News
lipub
samparksetu
Browsing Tag

#dhenkanal #dhenkanalupdate

କଲେକ୍ସନ ଏଜେଣ୍ଟ କୁ ଭୁଜାଲିରେ ହାଣି ଲୁଟ

ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ବଜାର ଶେଷ ମୁଣ୍ଡ ରେ ଆଜି ଦିବା ଏଗାର ଘଟିକା ସମୟରେ ଜଣେ କଲେକ୍ସନ ଏଜେଣ୍ଟ କୁ ଭୁଜାଲି ରେ ହାଣି ତାଙ୍କ ପାଖରୁ ଦଶ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି ଲୁଟେରା l  ସୂଚନା ଅନୁଯାୟୀ ,ଅନୁଗୋଳ ର ମା' ଦୁର୍ଗା ଫାର୍ମା କମ୍ପାନୀ ର

ଢେଙ୍କାନାଳ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଚିକିତ୍ସାଳରେ ଅବହେଳା:ଶିଶୁ ମୃତ୍ୟୁକୁ ନେଇ ଅଭିଯୋଗ କଲେ ପରିବାର

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତରଙ୍କ ଅବହେଳା ଯୋଗୁ ଜନ୍ମ ପୂର୍ବରୁ ଜଣେ ଶିଶୁ ମୃତ୍ୟ ବରଣ କରିବାକୁ ନେଇ ପରିବାର ବର୍ଗ ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ

ମା’ ଆସୁଛନ୍ତି ,ଦୁଲୁକିବ ଢେଙ୍କାନାଳ

ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା ଆସନ୍ତା ମାସ ୧୬ ତାରିଖରୁ ଆରମ୍ଭ ହେବ ଏବଂ ୨୭ ତାରିଖ ଦିନ

ସଡ଼କ ଦୁର୍ଘଟଣାରେ ମା ଆଗରେ ଆଖି ବୁଜିଲେ ଦୁଇ ଝିଅ

ଟ୍ରକ ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମା ଗୁରୁତର ଆହତ ହୋଇଛନ୍ତି ।ଖବରରୁ ପ୍ରକାଶ ଯେ , ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ହିନ୍ଦୋଳ ବ୍ଲକ ରାସୋଳ ଥାନାଅନ୍ତର୍ଗତ ଗଣ୍ଡନାଳି ପଂଚାୟତର ଚନ୍ଦନ ଖଟୁଆଙ୍କ ସ୍ତ୍ରୀ ନମିତା ଖଟୁଆ ନିଜ ଦୁଇଝିଅ ଚିନ୍ମୟୀ

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ କ୍ରୀଡ଼ା ପ୍ରତିଯୋଗିତା

କବାଡ଼ି ଅଣ୍ଡର-୧୭ ପୁରୁଷରେ ଓଡ଼ାପଡ଼ା ବ୍ଲକ ଓ ଅଣ୍ଡର-୧୪ ପୁରୁଷରେ ସଦର ବ୍ଲକ ବିଜୟୀ ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇନୃସିଂହପୁର ଠାରେ ଗତ ୧୮ ସେପ୍ଟେମ୍ବର ଠାରୁ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଚାମ୍ପିୟନଶିପ ୨୦୨୪-୨୫ ଆୟୋଜନ ହେଉଛି । ଏହି ଚାମ୍ପିୟନଶିପ ରେ ଉଭୟ ପୁରୁଷ ଓ

ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା

ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା ହୋଇଛି ।ବଲାଙ୍ଗିର ର ମାଧୁରୀ ମେହେଟା ଅଧିନାୟିକା ଓ ଢେଙ୍କାନାଳ ର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଙ୍କୁ ଉପଅଧିନାୟିକା ଭାବରେ ଦାୟିତ୍ୱ ମିଳିଛି । ଢେଙ୍କାନାଳ ର ସୁଶ୍ରୀ

କଟୁରୀ ହାଣି ବାପ ପୁଅ ଗିରଫ

ଭୁବନ ଥାନା ଅନ୍ତର୍ଗତ ବିଜ୍ଞାପିତ ଅଂଚଳ ପରିଷଦର ତେଲି ସାହିର ଜିତେନ୍ଦ୍ର ପୃଷ୍ଟି ନାମକ ଯୁବକ ତାଙ୍କ ପଡୋଶୀ ରଞ୍ଜନ କୁମାର୍ ପୃଷ୍ଟିଙ୍କୁ ଏକ କଟୁରୀ ଦ୍ଵାରା ଆକ୍ରମଣ କରିଥିଲେ। ରଜନଙ୍କ ଏତଲା କ୍ରମେ ଭୁବନ ପୋଲିସ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସଂପର୍କରେ ତଦନ୍ତ କରିଥିଲେ ।

ସ୍କୁଲରୁ ଚୋରିକୁ ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲରୁ ବାରମ୍ବାର ଚୋରି ହେଉଥିବା ଘଟଣାକୁ ନେଇ କୋମଳମତି ଛାତ୍ରଛାତ୍ରୀ ମାନେ ନ୍ୟାୟପାଇଁ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ରାସୋଳ ସର୍କଲ ନାଉକିଆରୀ ପ୍ରାଥମିକ

କାହା ସ୍ୱାର୍ଥରେ ବିଲ ମଝିରେ ନିର୍ମାଣ ହୋଇଛି ଲଷ୍ମୀ ବସଷ୍ଟାଣ୍ଡ

ହିନ୍ଦୋଳ ଉପଖଣ୍ଡ କଳିଙ୍ଗା ଗ୍ରାମପଂଚାୟତ ରେ କଳିଙ୍ଗା ଗ୍ରାମର ଏକ ବିଲ ମଝିରେ ଗୋଚର ଜାଗାରେ କାହା ସ୍ୱାର୍ଥ ରେ ନିର୍ମାଣ ହୋଇଛି ଲଷ୍ମୀ ବସ ଷ୍ଟାଣ୍ଡ, ଗୋଟିଏ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୫ ଲକ୍ଷ୍ୟ ଟଙ୍କା ରୁ ଅଧିକ ସରକାର ମଂଜୁର କରିଥିବା ବେଳେ ଏଠାରେ କେବଳ ଠିକାଦାର ଙ୍କୁ ସନ୍ତୁଷ୍ଟ

ଶିକ୍ଷକ ବଦଳି କୁ ନେଇ ବାହାଲୁଣ୍ଡା ପ୍ରାଥମିକ ବିଦ୍ୟାଳୟ ରେ ମହିଳା ମାନେ ପକାଇଲେ ତାଲା

ହିନ୍ଦୋଳ ଉପଖଣ୍ଡ ବାହାଲୁଣ୍ଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମସ୍ୟା କୁ ନେଇ ଆଜି ସେହି ଗ୍ରାମର ମହିଳା ମାନେ ବିଦ୍ୟାଳୟ ରେ ତାଲା ପକାଇ ବିଦ୍ୟାଳୟ ସଂମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ଯେ , ବାହାଲୁଣ୍ଡ ପ୍ରାଥମିକ ବିଦ୍ୟାଳୟ ରେ ୬୦ ଜଣ ଛାତ୍ର
error: Content is protected !!