Browsing Category
ଖବର
ଖତ ଖାଉଛି ଭେଣ୍ଡିଙ୍ଗ ଜୋନ୍ ; ରାସ୍ତା ଉପରେ ଉଠା ଦୋକାନୀ
ଭେଣ୍ଡିଙ୍ଗ ଜୋନ୍ ରେ ଝୁଲୁଛି ତାଲା ପୁଣି ରାସ୍ତା କଡରେ ଲାଗିଲାଣି ଉଠା ଦୋକାନୀଙ୍କ ଭିଡ଼ । ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଉଠା ଦୋକାନୀଙ୍କୁ ସ୍ଥାନାନ୍ତରିତ ବ୍ୟବସ୍ଥା କରାଯିବା ବ୍ୟବସ୍ଥା ନେଇ ଗଢି ଉଠିଛି ଭେଣ୍ଡିଙ୍ଗ ଜୋନ୍ ହେଲେ ତାହା ଏବେ ଖତ ଖାଇବାକୁ!-->!-->!-->…
ଜନ ପ୍ରତିନିଧି ଠୁ ସରକାରୀ ଅଧିକାରୀ ସମସ୍ତେ ଚୁପ୍, ପୌରଯନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛି କିଏ ?
ଢେଙ୍କାନାଳ ପୌରପାଳିକାର ପିଛା ଛାଡ଼ୁନି ଦୁର୍ନୀତି । ଲାଇଟ , ସଫେଇ ଠାରୁ ଆରମ୍ଭ କରି ଡ୍ରେନ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ବାରମ୍ବାର ଛନ୍ଦି ହେଉଛି ଢେଙ୍କାନାଳ ପୌରପାଳିକା । ବିଗତ ଦିନରେ ଅଲୌକିକରଣ କାର୍ଯ୍ୟ ରେ ୧୭ ଲକ୍ଷ ର ହିସାବ ମିଳିନଥିବା ବେଳେ ଟାକ୍ସ କଲେକ୍ସନ ରେ ୧୦!-->!-->!-->…
ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି ଏନଏଚଆଇ କର୍ତ୍ତୃପକ୍ଷ ! ବୈଠକ ପରେ ବସୁଛି ବୈଠକ,…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ଥରିୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ସରକାରୀ ଅଧିକାରୀ ଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଦେଇଯାଇଥିବା ୫୫ ନମ୍ବର!-->!-->!-->…
ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲା ଗ୍ରାମପଞ୍ଚାୟତର କଂସରକୁଟୁ ସାହିର କସଟୁ ପ୍ରଧାନଙ୍କର ପୁତ୍ର ଶ୍ରୀନିବାସ ପ୍ରଧାନ ୪୫ ବର୍ଷ ବୟସ ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି l ୫ ଦିନ ପୂର୍ବରୁ ଘର ଭିତରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ!-->…
ବେପାରୀଙ୍କ ପୁଷ ମାସ, ଗ୍ରାହକଙ୍କ ପକେଟ ନାସ
ନିରାମିଷ ଖାଦ୍ୟର ଗୁରୁତ୍ୱ ପବିତ୍ର କାର୍ତ୍ତିକ ମାସରେ ଟିକିଏ ଅଧିକ ରହିଥାଏ । ଏପରିକି ପଞ୍ଚୁକ ଆରମ୍ଭ ଦିନରୁ ଆମିଷ ନିଷେଧ ସହ କିଛି ପରିବାରରେ ପିଆଜ ରସୁଣ ମଧ୍ୟ ରୋଷେଇ ରେ ବ୍ୟବହାର ହୋଇନଥାଏ । ଗ୍ରାମ ଗୁଡିକରେ କାର୍ତ୍ତିକେୟ ପୂଜା ସହ ରାସ ଆରମ୍ଭ ହୋଇଥାଏ ତେଣୁ ପ୍ରାୟ ମାସସାରା!-->!-->!-->…
ଢେଙ୍କାନାଳ ଜିଲ୍ଲାର ୩ ପର୍ଯ୍ୟଟନ ସ୍ଥଳୀକୁ ପ୍ଲାଷ୍ଟିକ ଫ୍ରି ପିକନିକ୍ ସ୍ପଟ ଘୋଷଣା
ଓଡ଼ିଶାର ପ୍ରାୟ ୭୫ ଟି ପର୍ଯ୍ୟଟନସ୍ଥଳୀ ପ୍ଲାଷ୍ଟିକ ଫ୍ରି ପିକନିକ ସ୍ପଟ ଭାବେ ଘୋଷଣା କରାଯାଇଛି, ତେବେ ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ୭୫ ଟି ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୩ଟି!-->!-->!-->…
କଁଅଳ ବୟସରେ ଦାରୁଣ ଦୁଃଖ ; ଭିକ୍ଷା ବୃତ୍ତିରେ ବନ୍ଧା ଶୈଶବ
ସହର ମଧ୍ୟରେ ଭିକ୍ଷାବୃତ୍ତି କରୁଛନ୍ତି ନିରୀହ ଶିଶୁ । ତଥାପି ଅଧିକାରୀ ଙ୍କ ଆଢୁଆଳରେ ରହିଛି ଏହି ଘଟଣା । ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସହର ବାସୀ । ଶିଶୁ ସୁରକ୍ଷା ନେଇ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ସହର ମଧ୍ୟରେ ଏଭଳି ଦୃଶ୍ୟ ଦେଖିଲେ ସବୁ ଯୋଜନା ଯେପରି!-->!-->!-->…
ଢେଙ୍କାନାଳ ଲକ୍ଷ୍ମୀପୂଜା ନିମନ୍ତେ ଜାରି ହେଲା ରୁଟଚାର୍ଟ, ଜାଣନ୍ତୁ କେଉଁ ରାସ୍ତା ଦେଇ କରିବେ ଯାତାୟାତ
ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଯିଏ ଯେଉଁଠାରେ ଥାନ୍ତୁ ନା କାହିଁକି ପୂଜା ଆରମ୍ଭ ହେଲେ ଢେଙ୍କାନାଳ ବାସୀ ପୂଜା ବୁଲିବାକୁ ଢେଙ୍କାନାଳ ରେ ପହଁଚି ଥାଆନ୍ତି । କେବଳ ସେତିକି ନୁହେଁ ଢେଙ୍କାନାଳ ଉପକଣ୍ଠ ଜିଲ୍ଲା କଟକ, ଅନୁଗୁଳ , ଯାଜପୁର ଭଳି ଅନ୍ୟ କିଛି!-->!-->!-->…
ଧରାବତରଣ କରିବେ ମା ଧନଦାତ୍ରୀ, ଜାଣନ୍ତୁ କଣ ରହିଛି ଆଜିର ନୀତିକାନ୍ତି
ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଚଳିତ ବର୍ଷ ୮୦ ବର୍ଷ ରେ ପାଦ ଥାପିଛି ଢେଙ୍କାନାଳର ଗର୍ବ ଓ ଗୌରବ ର ପୂଜା। ଚଳିତ ବର୍ଷ ୩୮ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ । ମହା ସମାରୋହରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା । ଶୃଙ୍ଖଳିତ ପୂଜା ପାଇଁ!-->!-->!-->…
ଆଇଆଇଏମସି ଢେଙ୍କାନାଳର ସମସ୍ୟା କୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରାତନ ଛାତ୍ରଛାତ୍ରୀ
ଭାରତୀୟ ଜନ ସଂଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର!-->…