News
lipub
samparksetu
Browsing Tag

#dhenkanal #dhenkanalupdate

ଚାଷ ଜମିରେ ଜବରଦସ୍ତ ବୃକ୍ଷ ରୋପଣ କଲା ବନ ବିଭାଗ

ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଗଡଗହଁପୁର ଗ୍ରାମ ର ସ୍ବର୍ଗତ ଅଚ୍ୟୁତ ସିଂହ ଙ୍କ ବଡ ପୁଅ ଅକ୍ଷୟ କୁମାର ସିଂହ ତାଙ୍କ ବାପା ଙ୍କ ନାମ ରେ ଥିବା ଭୁବନ ନଟାକଟା ମୌଜା ର ଖାତା ନମ୍ବର ୪୧୯/୧୪୦ ପ୍ଲଟ ନମ୍ବର ୨୬୪୭/୩୬୦୭ ର ୪ଗୁଣ୍ଠ ଜମି ଓ ଅନ୍ୟ ଏକ ପ୍ଲଟ ର ଜମି ରେ ଜୋର୍ ଜବରଦସ୍ତି ଶୁକ୍ରବାର ଗଛ

ପଞ୍ଚାୟତ ଅଫିସରୁ ତାଲା ଭାଙ୍ଗି ଲୁଟିନେଲେ ଭତ୍ତା ଟଙ୍କା

ତୁମୁସିଙ୍ଗା ଥାନା ବାରୁଆଁ ( କ)ପଞ୍ଚାୟତ କାର୍ଯ୍ୟାଳୟରୁ ଲୁୁଟ।ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଅଫିସର ତାଲାକୁ କାଟି ଅଫିସ ପରିସର ଭଙ୍ଗାରୁଜା କରିବା ସାଙ୍ଗକୁ ଆଲମାରିରେ ଥିବା ଭତ୍ତା ଓ ହରିଶଚନ୍ଦ୍ର ଯୋଜାନାର ଟଙ୍କା ସବୁ ଲୁଟ ହୋଇଥିବା ଜଣାପଡିଛି।ସେହିପରି ପଞ୍ଚାୟତ ଅଫିସ ପରିସରରେ

ମହାବିରୋଡ଼ ଗାଁରେ ହାତୀ ଉତ୍ପାତ, ନଷ୍ଟ କଲେ କଦଳୀ ବଗିଚା

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଗ୍ରାମରେ ହାତୀ ଉତ୍ପାତ lଗତକାଲି ବିଳମ୍ବିତ ରାତିରେ ହାତୀ ଦଳି ମକଚି ନଷ୍ଟ କଲା କଦଳୀ ବଗିଚା ।ସୂଚନା ଅନୁସାରେ ମହାବିରୋଡ଼ ଗ୍ରାମର ଦୁହିତା ସ୍ୱାଇଁ, ଜମ୍ବେଇ ସ୍ୱାଇଁ, ଧନେଶ୍ୱର ସ୍ୱାଇଁଙ୍କ କଦଳୀ ବଗିଚା ଭିତରେ ପଶି ତାର ବାଡ଼ ଭାଙ୍ଗିବା ସହ କଦଳୀ ଗଛକୁ ଦଳି

ଆଠ ମାସ ହେଲା ଗାଁ ଅନ୍ଧାରରେ, ଶୁଣୁନାହାନ୍ତି ବିଦ୍ୟୁତ ବିଭାଗ ଅଧିକାରୀ

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କଳାଙ୍ଗ ଗ୍ରାମ ପଞ୍ଚାୟତ କାଳିକା ପ୍ରସାଦ ଗ୍ରାମର ସହାଦେବ ସାହି ବାସିନ୍ଦା ଗତ ଆଠ ମାସ ହେଲା ଅନ୍ଧାରରେ ଚଳିଆସୁଛନ୍ତି l ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅତି ପୁରୁଣା ତଥା ନିମ୍ନ ସଂଖ୍ୟକ ପରିବାର ପାଇଁ ଲାଗିଥିଲା l ଏବେ ଧୀରେ ଧୀରେ ପରିବାର ଲୋକ ସଂଖ୍ୟା ବଢିଚାଲିଛି

