News
lipub
samparksetu
Browsing Category

ଖବର

ମେ ୩ରୁ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା ପରୀକ୍ଷା ସୂଚୀ

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି । ମେ ୩ରୁ ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ

କୃଷି ଆଇନ ବିରୋଧରେ ଆସନ୍ତା କାଲି ଚକଅଖ ଜାମ୍ ଡ଼ାକରା !

କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଓଡ଼ିଶାରେ ସମର୍ଥନ । ଆସନ୍ତାକାଲି ଚକ ଅଖ ଜାମ ଡାକରା ଦେଇଛି ଜଣାଇ ନବ ନିର୍ମାଣ କୃଷକ ସଂଗଠନ । ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ

ଆଜି ବିଶ୍ୱ କର୍କଟ ଦିବସ

ବିଶ୍ୱରେ କର୍କଟ ରୋଗ ଏବେ ଆତଙ୍କ ସୃଷ୍ଟି କରିଛି । ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ତଥ୍ୟ ଅନୁଯାୟୀ ପ୍ରତିଦିନ ଭାରତରେ ୧୩୦୦ ଲୋକ କର୍କଟ ରୋଗରେ ମୃତ୍ୟୁବରଣ କରନ୍ତି । ଭାରତରେ ପ୍ରତିବର୍ଷ ୩୦୦ ପ୍ରତିଶତ କର୍କଟ ରୋଗୀ ସୃଷ୍ଟି ହେଉଥିବା ନେସ୍‌ନାଲ୍‌ ହେଲ୍ଥ

ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ; ସୀମିତ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ସାଧାରଣତନ୍ତ୍ର ଦିବସ

ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଚଳିତ ବର୍ଷ କରୋନା କଟକଣାରେ ପାଳନ ହେଭି ସାଧାରଣ ତନ୍ତ୍ର ଦିବସ । କରୋନାକୁ ଦୃଷ୍ଟିରେ ରଖି ଏଥର ସାଧାରଣତନ୍ତ୍ର ଦିବସରେ କେବଳ ପୁଲିସ ବାହିନଷ ଅଂଶଗ୍ରହଣ କରିବେ ସେହିପରି ଛାତ୍ର ଓ ଏନସିସି କ୍ୟାଡେଟ ଅଂଶଗ୍ରହଣ

ଆଜି ଓଡ଼ିଶାରେ ପହଞ୍ଚିଛି କରୋନା ଟିକା ‘କୋଭିସିଲ୍ଡ’

କରୋନା କାଳରେ ରାଜ୍ୟ ପାଇଁ ଏହା ସବୁଠାରୁ ବଡ଼ ଖୁସୀ ଖବର। ଆଜି କରୋନା ଭ୍ୟାକ୍ସିନ କୋଭିସିଲ୍ଡ ଭୁବନେଶ୍ୱରରେ ଆସି ପହଞ୍ଚିଛି।ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆଜି ଟିକା ଆସିଛି । ଟିକା ପହଁଚିବା ପରେ ଟିକା କାଢ଼ି ଏୟାରପୋର୍ଟରୁ
error: Content is protected !!