News
lipub
samparksetu
Browsing Tag

#dhenkanal #dhenkanalupdate

ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲା ଗ୍ରାମପଞ୍ଚାୟତର କଂସରକୁଟୁ ସାହିର କସଟୁ ପ୍ରଧାନଙ୍କର ପୁତ୍ର ଶ୍ରୀନିବାସ ପ୍ରଧାନ ୪୫ ବର୍ଷ ବୟସ ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି l ୫ ଦିନ ପୂର୍ବରୁ ଘର ଭିତରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ କମ୍ପାନୀରେ କାର୍ଯ୍ୟକରୁଥିବା ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥାନା ଅଞ୍ଚଳର ଆନନ୍ଦ

ସହର ପାଇଁ ଲଜ୍ୟା ସାଉଁଟୁଛି ଢେଙ୍କାନାଳ ପୌରପାଳିକା , ବୋଇତ ବନ୍ଦାଣ ଉତ୍ସବରେ ମୁକସାକ୍ଷୀ ସାଯିବେ ଅଧିକାରୀ ଓ ଜନ…

ପରିତ୍ୟକ୍ତ ଅବସ୍ଥାରେ ଭାଗୀରଥୀ ସାଗର । ସହର ମଧ୍ୟରେ ରହିଛି ହାତ ଗଣତି ପୋଖରୀ ହେଲେ ତାକୁ ମଧ୍ୟ ସଫା ରଖିବାରେ ଅସମର୍ଥ ପୌରପାଳିକା । ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ରହିଛି । ପୂର୍ବରୁ ପୋଖରୀର ପାଣିକୁ ସହରବାସୀ ପିଇବା ପାଣି ରୂପେ

ବିଲକୁ ଧାନ ଜଗିବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଦନ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିରିଖୁଣ୍ଟି ଗାଁର ଛବି ଦେହୁରୀ (୫୫) ଗତକାଲି ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ , ଛବି ଗତକାଲି ସନ୍ଧ୍ୟାରେ ନିଜ ବିଲକୁ ଧାନ ଜଗିବାକୁ ଯାଇଥିବା ସମୟରେ ଏକ

ଅଛୁଆଁ ବୋଲି ମିଳୁନି ପିଇବା ପାଣି !

ଅଛୁଆଁ ଜାତି ବୋଲି ମିଳୁନି ଟୋପାଏ ପାଣି । କୂଅ ପୋଖରୀ ସବୁ ମନା । ଫଳରେ ହନ୍ତ ସନ୍ତ ହେଉଛନ୍ତି ଦଳିତ ବସ୍ତି ବାସିନ୍ଦା । ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କ ମଧ୍ୟରେ ଲାଗିରହିଥିବା ବିବାଦରୁ ଏଓଆରୁ ଅଭାବନୀୟ ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ । ଫଳରେ ଅସହାୟ ଏକତାଳି

ହାତୀ ଘେରରେ ହିନ୍ଦୋଳ ,ଜନଜୀବନ ଅସ୍ତବ୍ୟସ୍ତ

ଢେଙ୍କାନାଳ ଜିଲ୍ଲାରେ ଫେଲ ମାରିଛି ବନବିଭାଗ । ଯାହାବି ହୋଇଗଲେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ବିଭାଗର । ସର୍ବୋପରି ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନବିଭାଗର ଅପାରଗତା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ସାରିଲାଣି ।ବର୍ତ୍ତମାନ ହିନ୍ଦୋଳ ରେ ପ୍ରାୟ ୨୫୦ ରୁ ୩୫୦ ବଣୁଆ ହାତୀ ରହିଥିବା

ଟକ୍ର ଧକ୍କାରେ ମହିଳା ମତୃ ,ଅଞ୍ଚଳରେ ଉତ୍ତେଜନା

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଗୋବିନ୍ଦପୁର ପଞ୍ଚାୟତ ଗହମଖୁଣ୍ଟି ଠାରେ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ସଦର ଥାନା ଅନ୍ତର୍ଗତ ବିରାଡିଆ ଗ୍ରାମର ବାବୁ ନାୟକଙ୍କ ପତ୍ନୀ ଇନ୍ଦିରା ନାୟକ ବୁଧବାର ମଧ୍ୟାହ୍ନରେ ସମ୍ପର୍କୀୟ ସହ

ହାତୀ ଆକ୍ରମଣରେ ବୃଦ୍ଧ ମୃତ ଘଟଣା, ଶବ ରଖି ପ୍ରତିବାଦ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ଏନଏସି ଅନ୍ତର୍ଗତ ୯ ନଂ ୱାର୍ଡରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଶବ ରଖି ପ୍ରତିବାଦ କରିବା ସହିତ କ୍ଷତି ପୂରଣ ଏବଂ ହାତୀଙ୍କ ଉପଦ୍ରଵକୁ ସୁରକ୍ଷା ଦେବାକୁ ଦାବି

ବିଦ୍ୟୁତ୍ ଆଘାତରେ ଜଳିଗଲେ ବ୍ୟକ୍ତି

ଆଜି ଅପରାହ୍ନରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅନ୍ତର୍ଗତ ଗମରଗୋଡା ମୌଜା ନିକଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଯାଇଥିବା ୧୩୨ କେଭି ବିଦ୍ୟୁତ୍ ଟାୱାର ସଂସ୍ପର୍ଶରେ ଆସି ଏକ ଅଜଣା ବ୍ୟକ୍ତି ପୋଡ଼ିଯାଇଥିବା ଦେଖିବାକୁ ମିଳିଛି ।

ଶିକ୍ଷକ ଅଭାବରୁ ସ୍କୁଲରେ ପକାଇଲେ ତାଲା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଫଳରେ ଛାତ୍ର ଛାତ୍ରୀ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧା ଦେଖା ଦେଇଛି । ଯାହାକୁ ନେଇଁ ଅବିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଛି । ଉଚ୍ଚ ପ୍ରାଥମିକ
error: Content is protected !!