Browsing Category
ଖବର
ନଦୀରେ ବୁଡ଼ିଗଲେ ଛାତ୍ର
ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଛାତ୍ର ଜଣଙ୍କ ବାଲେଶ୍ୱରର ସନତ କୁମାର ମହାଳିକ।
ସନତ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନର ବିଟେକ ଶେଷ ବର୍ଷର ଛାତ୍ର ଥିଲେ ।ସେ ଆଜି ଅପରାହ୍ନରେ!-->!-->!-->…
ବିଳମ୍ବିତ ରାତିରେ ବ୍ୟବସାୟୀ ଙ୍କ ଗ୍ୟାରେଜ ରେ ବୋମାମାଡ଼
କାମାକ୍ଷାନଗର ଥାନା ସାଇବିହାର ଲେନ ରେ ଥିବା ମାଷ୍ଟର ଭେରାଇଟ ଷ୍ଟୋର ର ମାଲିକ ସରୋଜ ଭୂଷଣ ମହାନ୍ତି ଙ୍କ ଗ୍ୟାରେଜ ରେ ବିଳମ୍ବିତ ରାତିରେ ବୋମାମାଡ଼ କଲେ ଦୁର୍ବୃତ୍ତ l ଗ୍ୟାରେଜ ରେ ଥିବା ପିକଅପ ଭ୍ୟାନ ସମେତ ଆନୁମାନିକ ୮୦ହଜାର ଟଙ୍କାର ଗୁଟଖା ଜଳିପୋଡି ପାଉଁଶ l
ସୂଚନା ଅନୁଯାୟୀ ,!-->!-->!-->…
ମହିମା ମହାବିଦ୍ୟାଳୟ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟ ରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ ଉତ୍ସବ ରେ ପଦାର୍ଥ ବିଜ୍ଞାନ ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଆଦିକନ୍ଦ!-->…
ସ୍କୁଟିରୁ ପଡ଼ି ମହିଳା ମୃତ !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ବଡ଼ବାହାଳ ଅଞ୍ଚଳର ପରମାନନ୍ଦ ନାଏକଙ୍କ ସ୍ତ୍ରୀ ସୀତା ନାଏକ(୫୫) ରସୋଳ ତେଲିଭୂଇଁ ସ୍ଥିତ ଏକ କ୍ଲିନିକରେ ସ୍ୱାସ୍ଥ୍ୟ ପରୀକ୍ଷା!-->!-->!-->…
ଦୁର୍ଘଟଣାରେ ଚାଲିଗଲା ଜୀଵନ !
ପୁରୁଣା କଟକ ସମ୍ବଲପୁର ରାସ୍ତାର କୋତ୍ତମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି କଟକ ଟାଙ୍ଗି ଥାନା ସଫା ଗାଁର ମୋହିତ କୁମାର ସ୍ୱାଇଁ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ , ମୋହିତ ଅନୁଗୁଳର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ,ଆଜି କାମ!-->!-->!-->…
କାଉଁରିଆପାଳ ପ୍ରିମିୟର ଲିଗ୍ ଉଦଯାପିତ, ଚାନ୍ଦପୁର ଚାମ୍ପିୟନ
ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କାଉଁରିଆପାଳ ପ୍ରିମିୟର ଲିଗ୍ -୨୦୨୪ ଉଦଯାପିତ ହୋଇଯାଇଛି ।
ଫାଇନାଲ ମ୍ୟାଚରେ ଚାନ୍ଦପୁର ଓ ଆଠଗଡ଼ ଏକ ସିରିଜ ଫର୍ମାଟରେ ପରସ୍ପରକୁ ସାମ୍ନା କରିଥିଲେ ।
ନିର୍ଦ୍ଧାରିତ ମୋଟ ୩ ମ୍ୟାଚ ରୁ ପ୍ରଥମ ୨ ମ୍ୟାଚ!-->!-->!-->!-->!-->…
ରାସ୍ତା ନିର୍ମାଣରେ ବାଧା ଦେବାକୁ ନେଇ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଅଞ୍ଚଳରେ ଏକ ରାସ୍ତା ନିର୍ମାଣରେ ବାରମ୍ବାର ବାଧା ସୃଷ୍ଟି କରାଯାଉଥିବାରୁ ସମ୍ପୃକ୍ତ ୱାର୍ଡବାସି ଆଜି ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ।
ହିନ୍ଦୋଳ ଏନଏସି ୱାର୍ଡନଂ-୧୫ର ସିଙ୍କୋଳ,ଜାମ୍ମୁ ସାହି, ନୁଆସାହି, ବରଗୋଜ, କୁଳିଆତୋଟା!-->!-->!-->…
ଏଏନଏମ କେନ୍ଦ୍ର ଅନ୍ୟତ୍ର ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କଂସରା ପଂଚାୟତରେ ଏକ ଏଏନଏମ କେନ୍ଦ୍ର ଅନ୍ୟତ୍ର ନିର୍ମାଣ ଓ ଅନିୟମିତତାକୁ ନେଇ କଂସରା ବାସି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , କଂସରା ପଂଚାୟତର କଂସରା ଗ୍ରାମରେ ସରକାରୀ ଜାଗା ଖାତା ନଂ-୨୦୬ , ପ୍ଲଟ!-->!-->!-->…
ସାଂସଦ ଙ୍କ ଗାଡ଼ି ଧକ୍କାରେ ଜଣେ ମୃତ
ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କା ରେ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କାମାକ୍ଷାନଗର ଥାନା ଅଞ୍ଚଳର ସର୍ବେଶ୍ୱର ଚୌଧୁରୀ ।
ସୂଚନା ଅନୁଯାୟୀ , ଜୁଏଲଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱର ରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ ସର୍ବେଶ୍ୱର ଚୌଧୁରୀ ଙ୍କ!-->!-->!-->…
ମହିଳାଙ୍କୁ ଆକ୍ରମଣ , ଥାନାରେ ଏତଲା
ଭୁବନ ଏନ୍ ଏ ସି ରେ ମହିଳାଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ରେ ଗୋପାଳ ସାହି ନିକଟରେ।
ସୂଚନା ଅନୁଯାୟୀ , ଘର ରାସ୍ତାରେ ଅଳିଆ ଆବର୍ଜନା ପଡିବାକୁ ନେଇ ତନୁଶ୍ରୀ ସାହୁ ବଡ ଜାଆ ତଥା ପୂର୍ବତନ ନଗରପାଳ ସରୋଜ ନଳିନୀ!-->!-->!-->…