News
lipub
samparksetu
Browsing Tag

#dhenkanal #dhenkanalupdate

ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଡେଙ୍ଗବୋରେଇ ଗ୍ରାମରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଓଡାପଡା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ପ୍ରମୁଖ ଯୋଗ

କିକ୍ ବକ୍ସିଂରେ ସଫଳତା

ଢେଙ୍କାନାଳ ଡାଇମଣ୍ଡ କିକ ବକ୍ସିଂର ୪ଜଣ ଖେଳାଳୀ ଦିଲ୍ଲୀରେଅନୁଷ୍ଠିତ ଦ୍ଵିତୀୟ ୱାକୋ ଇଣ୍ଡିଆ ଓପନ ଆନ୍ତର୍ଜାତିକ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟ ରେ ସଫଳତା ହାସଲ କରଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରେ ଆମାଚର କିକ ବକ୍ସିଂ ଆସୋସିଏସନ ଓଡିଶାର ୨୩ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିବା ବେଳେ

ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆସା ଉଦଘାଟିତ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରିଡିଂ ରୁମ ଏବଂ ଆଇକ୍ୟୁଏସି ସହଯୋଗରେ ସିମ୍ପୋନିୟମ ଆସା ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଉଦଘାଟନ କରିବ। ସହିତ ଏହାର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଜରଡl ପଞ୍ଚାୟତ ଅନ୍ତର୍ଗତ ଠେଙ୍ଗା ଗ୍ରାମରେ ଆଜି ସକାଳେ ଜଣେ ଅବିବାହିତl ଯୁବତୀ ନିଜ ବାଡ଼ି କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣା ଯାଇଛି। ଖବର ନେବାରେ ଜଣl ଯାଏ ଯେ ,ଗ୍ରାମର ବାଲିଆ ବିଶ୍ୱାଳ ଙ୍କ ଅବିବାହିତl ଝିଅ ରିତା ବିଶ୍ୱାଳ

ନଦୀ ରେ ବୁଡି ଯୁବକ ମୃତ

କାମାକ୍ଷାନଗର ଏନ୍ଏସି ୧ ନଂ ୱାର୍ଡ ବଡ଼ ଇନ୍ଦିପୁର ର ଶତ୍ରୁଘ୍ନ ସେଠୀ ଙ୍କ ବଡ ପୁଅ ସୁଶାନ୍ତ କୁମାର ସେଠୀ (୪୫) ଆଜି ସକାଳେ ରାମିଆଳ ନଦୀ କୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବସତ ଗୋଡ଼ ଖସି ଯିବାରୁ ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲେ। ସେଠାରେ ୨ ଜଣ ଛୋଟ ପିଲା ଗାଧୋଉଥିବା

ବୁଦ୍ଧେଶ୍ବର ବାଲି ଯାତ୍ରା ରେ କୁଢ଼ କୁଢ଼ ଅଳିଆ !

ବାବା ବୁଦ୍ଧେଶ୍ବରଙ୍କ ପୀଠରେ ଦୁଇଦିନ ଧରି ଚାଲିଥିବା ବାଲିଯାତ୍ରାରେ ଅଭାବନୀୟ ଦୃଶ୍ଯ । ସମଗ୍ର ଦେଶରେ ସ୍ୱଚ୍ଛ ସୁନ୍ଦର ପରିବେଶ ପାଇଁ ସରକାର ସଚେତନତା ଅଭିଯାନ ଚଲାଇଥିବା ବେଳେ ଭୁବନର ଏହି ପ୍ରସିଦ୍ଧ ଯାତ୍ରାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାହାକୁ ନେଇ ଯାତ୍ରା ବୁଲିବାକୁ

କଟକ ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣମୀ ପବିତ୍ର ବାସରେବାଲିଯାତ୍ରା ଅନୁଷ୍ଠିତକଟିକିଆଙ୍କର ଭିନ୍ନ ପରିଚୟବିଶ୍ୱ ଦରବାରେ ଖ୍ୟାତ lଦେଶ ବିଦେଶରୁ କଳା ସଂସ୍କୃତିରବାଣିଜ୍ୟକ କାରବାରଆଲୋକ ମାଳାର ମନୋରମ ଦୃଶ୍ୟଚିତ୍ତ ହରେ ବାରମ୍ବାର l ସାରା ଦୁନିଆଁ ର ଦୁର୍ଲଭ ପଦାର୍ଥପ୍ରାପ୍ୟ ହୁଏ ଜାତ କୋଣେଅନାଥ ଶିଶୁ ବି

ଦେଶୀ ମଦକୁ ବିରୋଧ,ଭାଟି କର୍ମଚାରୀକୁ ଅଟକ ରିଖି ପୋଲିସ ଜିମା ଦେଲେ ମହିଳା ଗୋଷ୍ଠୀ

ମଦକୁ ବିରୋଧ କଲେ ମହିଳା।ବେଆଇନ ଦେଶୀ ମଦକୁ ଗାଁ ଗାଁରେ ବିକ୍ରୀ କରୁଥିବା ବେଳେ ଆଜି କାମାକ୍ଷାନଗର ଥାନା ମହୁଲପାଳ ଶବର ସାହିରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଥିଲା।ଦେଶୀ ମଦ ଭାଟିର କର୍ମଚାରୀ ମହୁଲପାଳ ଗ୍ରାମକୁ ବେଆଇନ ଭାବରେ ମଦ ଦେବାକୁ ଯାଇଥିବା ବେଳେ ମହିଳା ଗୋଷ୍ଠୀ ଏହାକୁ

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା ଦିବସେ ଶେଷହୁଅଇ ପବିତ୍ର କାର୍ତ୍ତିକ ମାସଶୀତୁଆ ସକାଳେ ପକେଇ ବୁଡ଼ଚାଲ ହୋ ପୂଜିବା ଗଉରୀ-ବର । ଆଜ ଦିନେ ପରା ଭୋଳା ଶଙ୍କରବଧ କରିଥିଲେ ତ୍ରିପୁରାସୁରଆନନ୍ଦେ ଦେବତା ଜାଳିଲେ ଦୀପଦେବ-ଦୀପାବଳି ଏଣୁ ଏ ପର୍ବ । କାର୍ତ୍ତିକେୟ ଜନ୍ମ ଦିନଟି ଏହିମୀନ ଅବତାର କମଳା

ସଠିକ ସମୟରେ ଆସୁ ନାହାଁନ୍ତି କର୍ମଚାରୀ ,ହଇରାଣ ହେଉଛନ୍ତି ସାଧାରଣ ଲୋକ

କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ କୁ ଧାର୍ଯ୍ୟ ସମୟରେ ଅଧିକାରୀ, କର୍ମଚାରୀ ଆସୁନଥିବା ଅଭିଯୋଗ ହେଉଅଛି ।ଅଧିକାରୀ ଓ କର୍ମଚାରୀ ମାନେ ଠିକ ସମୟରେ କାର୍ଯ୍ୟାଳୟକୁ ଆସୁନଥିବାରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ କାର୍ଯ୍ୟାଳୟ
error: Content is protected !!