News
lipub
samparksetu

ବରିଷ୍ଠ ନାଗରିକ ମଞ୍ଚ ଗଁଦିଆ ବ୍ଳକ ଚତୁର୍ଥ ବାର୍ଷିକ ବୈଠକ

ପଞ୍ଚାୟତ ସମିତି ସଭାଗୃହ ଗଁଦିଆ ଠାରେ ଗଁଦିଆ ବ୍ଳକ ର ବରିଷ୍ଠ ନାଗରିକ ମଞ୍ଚ ଚତୁର୍ଥ ବାର୍ଷିକ ବୈଠକ ମଞ୍ଚର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ,ବରିଷ୍ଠ ଆୟବେୟର ସମୀକ୍ଷା କରିଥିଲେ।

ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ମାସିକ ଭତ୍ତା କୁ ଏକ ହଜାର ଟଙ୍କା ବୃଦ୍ଧି କରିବା ପାଇଁ ଏବଂ ଯାନବାହାନ ର ଗମନାଗମନ ଖର୍ଚ ରେ ରିହାତି ଦେବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।

ଆଲୋଚନା ର ସର୍ବଶ୍ରୀ ଅନ୍ନଦା ଶଙ୍କର ପତି ବିପିନବିହାରି ସିଂ ,ଖଗେଶ୍ବର ମହାନ୍ତି, ନକୁଳ ଚଦ ରାଉତ, ଦଣ୍ଡଧର ସାହୁ, ବିଚିତ୍ରାନନ୍ଦ ସାମଲ, ପୀତବାସ ରାଉତ,ମଙ୍ଗୁଳ ବିଶ୍ୱାଳ, ଲୋକନାଥ ଜେନା, ସାରଙ୍ଗ ଧର ସାହୁ, ଗଣେଶ୍ଵର ପ୍ରଧାନ, ହୃଷିକେଶ ସ୍ୱାଇଁ, ପ୍ରମୋଦ କୁମାର ସାହୁ ,ରତିକାନ୍ତ ସାହୁ, ଶ୍ରୀକାନ୍ତ ଭୂତିଆ ସୁରେନ୍ଦ୍ର ସାହୁ ଅଂଶ ଗ୍ରହଣ କରିଥିଲେ। ସଭ୍ୟ ରାଘବ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!