Browsing Category
ଖବର
ମେ ୧୮ ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ
ମେ ୧୮ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୧୮ ତାରିଖରୁ ଆରମ୍ଭ ହେବାବେଳେ ଜୁନ୍ ୧୨ ତାରିଖରେ ପରୀକ୍ଷା ସରିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।!-->…
ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ
ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଈର୍ଷା ପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ି ନ!-->!-->!-->!-->!-->…
ରାଜ୍ୟରେ କରୋନା ନିୟମ କଡାକଡି, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଧେଶ
ପ୍ରାୟ ୯ ମାସ ଭିତରେ ବାନ୍ଧି ହୋଇ ରହିଥିବା ଲୋକମାନେ ବାହାରକୁ ବାହାରି ଆସିଥିଲେ, ବଜାରରେ ବଢିଥିଲା ଭିଡ଼ । ନାଥିଲା ମୁହଁରେ ମାସ୍କ ନା ଥିଲା ସାମାଜିକ ଦୂରତା ସତେଯେପରି କରୋନା ପାଲଟିଯାଇଛି ଇତିହାସ । କରୋନା ଗ୍ରାଫ ମଧ୍ୟ ତଳ ମୁହାଁ ହେବାକୁ ଲାଗିଥିଲା । ହେଲେ, କରୋନାର ନୂଆ ନୂଆ!-->!-->!-->…
କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଯୋରନ୍ଦ। ମେଳା ଉପରେ ଲାଗିଲା କଟକଣା ; ଜିଲ୍ଲା ବାହାରର ସାଧୁସନ୍ଥ ଙ୍କୁ ମେଳା ମନା…
ବିଶ୍ୱ ପ୍ରସିଦ୍ଧ ଯୋରନ୍ଦ। ମାଘ ମେଳା ଚଳିତ ମାସ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ହେତୁ ଜିଲ୍ଲା ପ୍ରଶାସନ ଦ୍ୱାରା ନୂଆ ପଦକ୍ଷେପ ନିଆଯାଇଛି ।
ଚଳିତ ବର୍ଷ ଯୋରନ୍ଦ। ମେଳାକୁ ସୀମିତ ସଂଖ୍ୟକ!-->!-->!-->…
ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ , ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ୱାସ୍ଥ୍ୟ ସଚିବ
ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ, ଭିଡ ଜାଗା ଯେପରିକି ମାର୍କେଟ, ଧର୍ମାନୁଷ୍ଠାନରେ ଭିଡ କମାଇବାକୁ କୁହାଯାଇଛି । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ!-->!-->!-->…
ଓଡିଶା ଗ୍ରାମ୍ୟବ୍ୟାଙ୍କ ଦଦରାଘାଟି ଶାଖାରୁ ତାଲା ଭାଙ୍ଗି ଲୁଟ୍ ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କୁଆଳୁ ପଞ୍ଚାୟତ ଓଡିଶା ଗ୍ରାମ୍ୟବ୍ୟାଙ୍କ ଦଦରାଘାଟି ଶାଖାରୁ ଲୁଟ୍ ଅଭିଯୋଗ ।ପରମହଂସପୁର ଛକଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଜଣାପଡିଛି । ଶୁକ୍ରବାର ବ୍ୟାଙ୍କ କାର୍ଯ୍ୟାଳୟ ଖୋଲିଲା ବେଳକୁ ମୁଖ୍ୟ!-->…
ହିନ୍ଦୋଳରେ ଆପ୍ ର କର୍ମୀ ସମାବେଶ
ହିନ୍ଦୋଳରେ ଆପ୍ ର କର୍ମୀ ସମିଳନୀ ରାତ୍ନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୋଳ ନିର୍ବାଚନ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଂଗଠନ କୁ ସୁଦୃଢ କରିବା, ହିନ୍ଦୋଳ ବିଜ୍ଞାପିତ ଅଂଚଳ ଓ ବ୍ଲକର ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ!-->…
ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ
ଆଧୁନିକ ଯୁଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏକ ଅପରିହାର୍ଯ୍ୟ। ଛାତ୍ର ଛାତ୍ରୀମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା ସମୟରେ ଏହାର ଆବଶ୍ୟକତା ଅନୁଭବ କରି ସରକାର ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ହେବା ସହ କୋଟି କୋଟି ଟଙ୍କା!-->…
ଶେଷ ହେଲା ପରଜଙ୍ଗ ଉପନିର୍ବାଚନ ; ଭୋଟ ବାକ୍ସରେ ବନ୍ଦ ପ୍ରାର୍ଥୀଙ୍କ ଭାଗ୍ୟ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନମଣ୍ଡଳୀ ୩ ନଂ ଜୋନ୍ ଜିଲ୍ଲାପରିଷଦ ଉପନିର୍ବାଚନ ଓ ଜୟପୁରାକାଟେଣୀ ପଞ୍ଚାୟତ ସରପଞ୍ଚ ପଦବୀ ପାଁଇ ଆଜି ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇଯାଇଥିଲା । ଏଥିପାଇଁ ପ୍ରାର୍ଥୀ ଓ ଭୋଟର ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା , ତେବେ ୩ନଂ ଜିଲ୍ଲାପରିଷଦ!-->…
ତୈଳଦର ସହ ତାଳ ଦେଇ ବଢ଼ିଲା ବସ୍ ଭଡା
ଯାତ୍ରୀଙ୍କ ଉପରେ ଚଡକ ରାଜ୍ୟରେ ବସ୍ ଭଡ଼ା ପୁଣି ବୃଦ୍ଧି ପାଇଛି। ଘରୋଇ ବସ୍ ମାଲିକ ସଂଘ ସଭାପତି ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୩ଟି ପାରାମିଟର୍ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ ହୁଏ। ଡିଜେଲ୍ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ!-->!-->!-->…