News
lipub
samparksetu

ସାପ କାମୁଡାରେ ମହିଳା ମୃତ

କାମାକ୍ଷାନଗର ଥାନା ବାଇଶିଙ୍ଗା ପଞ୍ଚାୟତ ତେନ୍ତୁଳିସିଙ୍ଗା ଗ୍ରାମରେ ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ପ୍ରଶନ କୁମାର ପଣ୍ଡାଙ୍କ ସ୍ତ୍ରି ସରୋଜିନି ପଣ୍ଡା(୫୫)।

ସୂଚନା ଅନୁଯାୟୀ , ଗତକାଲି ସରୋଜିନି ଘରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଥିଲା।ଚିକିତ୍ସା ପାଇିଁ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ସ୍ବାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି।ସରୋଜିନି ଜଣେ ମେଳାପି ମହିଳା ହୋଇଥିବାରୁ ତାଙ୍କର ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକାକୂଳ ପରିବେଶ ଦେଖାଦେଇଛି।

new life
You might also like
error: Content is protected !!