ବଜ୍ରପାତ ରେ ଜଣେ ମୃତ , ଜଣେ ଗୁରୁତର

ହିନ୍ଦୋଳ ଉପଖଣ୍ତ ରାସୋଳ ଥାନା ଅନ୍ତର୍ଗତ ଚିତ୍ତଳପୁର ଗ୍ରାମରେ ଏକ ଅଭାବନିୟ ଘଟଣାକ୍ରମେ ୨୭ ତାରିଖ ଗରୁବାର ବଜ୍ରପାତ କାରଣରୁ ଜଣେ ମୃତ୍ୟବରଣ କରିଥିବା ସମୟରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ , ଚିତ୍ତଳପୁର ଗ୍ରାମର ଭ୍ରମରବର ବେହେରାଙ୍କ ପୁତ୍ର ମୋହନ ବେହେରା (୩୫) ଓ

କୂଅରେ ବୁଡ଼ି ଯୁବକ ମୃତ

ପରଜଙ୍ଗ ଥାନା ଲୁଧୋଣୀ ଗ୍ରାମରେ ଜଣେ ଯୁବକ କୂଅରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଲୁଧୋଣୀ ଗ୍ରାମ ବିଶ୍ୱାଳ ସାହିର କେଶବ ବିଶ୍ଵାଳ(୪୫) । ସୂଚନା ମୁତାବକ କେଶବ ଜଣେ ମାନସିକ ବିକାର ଗ୍ରସ୍ତ ଅଟନ୍ତି। ସେ ମଙ୍ଗଳବାର ସକାଳୁ ଘରୁ ବାହାରି ଚାଲି ଆସିଥିଲେ। ଘରକୁ ଫେରିବରେ

ହତ୍ୟା ଘଟଣାରେ ୪ ଜଣ ଅଭିୁଯୁକ୍ତ ଙ୍କୁ ଆଜୀଵନ କାରାଦଣ୍ଡ

ଢେଙ୍କାନାଳ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇଛି। ଗଁଦିଆ ଥାନା ଅନ୍ତର୍ଗତ ବରଦା ପାଟଣା ଗ୍ରାମରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଶତୃତାକୁ ନେଇ ବରଦା ପାଟଣା ଗ୍ରାମର ମୃତ ମାୟାଧର ବେହେରାଙ୍କୁ ସେହି ଗ୍ରାମର ଲଳିତ ଦାସ, ରଞ୍ଜନ

ଭୁଶୁଡ଼ିଲା ସାରଙ୍ଗଧର ଷ୍ଟାଡିୟମର ପାଚେରୀ

ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ପାଇଁ ଜନ ହିତରେ ହେଉଥିବା କାମ ସଠିକ ଭାବରେ ହେଉନାହିଁ ଯାହାଫଳରେ ନିର୍ମାଣର ଦିନ କେତେଟାରେ ଭାଙ୍ଗି ଭୁଶୁଡି ଯାଉଛି । କାମାକ୍ଷାନଗର ଏନଏସି ଅନ୍ତର୍ଗତ ସାରଙ୍ଗଧର ଷ୍ଟାଡିୟମରେ ନିର୍ମାଣ ହୋଇଥିବା

ଗୋରଡିଆ ଗାଁରେ ଗତବର୍ଷ ଭଳି ପୁଣି ଭାଙ୍ଗିଲା କେନାଲ

ସରକାର ଚାଷୀ ଓ ଚାଷର ଉର୍ଣ୍ଣତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବାସ୍ତବରେ ତାହା କିପରି ଖର୍ଚ୍ଚ ହେଉଛି ଏହେଲା ତାର ଜ୍ୱଳନ୍ତ ଉଦାହରଣ ।ଗତବର୍ଷ କେନାଲ ଭାଙ୍ଗିଥିଲା ପୁଣି ଏହି ବର୍ଷ ପ୍ରଥମ ପାଣି କେନାଲରେ ଯେତେବେଳେ ଆସିଥିଲା ପୁଣି ଭାଙ୍ଗିଲା କେନାଲ ।କାମାକ୍ଷାନଗର ଗୋରଡିଆ

ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଏନଏସି ୱାର୍ଡ ନଂ -୧୧ରେ ସ୍ଥାନୀୟ ଜଣେ ଯୁବକ କରିଥିବା ଏକ ମଟର ସାଇକେଲ ମରାମତି ଗ୍ୟାରେଜରେ ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗ୍ରାମର ଦୁଃଖୀଶ୍ୟାମ
error: Content is protected !!