News
lipub
samparksetu

ରାସ୍ତା ତଳକୁ ଖସିଲା ପିକଅପ ଭ୍ୟାନ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲପାଳ ନିକଟରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ବ୍ରିଜ ତଳକୁ ଖସି ପଡ଼ିଥିବା ବେଳେ ଅଳ୍ପକେ ଡ୍ରାଇଭର ସହିତ ୩ଜଣ ରକ୍ଷା ପାଇଯାଇଛନ୍ତି ।

ଢେଙ୍କାନାଳରୁ ଏକ ପକିଅପ ଭ୍ୟାନ ମହୁଲପାଳ ନିକଟରେ ଥିବା ଆପ୍ରୋଚ ରୋଡରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ରାତିରେ ବ୍ରିଜ ତଳେ ଗାଡ଼ିର ଲାଇଟ ଦେଖି କିଛି ଲୋକ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଖବର ପାଇ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

new life
You might also like
error: Content is protected !!