ମହାବିରୋଡ଼ ଗାଁରେ ହାତୀ ଉତ୍ପାତ, ନଷ୍ଟ କଲେ କଦଳୀ ବଗିଚା
କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଗ୍ରାମରେ ହାତୀ ଉତ୍ପାତ lଗତକାଲି ବିଳମ୍ବିତ ରାତିରେ ହାତୀ ଦଳି ମକଚି ନଷ୍ଟ କଲା କଦଳୀ ବଗିଚା ।ସୂଚନା ଅନୁସାରେ ମହାବିରୋଡ଼ ଗ୍ରାମର ଦୁହିତା ସ୍ୱାଇଁ, ଜମ୍ବେଇ ସ୍ୱାଇଁ, ଧନେଶ୍ୱର ସ୍ୱାଇଁଙ୍କ କଦଳୀ ବଗିଚା ଭିତରେ ପଶି ତାର ବାଡ଼ ଭାଙ୍ଗିବା ସହ କଦଳୀ ଗଛକୁ ଦଳି!-->…