ୍ତାରେ ରାମେଶ୍ଵର ମନ୍ଦିର ସେବାୟତ

କାମାକ୍ଷନଗର ରେ ଥିବା ପ୍ରସିଦ୍ଧ ଶୈବପୀଠ ରାମେଶ୍ଵର ମନ୍ଦିର ବଂଶାନୁକ୍ରମିକ ମହଦେବ ସେବା କରିଆସୁଛନ୍ତି ୬ଟି ପରିବାର |ମନ୍ଦିର ଟି ଦେବୋତ୍ତର ବିଭାଗ ଅଧୀନରେ ଥାଇ ମଧ୍ଯ ସେବାୟତ ଙ୍କୁ କୌଣସି ପ୍ରକାର ର ସାହାଯ୍ଯ ମିଳୁନାହିଁ | ମନ୍ଦିରରେ ଥିବା ୬ଟି ପରିବାର କରୋନା ପୂର୍ବରୁ ମନ୍ଦିର କୁ
error: Content is protected !!