News
lipub
samparksetu

ଟ୍ରକ୍ ସହ ପିଟି ହେଲା ବାଇକ ; ବାପା ମୃତ ,ଝିଅ ଗୁରୁତର !

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରଣପସି ଗ୍ରାମ ନିକଟର ଟ୍ରକ ବାଇକ ଦୁର୍ଘଟଣା । ଘଟଣା ସ୍ଥକରେ ବାରକ ଆରୋହୀ ମୃତ ଝିଅ ଗୁରୁତର । ମୃତକ ହେଲେ ପରଜଙ୍ଗ ଚନ୍ଦପୁର ଗ୍ରାମର ନବକକିଶୋର ।

ସୂଚନାଯୋଗ୍ୟ କି , ନବକକିଶୋର ପାଣୀ ବାଇକ୍ ଯୋଗ ଝିଅକୁ ନେଇ ଗ୍ରାମକୁ ଫେରୁଥିବା ବେଳେ ରଣପସି ଗ୍ରାମ ନିକଟରେ ଟ୍ରକ୍ ସହ ପିଟି ହୋଇଥିଲା ବାଇକ ।ଘଟଣା ସ୍ଥକରେ ନବକକିଶୋର ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଙ୍କୁ ଗୁରୁତର ଅବସ୍ଥାରେ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

new life
You might also like
error: Content is protected !!