News
lipub
samparksetu

ସିଗାରେଟ ନଦେବାରୁ ଦୋକାନ ପୋଡିଲେ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଚାଂୟତର ଆଦିପୁରା ଗ୍ରାମର ନିର୍ମଳ ବେହେରାଙ୍କୁ ସେହି ଗ୍ରାମର ସନାତନ ବେହେରା ରାତି ଦୁଇଟା ସମୟରେ ସିଗାରେଟ ମାଗିଥିଲେ । କିନ୍ତୁ ସେ ସିଗାରେଟ ନଦେବାରୁ ତାଙ୍କୁ ଧମକାଇଥିଲେ ସନାତନ ।

ଏପରିକି ନିର୍ମଳଙ୍କ ପରିବାରରୁ ଗତ ପଚାଂୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇ ହାରି ଯାଇଥିବାରୁ ବିଜୟଲକ୍ଷ୍ମୀଙ୍କ ଉପରେ ରାଗ ସୁଝାଇ ଏପରି କରିଥାଇପାରନ୍ତି ବୋଲି ଆଜି ସୁରପ୍ରତାପପୁର ଫାଣ୍ଡିକୁ ଆସି ଅଭିଯୋଗ କରିଥିବା ବିଜୟଲକ୍ଷ୍ମୀ କହିଛନ୍ତି ।

ସିସି ଟିଭି ଫୁଟେଜରେ ପେଟ୍ରେଲ ପକାଇ ନିଆଁ ଲଗାଉଥିବା ସ୍ପଷ୍ଟ ଜଣାପଡୁଥିଲେ ବି ପୋଲିସ ପକ୍ଷରୁ କାହିଁକି ନିଆଯାଉନାହିଁ ପଦକ୍ଷେପ ତାହା ସନ୍ଦେହ ଘେରରେ । ତେବେ ପରାଜିତ ପ୍ରାର୍ଥୀଙ୍କ କଥାକୁ ପୋଲିସ ହେୟ ଜ୍ଞାନ କରୁଥିବା ଅଭିଯୋଗ କରିଛନ୍ତି ବିଜୟଲକ୍ଷ୍ମୀ ।

new life
You might also like
error: Content is protected !!