News
lipub
samparksetu
Browsing Tag

#dhenkanal #dhenkanalupdate

ଢେଙ୍କାନାଳରେ ଫୁଟିଲା ପଦ୍ମ ,୪ ବିଧାନସଭା ସିଟ ପୋଛିନେଲା ବିଜେପି

ଢେଙ୍କାନାଳ ଜିଲ୍ଲାରେ ଥିବା ୪ଟି ନିର୍ବାଚନ ମଣ୍ଡଳୀରେ ବିଜେପି ୪ଟି ଯାକ ସିଟ ହାତେଇ ନେଇଛି । ବିଜେଡ଼ି କୁ ଶୋଚନୀ ଭାବରେ ପରାସ୍ତ କରି ଏହି ସିଟ ହାସଲ କରିଥିବାର ଜଣାପଡିଛି ।ଢେଙ୍କାନାଳ ୫୫ ନିର୍ବାଚନ ମଣ୍ଡଳୀରୁ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ବିଜେଡ଼ି ର ସୁଧୀର କୁମାର ସାମଲଙ୍କୁ ପ୍ରାୟ

ମହାବିରୋଡ଼ ଥାନା ପରିସରରେ ଟଳି ପଡିଲେ ଶ୍ରମିକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ପରିସରରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ହେଲେ ମହାବିରୋଡ଼ ଗାଁର ବୁଦ୍ଧିଆ ପଧାନ। ବୁଦ୍ଧିଆଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମହାବିରୋଡ଼ ଥାନା ଅଧିକାରୀ ଅନାଦି ଚରଣ ପଟ୍ଟାୟତଙ୍କ ସୂଚନା

ଜ୍ବାଇଁ ମାଡ଼ରେ ଶାଶୁ ମୃତ

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ମହାବିରୋଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ଅନୁମାନିକ ୧ ଟା ସମୟରେ ମହାବିରୋଡ଼ ଗ୍ରାମର ନିବାରଣ ଦେହୁରୀଙ୍କ ପତ୍ନୀ ଶୁଆଗି ଦେହୁରୀ(୭୦)ଙ୍କୁ ଜ୍ୱାଇଁ ତିଳେଇପଶି ଗାଁର ରାଜକିଶୋର ସାହୁଙ୍କ

ଭାଗିରଥି ସାଗର ଭିତରେ ଖୋଳା ଯାଇଥିବା ସମସ୍ତ ପଙ୍କ ଓ ମାଟି ବାହାରକୁ ସ୍ଥାନାନ୍ତର ପାଇଁ ଦାବି

ଭାଗିରଥି ସାଗରର ପୁନଃରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଅନେକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି l ସେହି ବୈଠକରେ ପୌରାଧ୍ୟକ୍ଷା ଓ ଅନ୍ୟ ଦୁଇଜଣ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଉପସ୍ଥିତିରେ ପୌରପାଳିକା ସଭାଗୃହରେ ନିଷ୍ପତ୍ତି ନିଆଗଲା ଯେ ପୁଷ୍କରିଣୀ ମଧ୍ୟରୁ ସମସ୍ତ ପଙ୍କ ଓ ମାଟି ବାହାରକୁ ନିଆଯିବ

କୂଅରୁ ଛେଳି ଉଦ୍ଧାର କରିବାକୁ ଯାଇ ଯୁବକର ମୃତ୍ୟୁ

ଗତକାଲି ସନ୍ଧ୍ୟା ସମୟରେ କୂଅରୁ ଛେଳି ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଂଚାୟତ ଅଧୀନ ବଣିଆ ଗ୍ରାମର ପାତ୍ର କାଲୁଣ୍ଡିଆ ର ପୁଅ ଗୋପୀ କାଲୁଣ୍ଡିଆ (୩୮) ନିଜର ଘର ପାଖରେ ଥିବା ଏକ ଖୋଲା କୂଅରେ ଏକ ଛେଳି

ବଡ଼ ବାପା ଟାଙ୍ଗିଆ ଚୋଟରେ ପୁତୁରାର ଜୀଵନ ଗଲା

ନିଜର ବଡ଼ ବାପାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମ ପଂଚାୟତ ଅଧୀନ ଝିଲ୍ଲୀ ଗ୍ରାମର ଦୁଇ ପରିବାର ଧନେଶ୍ୱର ଦେହୁରୀ (୬୦) ଓ ତାର ପୁତୁରା ଗୌରାଙ୍ଗ ଦେହୁରୀ (୩୪) ମଧ୍ୟରେ ଜାଗାବାଡି଼କୁ ନେଇ ଦୀର୍ଘ

ରୋଡ ଡିଭାଇଡର ରେ ପିଟି ହୋଇ ଯୁବକ ମୃତ

ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅନନ୍ତପୁର ଛକ ନିକଟରେ ରୋଡ ଡିଭାଇଡର ରେ ପିଟି ହୋଇ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ , ନିହଲପ୍ରସାଦ ଗ୍ରାମ ର ସ୍ବର୍ଗତ ନବଘନ ସାହୁ ଙ୍କ ପୁଅ ସୌରପ ସାହୁ (୩୧) କୌଣସି କାର୍ଯ୍ୟ ରେ ସାମଳ ଗ୍ରାମ କୁ ଆସିଥିଲେ । ସାମଳ ଗାଁରେ କାମ

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନଂ-୨ର ଲୁଣିଖିଆ ମୌଜାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ କୌଣସି ପରିଚୟ ମିଳି ପାରିନାହିଁ। ଘଟଣା ସ୍ଥଳରେ ଭୁବନ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପାରିପାର୍ଶ୍ବିକ ଘଟଣାରୁ ମୃତ ଯୁବକଙ୍କ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ ସଜାଡୁ ଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସାମଳ ଗାଁରେ । ଗାଁର ପ୍ରକାଶ ଥାଟୋଇ ଗତକାଲି ରାତି ପ୍ରାୟ ଦଶଟା ସମୟରେ ଖାଇସାରି ଶୋଇବା ସମୟରେ

ବଜ୍ରାଘାତରେ ଯୁବତୀ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ବଜ୍ରାଘାତରେ ଜଣେ ଯୁବତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ରସୋଳ ଥାନା ଜରଡ଼ା ପଂଚାୟତ ବାଲିକିଆରୀ ଅଞ୍ଚଳର ବାଲିସାହି ଗ୍ରାମର ତୀର୍ଥବାସି ସାହୁଙ୍କ ଝିଅ ନମିତା
error: Content is protected !!