News
lipub
samparksetu

କୁନୁଆଁ ରେ ବୋମାମାଡ଼, ୨ ଗୁରୁତର

ରାସୋଳ, ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା କୁନୁଆଁ ଗ୍ରାମରେ ବୋମା ମାଡ଼ରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହେଇଥିବାର ଜଣାଯାଇଛି।

ଖବର ରୁ ଜଣାଯାଏ ଯେ ,ଗ୍ରାମର ସୁକାନ୍ତ ବେହେରା ବାରହା ଶିକାର ପାଇଁ ରଖିଥିବା ବୋମା ଫିଙ୍ଗି ପଡୋଶୀ ଚାଇନ ବେହେରା ଓ ଅମ୍ରିତା ବେହେରାଙ୍କୁ ଗୁରୁତର କରିଛି। ଉଭୟଙ୍କୁ ଗୁରୁତର ଅବସ୍ଥା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଚଳାଇଛି। ଘଟଣା ସ୍ଥଳ ରୁ ସୁକାନ୍ତ ଫେରାର ଅଛି।

new life
You might also like
error: Content is protected !!