News
lipub
samparksetu
Browsing Tag

#dhenkanal #dhenkanalupdate

ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଓଡ଼ାପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ମେରାମଣ୍ଡଳି ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଇଥିବା ଅଭିଯୋଗ ହେଉଛି । ବିଧାୟିକାଙ୍କ ପାଣ୍ଠିରୁ ୩ଲକ୍ଷ ୫୦ ହଜାର ଟଙ୍କା ଅଟକଳରେ ଏହି ରାସ୍ତା ନିର୍ମାଣ ହେଉଛି । ଗ୍ରାମର ଗାଣ୍ଡୁ ମାଳି ଛକ ଠାରୁ ଶ୍ରୀଧର ସେଠୀ ଘର ପର୍ଯ୍ୟନ୍ତ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ମର୍ମନ୍ତୁତ କାର ଦୁର୍ଘଟଣାରେ କାର ଚାଳକ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୩ଟା ସମୟରେ ହିନ୍ଦୋଳ ଏନଏସି ୱାର୍ଡ ନଂ -୧୪ ଚରଣପୁର ବାସିନ୍ଦା ସ୍ବର୍ଗତ ଜମେଶ୍ୱର ସାହୁଙ୍କ ପୁଅ ମାନସ ରଞ୍ଜନ ସାହୁ(୩୩) ନିଜ କାର ଚଳାଇ

ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ଝିଅ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଂଚଳରେ ପାଇଖାନାରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଦୁଦୁରକୁଟ ପଂଚାୟତର ଶଙ୍କର୍ଷଣ ନାଏକଙ୍କ ପୁଅ ଦୁଷ୍ମନ୍ତ ନାଏକ(୪୮) ହିନ୍ଦୋଳ ଥାନା ବାଗଧରିଆ ବାଘୁଆସାହିର ମାମି

ସ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବରେ ଚାଲୁଥିବା ଇଟାଭାଟିରେ ଅଘଟଣ ଘଟି ଦୁଇ ଶ୍ରମିକଙ୍କ ଜୀବନ ଚାଲିଯାଇଛି ।ପୋଲିସ ଏବଂ ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ଏହି ଇଟାଭାଟି ଚାଲୁଥିବାର ଆଲୋଚନା ହେଇଛି । ମାନପୁର ନକି ଟରେ ଥିବା

ହୃଦ ଘାତରେ ଚାଲିଗଲା ଥାନାଧିକାରୀଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନାଧିକାରୀଙ୍କ ହୃଦଘାତରେ ପରଲୋକ ଘଟିଛି । ଗତ କିଛି ଦନି ତଳେ ରାଉଲକେଲାରୁ ବଦଳି ହୋଇ ବୀରକିଶୋର ମଲ୍ଲିକ ପରଜଙ୍ଗ ଥାନାରେ ଯୋଗ ଦେଇଥିଲେ । ସେସରକାରୀ ବାସଭବନରେ ରହୁଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ

ବିୟର ଫ୍ୟାକ୍ଟ୍ରିରେ ଆୟକର ଚଢ଼ାଉ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ରାୟନରସିଂହପୁର ପଞ୍ଚାୟତ ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏବଂ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ବିୟର ଫ୍ୟାକ୍ଟ୍ରିରେ ଆୟକର ଠକେଇ ଅଭିଯୋଗରେ ଆୟକର ବିଭାଗ ତରଫରୁ ଚଢାଉ ଚାଲଥିବାର ଜଣାପଡିଛି । ତୁମୁସିଙ୍ଗା ଥାନା ରାୟ

ଡାକସେବକ ସଂଘ ପକ୍ଷରୁ ଧର୍ମଘଟ ଜାରି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ହିଦୋଳ ରୋଡ ବଜାର ମଧ୍ୟରେ ଥିବା ପୋଷ୍ଟଅଫିସ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଗତ 12/12/23ରୁ ଆରମ୍ଭ ହୋଇଥିବା ଧର୍ମଘଟ ଜାରି ରହିଛି । ଫଳରେ ପୋଷ୍ଟଅଫିସରେ ଡାକସେବା ବାଧାପ୍ରାପ୍ତ ହୋଇଥିଵା

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ !

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅନ୍ତର୍ଗତ ଅଶୁରବନ୍ଧ ଗ୍ରାମରେ ଗତ ବିଳମ୍ବିତ ରାତିରେ ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ଭୋଗ ଲାଗି ପାଇଁ ରଖାଯାଇଥିବା ଛେନାକୁ ଖାଇବା ପରେ ଘରର ଆଲମାରୀ ଖୋଲି ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କାର ସୁନାଗହଣା ଏବଂ ମହିଳା ଗ୍ରୁପ ଆଣିଥିବା ଲୋନ୍

ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ମୁଖ୍ୟ ଆସାମୀ ଗିରଫ

ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ମୁଖ୍ୟ ଆସାମୀ କୁ ଧରିଲା କ୍ରାଇମ୍ ବ୍ରାଞ୍ଚ । ୨ଦିନ ଧରି କ୍ରାଇମ୍ ବ୍ରାଞ୍ଚ ପକ୍ଷ ରୁ ବିଭନ୍ନ ସ୍ଥାନ ରେ ଚଢାଉ କରାଯାଇଥିଲା । ପ୍ରକାଶ ଥାଉକି ,ଯାଜପୁର ଜିଲ୍ଲା ର ଜନୈକା ଯୁବତୀ ଭୁବନ ରେ ଏକ ମେସ ରେ ରହି ପାଠ ପଢୁଥିଲେ । ସେ ତାଙ୍କ ପୁରୁଷ ବନ୍ଧୁଙ୍କ

ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ହିଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ପୋଡାପଡା ନିକଟସ୍ଥ ଏକ ବରଗଛ ରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତଦେହ ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ବିକାଶ ଚନ୍ଦ୍ର ବେହେରା ଉଦ୍ଧାର କରିଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ
error: Content is protected !!