News
lipub
samparksetu

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର ଥାନା କୋଟଗରା ପଞ୍ଚାୟତ ର ଶୁକଦେବ ପ୍ରଧାନ(୭୦ ) ଗତ ମାସ ୨୮ ତାରିଖ ରେ ବ୍ୟାଙ୍କ କୁ ଭତ୍ତା ଟଙ୍କା ପାଇଁ ଆସିଥିଲେ। ହେଲେ ସେହି ଦିନ ଠାରୁ ସେ ଆଉ ଘରକୁ ଫେରିନଥିଲେ ।

ଘର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଆଜି କିଛି ଲୋକ ଗାଁ ପାଖ କାଜୁ ଜଙ୍ଗଲ ରେ ତାଙ୍କ ଗଳିତ ସବ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନ ରୁ ଜଣା ପଡୁଛି ଯେ ଶୁକଦେବ ହାତୀ ଆକ୍ରମଣ ର ଶିକାର ହୋଇଥାଇ ପାରନ୍ତି । ପୋଲିସ୍ ଶବ ବ୍ୟବଚ୍ଛେଦ କଲା ପରେ ସଠିକ୍ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି।

new life
You might also like
error: Content is protected !!