ସାପ କାମୁଡ଼ାରେ ଚାଷୀ ମୃତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି କନ୍ତୋର ଗାଁର ରୋହିତ କୁମାର ସାହୁ । ରୋହିତ ଗାଁ ପାଖ ଭଗିପଶି ନିକଟରେ ଥିବା ଚାଷ ଜମିକୁ ଯାଇଥିବା ବେଳେ ସାପ କାମୁଡ଼ାରେ ଶିକାର ହୋଇଥିଲେ ।
ଗୁରୁତର!-->!-->!-->…