News
lipub
samparksetu
Browsing Tag

#dhenkanal #dhenkanalupdate

ସଞ୍ଚୟ ପକ୍ଷ ଉପଲକ୍ଷେ ବକୃତା ପ୍ରତିଯୋଗିତା ଆୟୋଜିତ

ଭବିଷ୍ୟତରେ ଆବଶ୍ୟକକୁ ପୂରଣ ସହିତ ଜୀବନକୁ ସୁଖମୟ କରିବା ଲକ୍ଷ୍ୟରେ ଜନସାଧାରଣ ଙ୍କ ମଧ୍ୟରେ ସଞ୍ଚୟ ମନୋଭାଵ ବୃଦ୍ଧି ଉଦ୍ଦେଶ୍ୟରେ ସଞ୍ଚୟ ପକ୍ଷ ପାଳିତ ହେଉଅଛି । ଏହି ସଞ୍ଚୟ ପକ୍ଷ ପାଳନ ଅବସରରେ ଗତକାଲି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ସଦଭାବନା ହଲଠାରେ ଏଜ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ, ଆଜି କଙ୍କଡାହାଡ ବ୍ଲକ, ଗଡପଳାଶୁଣି ରେ ଥିବା ସର୍ବପୁରାତନ ଶୈବ ପୀଠ ବାବା ବାଲୁଙ୍କେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ

ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ହତ୍ୟାକଲା ସ୍ୱାମୀ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ପ୍ରଦୀପ (୨୫) ସେହି ଗ୍ରାମର ଟିବି ଷେଣ୍ଢଙ୍କ ଝିଅ ରେଖା ଷେଣ୍ଢ(୧୯)ଙ୍କୁ ଗତ ଦେଢ଼ବର୍ଷ ତଳେ ପ୍ରେମ ବିବାହ କରିଥିଲେ | ପ୍ରଦୀପ ସେଟରିଙ୍ଗ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲା | ବିଭାଘର ପରେ

ଦେବଗଣ ଗାଁ ରେ ଜଳକଷ୍ଟ

ଗାଁରେ ଥମିନି ଜଳକଷ୍ଟ । ସୋଲାର ପାଣି ପମ୍ପ ବସିଛି , ବ୍ୟବସ୍ଥା ଅଛି କିନ୍ତୁ ଆସୁନି ପାଣି । ଗାଁରେ ଅଛି ୨ଟି ନଳକୂପ କିନ୍ତୁ ସେଥି ମଧ୍ୟରୁ ଗୋଟେ ଅଚଳ । ଏଭଳି ଚିତ୍ର ଦେଖିବାକୁ ମିଳିଛି , ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଦେବଗଣ ଗାଁ ରେ ।ବସୁଧା ଯୋଜନାରେ ଗାଁ କୁ ପାଇପ ଲାଇନ

ସ୍ୱାମୀ ର କାଠ ଫାଳିଆ ମାଡ଼ରେ ସ୍ତ୍ରୀ ମୃତ !

ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମରେ ସ୍ୱାମୀର କାଠଫାଳିଆ ମାଡ ରେ ସ୍ତ୍ରୀ ର ମୃତ୍ୟୁ ହୋଇଛି । ଚାଉଳିଆ ଗ୍ରାମର ଟିଭି ଷେଣ୍ଢ ଙ୍କ ଝିଅ ରେଖା ଷେଣ୍ଢ ଙ୍କୁ ସେହି ଗ୍ରାମର ପ୍ରଦୀପ ପ୍ରଧାନ ଗତ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବୁଧବାର ସନ୍ଧ୍ୟାରେ ପ୍ରଦୀପ ମଦ୍ୟପାନ କରି

ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ଭୁବନ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରରେ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଜଗନ୍ନାଥ ନନ୍ଦ ଙ୍କ ଅଦକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ଡାଇରେକ୍ଟର ସାଫଲ୍ୟ ମଣ୍ଡିତ ପ୍ରଧାନ , ମୁଖ୍ୟ ବକ୍ତା ଭାବେ କାମାକ୍ଷାନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ

ଫେସବୁକରେ ଝିଅ ବିବାହ ଫୋଟ ଦେଖି ମାଆ ର ଆତ୍ମହତ୍ୟା

ଝିଅ ନିଜ ଘରୁ ଫେରାର ହୋଇ ନିଜ ଇଛାରେ ବିବାହ କରିବାରୁ ମାଆ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଭୁବନ ବ୍ଳକ ବାଲିବୋ ରଗଡା ସାହି ବାସିନ୍ଦା ଧବଲେଶ୍ୱର ନାୟକଙ୍କ ସ୍ତ୍ରୀ କୁନି ନାୟକ(୪୭)ଙ୍କ ପରିବାର ଲୋକ ଭୁବନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ତାଙ୍କୁ

ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ

ରାଜ୍ୟରେ ଆସନ୍ତା ୧୫ ତାରିଖ ଠାରୁ କୋଭିଡ-୧୯ କଟକଣା ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏଭଳି ନିଷ୍ପତ୍ତି

ଛାଟିଆ ଗ୍ରାମରେ ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଛାଟିଆ ଗ୍ରାମରେ ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ହୋଇଯାଇଛି l ଗ୍ରାମର ଯୁବ ସମାଜସେବୀ ଏମ ଜେ ମହିମା ଙ୍କ କହିବାଅନୁଯାୟୀ ୧୯୭୪ ମସିହାରୁ ରାଧାକୃଷ୍ଣ ଛାଟିଆ ଗ୍ରାମରେ ଥିବା ଭାଗବତ ଗୃହରେ ପୂଜା ପାଇ

ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଯୁବ ମହିଳା ଛାତ୍ର ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ନିମନ୍ତେ ଆଜି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଓଡ଼ାପଡ଼ା ବ୍ଲକ ସ୍ଥିତ ଦଶଦେବୀ ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିବା 'ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ'
error: Content is protected !!