News
lipub
samparksetu

ଡ୍ରକ୍ସ କାରବାର ନେଇ ଗୁଳିମାଡ !

ଡ୍ରକ୍ସ କାରବାର ନେଇ ଯୁବକଙ୍କୁ ବାରଣ କରିବାରୁ ଗୁଳିମାଡ।ଅଳ୍ପକେ ବର୍ତ୍ତିଲେ ବସ୍ତି ବାସିନ୍ଦା।ଢେଙ୍କାନାଳ ଟାଉନଥାନା ସଞ୍ଜୟ କଲୋନୀରେ ଗୁଳିମାଡ ହୋଇଛି।ମୋଟ ତିନି ରାଉଣ୍ଡ ଗୁଳିଚାଳନା ହୋଇଥିବା ସୁଚନା। କିଛିଦିନ ତଳେ ନିକଟସ୍ଥ ନରଣପୁରର କିଛି ଯୁବକ ସଞ୍ଜୟ କଲୋନୀ ଭିତରେ ବସି ଡନିଶା ସେବନ କରୁଥିବା ବେଳେ ଏହାକୁ ବାରଣ କରିଥିଲେ କଲୋନୀ ବାସୀ।

ଏହି ଘଟଣାକୁ ନେଇ ଆଜି ନରଣପୁର ଗାଁର ୨୦ରୁ ଉର୍ଦ୍ଧ ଯୁବକ କଲୋନୀ ଭିତରେ ପଶି ଗୁଳି ଚଳାଇବା ସହ ପ୍ରକାଶ ନାୟକ ମରଣାନ୍ତକ ଆକ୍ରମଣ କରିଛନ୍ତି।ଏହି ଘଟଣାକୁ ନେଇ ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଞ୍ଜୟ କଲୋନୀ ବାସୀ।

new life
You might also like
error: Content is protected !!