News
lipub
samparksetu
Browsing Category

ଖବର

‘ ୱାଜା ଓଡ଼ିଶା ’ ର ଅଧ୍ୟକ୍ଷା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ

  ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି । ଜାତୀୟ ସ୍ତରରେ ଲେଖକ ଓ ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ‘Writers and Journalist Association’ ବା “ୱାଜା ଇଣ୍ଡିଆ” ର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ,

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ମନ୍ତ୍ରାଳୟ

ମନ୍ତ୍ରୀମଣ୍ଡଳ ବିସ୍ତାର ପାଇଁ ଶେଷ ହୋଇଛି କାଉଣ୍ଟଡାଉନ । ରାଷ୍ଟ୍ରପତି ଭବନରେ ମୋଦିଙ୍କ ନୂଆ ଟିମର ହୋଇଛି ଶପଥ ଉତ୍ସବ। କେନ୍ଦ୍ର କ୍ୟାବିନେଟର ନୂତନ ମନ୍ତ୍ରୀ ମଣ୍ଡଳ ଘୋଷଣା ହୋଇଛି । କିଛି ନୂଆ ମୁହଁ ମିଳିଥିବା ବେଳେ କିଛି ଜଣଙ୍କୁ ନିଜ ପଦବୀ ହରାଇବାକୁ ପଡିଛି । ରାଜ୍ୟପାହ୍ୟା ଟିମ୍ ରେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ କରୋନା ଆକ୍ର।ନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ସଦର ବ୍ଳକ୍ ବିମ୍ବୋଳ ୪ , କୋଇଲିପଙ୍ଗି ୪ , ତରଭା ୨ , ତାଳବରକୋଟ ୨ , ବଣସିଂହ ୧ , ବାଉତିବେରଣା ୧ , ମଜୁରୀ ୧ , ଭାଗିରଥିପୁର ୧ ,

ଆସିଲା ନୂଆ ଗାଇଡ଼ଲାଇନ, ଜାଣନ୍ତୁ ଢେଙ୍କାନାଳ ଜିଲ୍ଲା ପାଇଁ କଣ ହେଲା କୋହଳ

ସଂକ୍ରମଣ କମିଥିବାରୁ ଢେଙ୍କାନାଳ ସମେତ ୨୦ ଟି ଜିଲ୍ଲା କାଟାଗୋରୀ Aରେ ଥିବା ସୂଚନା । କାଟାଗୋରୀ- A ରେ ଥିବା ଜିଲ୍ଲା ଗୁଡ଼ିଆ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର,

ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ; ୯୭.୮୯ ପ୍ରତିଶତ ପିଲା କଲେ ପାସ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ କଟକ ବୋର୍ଡ ଅଫିସରରୁ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏଥର ୯୭.୮୯ ପ୍ରତିଶତ ପିଲା କଲେ ପାସ । ଛାତ୍ରଛାତ୍ରୀ ମାନେ www.bseodisha.ac.in କୁ ଯାଇ ରେଜଲ୍ଟ

ରାଜ୍ୟରେ ୨ ସପ୍ତାହ ପାଇଁ ଲାଗୁ ହେଲା ଆଂଶିକ ଲକଡାଉନ, ଜାଣନ୍ତୁ କଣ କଟକଣା କଣ ହେଲା କୋହଳ

ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ଲକଡାଉନ୍ ସମୟରେ ଢେଙ୍କାନାଳ ସମେତ ୧୩ ଜିଲ୍ଲାର ରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ସମସ୍ତ ଜିଲ୍ଲାରେ

ଢେଙ୍କାନାଳ ରେ ଆରମ୍ଭ ହେବ ୟୁ-ଟ୍ୟୁବ୍‌ କ୍ଳାସ, ୟୁ-ଟ୍ୟୁବ ଲାଇଭ ରେ ପଢିବେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ହେତୁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ‌ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆଦୌ ସମ୍ଭବ ହୋଇପାରି ନାହିଁ। ଯେତେବେଳେ କି ୯ମ ରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା ।

ଚଳିତ ବର୍ଷ ମଧ୍ୟ ରଥଗଡା ରେ ଗଡିବନି ରଥ ! କେବଳ ପୁରୀରେ ହେବ ରଥଯାତ୍ରା

କେବଳ ପୁରୀରେ ହେବ ରଥଯାତ୍ରା । ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ୨ଟି ଡୋଜ କରୋନା ଟିକା ନେଇଥିବା ସେବାୟତମାନେ ଏହି ଯାତ୍ରାରେ ସାମିଲ ହେବେ । ଯଦି ୨ଟି ଡୋଜ ଟିକା ନେଇ ନଥିବେ ତେବେ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ

ଆଇଆଇଏମ୍‍ସି ପକ୍ଷରୁ ତଥ୍ୟ ନିରୀକ୍ଷଣ ତାଲିମ୍‍ କର୍ମଶାଳା ଅନୁଷ୍ଠିତ

ବର୍ତ୍ତମାନ ସମୟରେ ଟିକାକୁ ନେଇ ବିଭିନ୍ନ ପ୍ରକାରର ମିଛ ସୂଚନା ଓ ଜାଲି ଖବର ପ୍ରସାରିତ ହେଉଛି । ବିଶେଷତଃ ସାମାଜିକ ଗଣମାଧ୍ୟମରେ ଖୁବ୍‍ କମ୍‍ ସମୟ ମଧ୍ୟରେ ଏମିତି ଭୁଲ ସୂଚନା ଲକ୍ଷଲକ୍ଷ ଲୋକଙ୍କ ମଧ୍ୟରେ ପହଞ୍ଚିଯାଉଛି । ଲୋକେ ବି କିଛି ନବୁଝି ସଙ୍ଗେସଙ୍ଗେ ସେହି ଭୁଲ ସୂଚନାକୁ

ଜୁନ୍ ୧୭ ସକାଳ ୫ଟା ଯାଏଁ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର

ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ୍ ଅବଧିକୁ ବଢାଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ। ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା
error: Content is protected !!