କୂଅରେ ପଡ଼ି ମହିଳା ମୃତ, ପରିବାର ଆଣିଲା ହତ୍ୟା ଅଭିଯୋଗ !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ବଧୂଙ୍କ ମୃତ୍ୟୁ ଘଟିଛି ,ତେବେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଅସରଡ଼ା ଗ୍ରାମପଞ୍ଚାୟତ ଅସରଡ଼ା ଗ୍ରାମ ର ଦିପୁ ସାହୁ ଙ୍କ ସ୍ତ୍ରୀ ସ୍ଵାଗତିକା!-->!-->!-->…