News
lipub
samparksetu

ପୋଖରୀରେ ବୁଡି ଜଣେ ମୃତ

ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବନ୍ଦାଣୀଆ ଗାଁରେ ପୋଖରୀରେ ବୁଡି ଜଣେ ମୃତ ।ଗାଁର କରିଆ ହଂସଦା ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣ ପାଇଁ ଅସାବଧାନତାରେ ପାଣିରେ ବୁଡି ଯାଇଥିଲେ ।

ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ଆଣିଥିଲେ ମଧ୍ୟ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।କଙ୍କଡାହାଡ଼ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ଏହାର ତଦନ୍ତ କରୁଛି ।

new life
You might also like
error: Content is protected !!