Browsing Category
ଖବର
କୋଭିଡ କଟକଣାରେ ହେବ ପାଠପଢା, ଜୁନ୍ ପହିଲାରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ
ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ!-->…
ଗତିପଥ ବଦଳାଇଲା ବାତ୍ୟା ୟସ, ଢେଙ୍କାନାଳ ଜିଲ୍ଲାର କିଛି ବ୍ଲକ କୁ ସତର୍କ ସୂଚନା
ବାତ୍ୟା ୟସ ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା ଧାମରା ନିକଟରେ ଆସନ୍ତା କାଲି ସକାଳେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଭିତରକନିକା,ଚାନ୍ଦବାଲି ଓ ଧାମରା ରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ଆମେ ପ୍ରସ୍ତୁତି!-->!-->!-->…
ଓଡ଼ିଶାର ଏ ଲଢେଇରେ ସାମିଲ୍ ହେବାକୁ ଅନୁରୋଧ
ଯୁବ ବନ୍ଧୁମାନଙ୍କ ସକ୍ରିୟ ସହଯୋଗ ଓ ନିଜ ନିଜ ସ୍ତରରେ ସେବା ମନୋଭାବ ନେଇ କାମ କରି ଉଜ୍ଜ୍ଵଳ ଦୃଷ୍ଟାନ୍ତ ସୃଷ୍ଟି କରିବା ବର୍ତ୍ତମାନର ଆହ୍ଵାନ ଓ ଆବଶ୍ୟକତା । ସଚେତନତା, ସହଭାଗୀତା ଓ କ୍ରିୟାଶୀଳତା କୁ ଆଧାର କରି ସାଧ୍ୟ ମତେ ସହାୟତାର ହାତ ବଢ଼ାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ!-->!-->!-->…
ହୋମ୍ ବେସଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର, ଏବେ ଘରେ ରହି ମଧ୍ୟ କରିପାରିବେ କରୋନା ପରୀକ୍ଷା
ଏବେ କରୋନା ପରୀକ୍ଷା କରାଇବା ହେବ ଆହୁରି ସହଜ ଆଉ ଯିବାକୁ ପଡିବନି ମେଡ଼ିକାଲ ଠିଆ ହେବାକୁ ପଡିବନି ଲମ୍ବା ଆଇନରେ, ଏବେ ଘରେ ରହି କରୋନା ଟେଷ୍ଟ କରିପାରିବେ । ହୋମ ବେସଡ୍ କୋଭିଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର । କରୋନା ପାଇଁ ଆଂଟିଜେନ ଓ ଆରଟିପିସିଆର ପରୀକ୍ଷା କରାଯାଉଛି!-->!-->!-->…
ବଢ଼ିଲା ଲକଡାଉନ ; ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ମିଳିବ ମାତ୍ର ୪ ଘଣ୍ଟା ,ବାହାଘରରେ ୨୫…
ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ପୂର୍ବ ଭଳି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରି ରହିବ। ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ!-->…
ଟିକା ନେବା ପାଇଁ ଆଜିଠୁ ପଞ୍ଜିକରଣ କରିପାରିବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ
ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଛି । ତେଣୁ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ ।
ଜାଣନ୍ତୁ କିପରି କରିବେ ପଞ୍ଜିକରଣ
କୋ-ଇନ୍ ପୋର୍ଟାଲରେ ହେବ ପଞ୍ଜିକରଣ
୨୮!-->!-->!-->!-->!-->!-->!-->!-->!-->…
କରୋନା ସଂକ୍ରମଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା ; ଜାଣନ୍ତୁ କିଏ ରହିବେ ଘରୋଇ ସଙ୍ଗରୋଧରେ
କରୋନା ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ ଜୋଗେ ଯୋଗେ କିଛି ସୂଚନା ଦେଇଛନ୍ତି ।
ପଶ୍ଚିମବଙ୍ଗରୁ ଓଡିଶା ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ୧୪ ଦିନ ପାଇଁ ସଙ୍ଗରୋଧରେ ରହିବେ ପଶ୍ଚିମବଙ୍ଗ ଫେରନ୍ତା ।!-->!-->!-->!-->!-->…
ରାଜ୍ୟରେ ଦିନ ବେଳେ ଲାଗୁ ହେବ କର୍ଫ୍ୟୁ , ୪ରୁ ୫ ଦିନ ମଧ୍ୟରେ କର୍ଫ୍ୟୁ ଲାଗିପାରେ ବୋଲି କହିଲେ ବାଚସ୍ପତି !
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଦିନବେଳା କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏନେଇ ବିଚାର ବିମର୍ଷ ଏବଂ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଏନେଇ!-->…
ଇଲେଇଜଙ୍ଗ ନିକଟରେ ଦୁର୍ଘଟଣା, ଚାଳକ ଗୁରୁତ୍ତର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଢେଙ୍କାନାଳ ଭୁବନ ଯୋଗାଯୋଗ ରାସ୍ତା ନିକଟସ୍ତ ଇଲେଇଜଙ୍ଗ ନିକଟରେ ଦୁର୍ଘଟଣା । ଗଛ ରେ ପିଟିହେଲା କାର୍, ଚାଳକ ଜଣଙ୍କ ଗୁରୁତ୍ତର ଅବସ୍ଥାରେ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୟାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବାର ସୂଚନା ।
ଭାରସାମ୍ୟ ହରାଇ!-->!-->!-->!-->!-->…
ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସତର୍କତା
ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ହିଟୱେଭକୁ ପ୍ରତିହତ ପାଇଁ ସଚେତନତା କରାଯିବ । ଜଳଭାବ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ଖୋଲା ରହୁଥିବାରୁ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ । ସ୍କୁଲ,!-->!-->!-->…