News
lipub
samparksetu

ବାଇକ୍ ରୁ ପଡ଼ି ଯୁବକଙ୍କ ଚାଲିଗଲା ଜୀବନ

ଯାଜପୁର ଜିଲ୍ଲା , ରାଣିପଡ଼ା ଗ୍ରାମ ର ଭରତ ଚନ୍ଦ୍ର ବେହେରା(୪୭) ନାମକ ଜୈନିକ ଯୁବକ ବାଇକ୍ ଯୋଗେ କାମାକ୍ଷାନଗର ଥାନା କଞ୍ଛିଆ ଗ୍ରାମ ନିଜ ସମ୍ପର୍କୀୟ ଘରକୁ ଆସୁଥିବା ବେଳେ ଦାନପଶି ନିକଟ ରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ।

ତାଙ୍କୁ ଗୁରୁତର ଭାବରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

new life
You might also like
error: Content is protected !!