କୂଅ ଭିତରୁ କାଳିଆ ର ମୃତଦେହ ଉଦ୍ଧାର ; ଗତକାଲି ଠାରୁ ଥିଲେ ନିଖୋଜ
ଗତକାଲି ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ କାଳିଆର ଖୋଜ ଖବର ପାଇ ନ ଥିଲେ।ପରେ ପରିବାର ଲୋକେ ଥାନା ରେ ଏକ ଏତଲା ଦେଇଥିଲେ!-->…