News
lipub
samparksetu

ବାରି ଖଳାରୁ ଧାନ ବିଡା ଖାଇଗଲେ ହାତୀପଲ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣବେଡିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘର ଖଳାରୁ ହାତୀପଲ୍ଲ ପଶି ରାସ ବିହାରି ସାହୁଙ୍କର ୪୦ରୁ ଉର୍ଦ୍ଧ୍ୱ ଧାନବିଡା ,ସନ୍ୟାସୀ ସାହୁଙ୍କର ୪୦ ବିଡା ,ପଙ୍କଜ ସାହୁଙ୍କ ୧୦ ବିଡା ଖାଇ ଦେଇଥିବା ବେଳେ ଏହି ଗାଁର ଜମ୍ବେଶ୍ଵର ବେହେରାଙ୍କର ଧାନ ଫସଲ ଦଳାଚକଟା କରି ନଷ୍ଟ କରିଦେଇଛନ୍ତି ।

ଏତଦ୍ ବ୍ୟତୀତ ଗ୍ରାମର ଜମ୍ବେଶ୍ଵର ସାହୁଙ୍କ ଘର ବାଡ଼ିରେ ପଶି କଦଳୀ ଗଛ ନଷ୍ଟ କରିଦେଇଥିବା ଜଣାପଡିଛି ।

new life
You might also like
error: Content is protected !!