News
lipub
samparksetu

ବଜରଙ୍ଗୀ ବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୂଆଟିପିଲେଇ ବଜରଙ୍ଗ ବାଲି କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ସୁରପ୍ରତାପପୁର ସଞ୍ଜୟ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୧୨୯ ରନ କରିଥିଲା।

ଏହାର ଜବାବରେ ପପୁଲାର କ୍ରିକେଟ କ୍ଲବ (ବୋଲୁଅ) ୧୨ ଓଭର ଶେଷ ସୁଧା ୧୦୧ରନ କରିବାକୁ ସକ୍ଷମ ହୋଇଥିଲା ।

ତାପସ ଓଝା, ଦୀପକ ସାମଲ,ଦିପନ ସାମଲ, ଶିଶିର ସାମଲ,ବିଶ୍ୱଜିତ ଦଳେଇ, ଖେଳ କୁ ପରିଚାଳନା କରିଥିବା ବେଳେ ଭୁବନ ସାମଲ ଧାରା ବିବରଣୀ ଦେଇଥିଲେ ।

ଏହି ମ୍ୟାଚ ରେ ମ୍ୟାନ ଅଫ ଦ ସିରିଜ ସଞ୍ଜୟ ମହାରଣା ଓ ସୋମ୍ୟ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ।

new life
You might also like
error: Content is protected !!