ପୌରପାଳିକାର ମନୋମୁଖୀ କାର୍ଯ୍ୟ ,ଦଳିତଙ୍କ ଘର ନିକଟରେ ଶବଦାହ ଗୃହ ନିର୍ମାଣକୁ ନେଇ ଅସନ୍ତୋଷ
ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନମ୍ବର ୱାର୍ଡ ବନମାଳିପ୍ରସାଦ ଠାରେ ବାସଘର ନିକଟରେ ଶବଦାହ ଗୃହ ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି । ପୌରପାଳିକା ମନୋମୁଖୀ କାର୍ଯ୍ୟ କରୁଥିବାରୁ ଏହାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୌରସଂସ୍ଥା ଅନ୍ତର୍ଗତ ବନମାଳୀପ୍ରାସଦ ୯ ନମ୍ବର!-->…