News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ସଂକଟରେ କୁମ୍ଭାର କାରିଗର ; ଭାଙ୍ଗିରୁଜି ଗଲାଣ ଭାଟି, ବିକ୍ରି ହୋଇପାରୁନି ସାମଗ୍ରୀ

କରୋନା ରେ ଜୀବନଜୀବିକା ପ୍ରଭାବିତ ହୋଇ ପଡିଛି । ଏହି କ୍ଷେତ୍ରରେ ଘୋର ସଂକଟ ରେ କାଳାତିପାତ କରୁଛନ୍ତି କୁମ୍ଭାର ପରିବାର।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତର କୋଇ କୁମ୍ଭାର ସାହିରେ ହାଣ୍ଡି ମାଠିଆ ଗଢିବା ବିକ୍ରି କରିବାପେଷା ଏହି କୁମ୍ଭାର କାରିଗରଙ୍କର ,ଯାହା

ବାପା ଥିଲେ ରୋଷେୟା , ପୁଅ ଏବେ ଆଇଏସଏସ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ତଳବେରଣା ଗ୍ରାମର ଶ୍ରୀ ପ୍ରଫୁଲ୍ଲ ଦାସ ଏବଂ ଝରଣା ଦାସ ଙ୍କ ୨ୟ ପୁତ୍ର ଡ଼ଃ ପ୍ରଭାତ ଦାସ ୟୁପିଏସସି ଅଧୀନରେ ଥିବା ଆଇଏସଏସ ୨୦୨୦ ପରୀକ୍ଷାରେ ସଫଳତା ଅର୍ଜନ କରି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ଵ ଆଣିଛନ୍ତି । ସର୍ଵଭାରତୀୟ ସ୍ତରରେ ଆଇ ଏସ ଏସ ପାଇଁ

ଶ୍ରାବଣ ଆଣି ଦେଇଛି ଆନନ୍ଦ, ବର୍ଷା ଆଣିଲା ସଞ୍ଜିବନୀ

ମୌସୁମୀ ବର୍ଷାର ବୁଣା ଓ ତଳି ପକାରେ ହୋଇଥିଲା ଅହେତୁକ ବିଳମ୍ବ, ୮୦ ପ୍ରତିଶତ ଜମିରେ ଧାନ ତଳି କିମ୍ବା ଧାନ ବେଉଷଣ କାର୍ଯ୍ୟ ବର୍ଷାର ଅନିୟମିତତା ଯୋଗୁ ପ୍ରାୟ ହୋଇପାରି ନ ଥିଲା। ଯାହା ଦ୍ଵାରା ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଗତ କିଛି ଦିନର ବର୍ଷା ଚାଷୀଙ୍କ ମନରେ

ରାସ୍ତାକଡ଼ରେ ଝାଡୁର ପସରା, ଗ୍ରାହକଙ୍କୁ ଚାହିଁ ବସିଛି କୋମଳମତି ରାନି

କରୋନା ସଂକ୍ରମଣ ରେ ଠପ ହୋଇ ପଡିଛି ସାରା ଭାରତ, କେଉଁଠି ଲକଡାଉନ୍ ତ କେଉଁଠି ସଟଡାଉନ୍ । କାହିଁକେତେ ଜୀବିକା ହରାଇ ବସିଛନ୍ତି ଜନ ସାଧାରଣ । କେଉଁଠି ବ୍ୟବସାୟ ବନ୍ଦ୍ କେଉଁଠି ମାନ୍ଦା କେଉଁଠି ଛଟେଇ ତ କେଉଁଠି ଦରମା କାଟ । ଏଥିରେ ବହୁ ମାତ୍ରାରେ ଦୁର୍ଦ୍ଦଶା ଭୋଗିଛନ୍ତି

ପୋଲିସ ରେ ଭର୍ତ୍ତି ହେଲେ ଲକ୍ଷ୍ମୀ ମୁଣ୍ଡା

ସରକାର ଖେଳର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଖେଳ ଖେଳାଳୀଙ୍କ ଉନ୍ନତି ପାଇଁ ନାନା ପଦକ୍ଷେପ ନେଉଛନ୍ତି । ଏହା ସତ୍ୱେ ଅନେକ ପ୍ରତିଭାବାନ ଖେଳାଳୀ ଦୃର୍ଦ୍ଦଶାରେ କାଳାତିପାତ କରୁଛନ୍ତି । ସେଥିରୁ ବାଦ ପଡିନାହାନ୍ତି ଜାତୀୟ ସ୍ତରୀୟ ଫୁଟବଲ ଖେଳାଳୀ ଲକ୍ଷ୍ମୀ ମୁଣ୍ଡା । ଭୁବନ

ଢେଙ୍କାନାଳ ମାଟିର ଗର୍ବ ତଥା ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ରଙ୍ଗ ତୁଳୀ ଦୁନିଆର ମନବେନ୍ଦ୍ର

ରଙ୍ଗରେ ହସନ୍ତି ରଙ୍ଗରେ ଅଭିମାନ କରନ୍ତି କେତେବଳେ ବର୍ଜ୍ୟବସ୍ତୁ ରୁ ତିଆରି କରନ୍ତି ସୁନ୍ଦର କଳାକୃତି ତ କେତେବଳେ ନିର୍ଜୀବକୁ ଦିଅନ୍ତି ଦିଅଁ ର ରୂପ । ଏଭଳି ରଙ୍ଗ ତୁଳି ଦୁନିଆର ସମ୍ରାଟ ହେଉଛନ୍ତି ମହେଶ ପ୍ରସାଦ ହେନ୍ତାଳିଆ । କଙ୍କଡ଼ାହାଡ଼ ବ୍ଲକ ଶଶାପସି ବାସିନ୍ଦା ମହେଶ

ଜିଲ୍ଲାର ୧୬ ଟି ମନ୍ଦିରରେ ଲାଗିଲା ୧୪୪ ଧାରା

ରଜ ଉତ୍ସବ ଉପଲକ୍ଷେ ମନ୍ଦିର ରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ୧୬ ଟି ମନ୍ଦିର ରେ ଆସନ୍ତାକାଲି ଠାରୁ ୧୭ ଜୁନ ୨୦୨୧ ଯାଏ ୧୪୪ ଧାରା ଲାଗୁ କରାଯାଇଛି, ଏ ନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ

ଆଜି ଜୁନ ୫ ବିଶ୍ୱ ପରିବେଶ ଦିବସ

ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ । ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ହେଉଛି ଏହି ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ । ପ୍ରକୃତି ବିନା ଜୀବନ ଅସମ୍ଭବ, ମନୁଷ୍ୟ ଓ ପରିବେଶ ଉଭୟେ ଓତଃପ୍ରତ ଭାବେ ଜଡ଼ିତ । ଲଗାମଛଡା
error: Content is protected !!