ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପରିବାର କଲେ ହତ୍ୟା ଅଭିଯୋଗ
କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗ୍ରାମ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ ,ଉକ୍ତ ଗାଁର ଯଶୋଦା ମୁଣ୍ଡା(୧୮) ଘରେ ଝୁଲନ୍ତା ଅବସ୍ଥାରେ ଘରେ ଦେଖିବାକୁ ମିଳିଥିଲା ।ବାପା ରତ୍ନାକର ମୁଣ୍ଡା କୌଣସି କାମରେ ବାହାରକୁ ଯାଇଥିଲେ ଗତକାଲି ଘରକୁ!-->!-->!-->…