News
lipub
samparksetu
Browsing Tag

#dhenkanal #dhenkanalupdate

ଟ୍ରକ୍ ସହିତ ପାଣି ଟ୍ୟାଙ୍କର ଧକ୍କା ,ଦୁଇ ଆହାତ

ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ କାମାକ୍ଷାନଗର ପଟୁ ଆସୁଥିବା ଏକ କୋଇଲା ବୁଝେଇ ଟ୍ରକ୍ ରାଜପଥ କାର୍ଯ୍ୟରେ କାର୍ଯ୍ୟରତ ଏକ ପାଣି ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଟ୍ରକ୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ।

ବିବାହକୁ କେନ୍ଦ୍ର କରି ବେକରେ ରଶି ଲଗାଇ ଆତ୍ମହତ୍ୟା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲ ପାଳ ଗ୍ରାମର ଶ୍ରୀଧର ପଣ୍ଡା ଙ୍କ କନ୍ୟା ସାଇଁ ସ୍ମିତା ପଣ୍ତା ଆଜି ଅପରାହ୍ନ ୫ଟା ସମୟରେ ଘର ବାରି ପଛପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରାଯାଇ ଥିବା ଜଣାଯାଇଛି। ଖବର ନେବାରେ ଜଣାଯାଏ ଯେ, ଉକ୍ତ ଗ୍ରାମର ଜଣେ ଗୋପାଳ ଜାତିର

ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ଗ୍ରାମବାସୀ ପକାଇଲେ ତାଲା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଆଖୁପାଳ ଗ୍ରାମର ଗ୍ରାମବାସୀ କହିବା ମୁତାବକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁମଣି ମାଝୀ ଓ ଶିକ୍ଷୟତ୍ରୀ ସୁକାନ୍ତି ପାତ୍ର ସଠିକ୍ ସମୟରେ ସ୍କୁଲକୁ ନ ଆସିବା ସହିତ ଠିକ୍ ଭାବରେ ପାଠ ପଢାଉ ନଥିବା ପିଲାମାନେ

ସରାଙ୍ଗ ଆଇ.ଜି.ଆଇଟି ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇ.ଜି.ଆଇଟି ହଷ୍ଟେଲ ଛାତ ରୁ ପଡି ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ଏବେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଛାତ୍ର ଜଣକ ହେଉଛନ୍ତି ମେଟାଲୋଜି ବିଭାଗ ର ଶେଷ ବର୍ଷ ର ଛାତ୍ର ସତ୍ୟମ ଖାଲକୋ

ବାଇକ ଦୁର୍ଘଟଣାରେ ୩ ଆହତ

କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଶାଗବାରି ଗ୍ରାମ ର ଶଙ୍କର ସିଦ୍ଧୁ (୩୦)ମମତା ବିରୁଆ (୧୩) ଏବଂ ମଙ୍ଗୁ କୁର୍ଲି (୨୦ ) ନିଜ ଘରୁ କାମାକ୍ଷାନଗର ଯାଉଥିବା ବେଳେ ଅନୁମାନିକ ସମୟ ପୂର୍ବାହ୍ନ ୧୧ ଟା ବେଳେ ବାଟଗାଁ ନିକଟ ରେ ଭାରସାମ୍ୟ ହରାଇ ତାଙ୍କ ବାଇକ ଟି ଦୁର୍ଘଟଣା

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ପାଞ୍ଚଟି ନୂତନ ଗୃହ ଉଦଘାଟନ

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳର ରେଞ୍ଜର ନୂତନ ଅଫିସ୍ ଗୃହ ସମେତ ଜଗ୍ନନାଥ ବଜାର, ଗୁଣ୍ଡିଚା ନାଳି ,ମୁକ୍ତାପସିର କାମର୍ଦା ଓ କାଦ ବସନ୍ତରେ ବିଟ ହାଉସ୍ ବନଖଣ୍ଡ ଅଧିକାରୀ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କର କାମ୍ପା ଅନୁଦାନ ଯୋଜନାରେ ୨୦୨୨ -୨୦୨୩ ଆର୍ଥିକ ବର୍ଷରେ

ବନ୍ଦ ଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର , ବୋହୂ ଫେରାର

ନିହଲପ୍ରସାଦ ଥାନା ଖଣ୍ଡବନ୍ଧ ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ବନ୍ଦ ଘରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିବାରିକ କଳହକୁ ନେଇ ତାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।ମୃତକ ଉକ୍ତ ଗ୍ରାମର ନରହରି ପ୍ରଧାନ (୬୦) ବୋଲି ଜଣାଯାଇଛି ।

ବନ୍ଦେ ଉତ୍କଳ ଜନନୀ

ବୁଲି ଆସିଲି ସାରା ଭାରତ ବର୍ଷକାହିଁ ନପାଇଲି ଏମିତି ପ୍ରଦେଶଯହିଁ ଇଷ୍ଟଦେଵ ଦେଉଳୁ ବାହାରିକରନ୍ତି ଭକତ ଜନମନ ତୋଷ। ଦେଖି ମୋ ରାଜ୍ୟର କିରତି କଳାବିଦେଶୀ ପର୍ଯ୍ୟଟକ ହୁଏ ବାଉଳାପ୍ରକୃତି କୃପଣ ନସାଜି ଲଦିଛିଝରଣା ନଦୀ ବନ ପର୍ବତମାଳା। ସମୁଦ୍ର ବୋଲାଏ ମହୋଦଧି ଏଠିଧୁଏ ମୋ

ବଜ୍ରପାତରେ ୩ ମେଣ୍ଢା ମୃତ

ଓଡ଼ିଶାରେ କାଳ ବୈଶାଖୀ ବର୍ଷା ଲାଗି ରହି ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ଖାଜୁରିଆ ଗ୍ରାମରେ ବଜ୍ରପାତରେ ଜଳଧର ବେହେରାଙ୍କ ତିନୋଟି ମେଣ୍ଢା ମୃତ୍ୟୁ ବରଣ କରିଛନ୍ତି ଏବଂ ଘଟଣା ସ୍ଥଳରେ ମେଣ୍ଢା ଚରାଉଥିବା ବେଳେ ମେଣ୍ଢା ମାଲିକ ଜଳଧର
error: Content is protected !!