News
lipub
samparksetu
Browsing Category

ଖବର

ଗ୍ୟାସ ଏଜେନ୍ସି ଗୋଦାମ ରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ସ୍ଥିତ ଗୋଲକ ଗ୍ୟାସ ଗୋଦାମରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ , ଦୁଇ ଜଣ ଯୁବକ ମୁଖା ପିନ୍ଧି ବାଇକରେ ଆସି ଗୋଦାମ କିପର ବସନ୍ତ ବେହେରାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ

ହିନ୍ଦୋଳରେ ସ୍ୱାଧିନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆସନ୍ତା ଅଗଷ୍ଟ ୧୫ ରେ ସାରା ଭାରତରେ ସ୍ୱାଧିନତା ଦିବସ ମହା ସମାରୋହରେ ପାଳିତ ହେବାକୁ ଯାଉଛି । ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବାକୁ ଲାଗିଲାଣି । ଏହି ପରିପେକ୍ଷୀରେ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଦିବା ୧୧ଘ ରେ ହିନ୍ଦୋଳ

ରାଜନୈତିକ ଆକ୍ରୋଶରୁ ହିଂସା କାଣ୍ଡ ଅଭିଯୋଗ

ହିନ୍ଦୋଳ ଥାନା ହାତୁରା ପଞ୍ଚାୟତ ଅନ୍ତର୍ଗତ ପଡା ଗ୍ରାମରେ ଗୋଟଏ ପରିବାର ପ୍ରତି ରାଜନୈତିକ ଆକ୍ରୋଶ ମୂଳକ ମନୋଭାବ ରଖି ସେହି ଗ୍ରାମର ଦୁଇ ଭାଇ ମାଡ଼ ମାରିବା ସହ ଦୋକାନ ଓ ଘରୁ ଜିନିଷ ପତ୍ର ଫିଙ୍ଗା ଫୋପଡ଼ା କରି ୧୦ ହଜାର ଟଙ୍କା ସହ ଏକ ସୁନା ଚେନ ଲୁଟି ନେଇଥିବା ହିନ୍ଦୋଳ ଥାନାରେ ଅଭିଯୋଗ

ସରପଞ୍ଚ ନାଏବ ସରପଞ୍ଚ ବିବାଦ ଚରମ ସୀମାରେ ,ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତ ନୂଆକୋଟ ଗ୍ରାମର ଘଣ୍ଟି ନାଏକ (ନାଏବ ସରପଞ୍ଚ )ଙ୍କୁ ବାଉଁଶପୋଖରୀ ପଞ୍ଚାୟତ ସରପଞ୍ଚ ରଣଜିତ ପ୍ରଧାନ ଧମକଚମକ ଦେଇଥିବା ହିନ୍ଦୋଳ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ବାଉଁଶ ପୋଖରୀ ପଞ୍ଚାୟତ ରେ

କପିଳାସ ପୀଠରେ ଟୋଲ ଗେଟ, ପାର୍କିଙ୍ଗ ଷ୍ଟାଣ୍ଡ ନାମରେ ଶୋଷଣ

ଶ୍ରାବଣ ମାସ ସୋମବାର ଅବସରରେ ଢେଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ କପିଳାସ କୁ ହଜାର ହଜାର ସଂଖ୍ୟାରେ କାଉଡିଆ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଛି ମାତ୍ର ପୀଠ ତଳେ ବ୍ୟାପକ ଏବ୍ୟବସ୍ଥା ନେଇ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଠ ସିଧାସଳଖ ଜିଲ୍ଲାପାଳ ଙ୍କ

ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ବହୁ ଧନଜୀବନ ପଶୁପକ୍ଷୀ ଜୀବନ ନଷ୍ଟ ହେଉଥିଲେ ମଧ୍ୟ କର୍ତୃପକ୍ଷଙ୍କ ହେୟଜ୍ଞାନ ନାହିଁ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଗାଳପଡା ପଂଚାୟତ ବେରୁଆଁପାଳ କେନ୍ଦୁପଲ୍ଲୀ ଗ୍ରାମ ରାସ୍ତା ମଝିରେ ଏକ ଟ୍ରାନ୍ସଫର୍ମର ବିପଦ ସଂକୁଳ

ଆବାସ ଯୋଜନାରୁ ବଞ୍ଚିତ ରାଉତାଣି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ଅନ୍ତର୍ଗତ ନାଉକିଆରୀ ଅଞ୍ଚଳ ୧୭ ନଂ ୱାର୍ଡ ବାସିନ୍ଦା ରାଉତାଣି ବିଶ୍ବାଳ ଙ୍କ ରହିବା ଉପଯୋଗୀ ଘର ନଥିବାରୁ ସପରିବାର ସେହି ଅଞ୍ଚଳରେ ରହୁଥିବା ନିଜ ଝିଅ ଘରେ ସ୍ଵାମୀ ସ୍ତ୍ରୀ ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ତାଙ୍କ ସ୍ଵାମୀ ମୁଚିଆ

ଗଁଦିଆ ବ୍ଲକରେ ବଢ଼ିବାକୁ ଲାଗିଛି ଝାଡାବାନ୍ତି

ଗଁଦିଆ ବ୍ଲକରେ ଧୀରେ ଧୀରେ ଝାଡାବାନ୍ତି ରୋଗ ତାର କାୟା ବିସ୍ତାର ଆରମ୍ଭ କରିବାକୁ ଲାଗିଲାଣି । ଏଇ ନିକଟରେ ଗୁଣ୍ଡୁରାପଶି ଗ୍ରାମର କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହଉଥିବାର ଦେଖିବାକୁ ମିଳିଥିଲା । ଏହାର

ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ , ମଶାଣି ରେ ପଡିଛି ଅର୍ଦ୍ଧଦଗ୍ଧ ଶରୀର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା କୁନୁଆଁ ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ମହିଳା ଙ୍କ ମୃତ୍ୟୁ କୁ ନେଇ ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି l ଗତକାଲି କୁନୁଆଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜ ପୁଅ ସହିତ ସାଇକେଲ ଯୋଗେ
error: Content is protected !!