News
lipub
samparksetu

୧୭ଦିନ ହେବ ନିଖୋଜ ଥିଲେ ;ଝୁଲନ୍ତା ଅବସ୍ଥାରେ ଜଙ୍ଗଲ ରୁ ମିଳିଲା ମୃତଦେହ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା କଣ୍ଟାପାଳ ଗ୍ରାମର ମନ୍ଦିର ମହାଖୁଡ଼ (୬୭) ଆଜିକୁ ପ୍ରାୟ ୧୭ଦିନ ହେବ ନିଖୋଜ ଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ମିଶି ବହୁତ ଖୋଜା ଖୋଜି ପରେ ଆଜି ତାଙ୍କର ମୃତଦେହ ତୁମୁସିଙ୍ଗା ଥାନା ମହୁଲଡଗର ନିକଟସ୍ଥ ରାଧିଗାଡ଼ ଜଙ୍ଗଲ

ଗୋହିରା ଅଣ୍ଡର ଗ୍ରାଉଣ୍ଡ ବୋରିଂ କାମ ବନ୍ଦ , ଶ୍ରମିକ ପାଇନାହାନ୍ତି ପାରିଶ୍ରମିକ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଠାରେ ନିର୍ମାଣାଧିନ ଗ୍ୟାସ ପାଇପ ଲାଇନର ଗୋହିରା ଅଣ୍ଡର ଗ୍ରାଉଣ୍ଡ ବୋରିଂ (ଟନେଲ)କାମ ବନ୍ଦ। ଠିକାଦାର ଟଙ୍କା ପାଇନଥିବାରୁ ଶ୍ରମିକମାନେ ମଧ୍ୟ ପାଇ ନାହାନ୍ତି ପାରିଶ୍ରମିକ। ଘଟଣାରୁ ପ୍ରକାଶ ଗେଲ ଇଣ୍ଡିଆ ପକ୍ଷରୁ ୨୦୧୮ ମସିହାରୁ ଗ୍ୟାସ

ଅଷ୍ଟମୀ ଭାରକୁ ନେଇ ବିଷ ପିଇଲେ ଦମ୍ପତି !

ପ୍ରଥମାଷ୍ଟମୀ ରେ ଅଘଟଣ , କୀଟନାଷକ ଓୌଷଧ ପିଇ ସ୍ବାମୀ ସ୍ତ୍ରୀ କଲେ ଆତ୍ମହତ୍ୟା ଉଦ୍ୟମ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୁରୁଗା ଗ୍ରାମରେ । ଖବର ନେବାରୁ ଜଣାପଡିଛି ଯେ ଗ୍ରାମର ସୁଜନ ନାଏକ (୪୦) ସ୍ତ୍ରୀ ମାନସୀ ନାଏକ (୩୫) । ଗତକାଲି ସନ୍ଧ୍ୟା ସମୟରୁ ଦୁହିଁଙ୍କ

ଭସାଣି ଉତ୍ସବରେ ଗଣ୍ଡଗୋଳ ୨ ଜଣଙ୍କ ମୁଣ୍ଡ ଫାଟିଲା;ଡିଜେ ଅଟକ, ୨ ଗିରଫ

ଭୁବନ ଏନଏସି ଚଣ୍ଡିକ ସାହି ର କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବ୍ରାହ୍ମଣୀ ଦେବୀ ଛକ ଠାରେ ଗଣ୍ଡଗୋଳ ଘଟି ୨ ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ଡିଜେ ଗାଡି କୁ ଅଟକ ରଖି ୨ଜଣଙ୍କୁ ଗିରଫ କରିଛି ପୋଲିସ । ଜାମିନ ଆବେଦନ ନାମଜୁର ହେବାରୁ ସେମାନଙ୍କୁ କାମାକ୍ଷାନଗର ଜେଲକୁ ପଠା ଯାଇଥିବାର

ପ୍ରଥମାଷ୍ଟମୀ ଭାବନା

ମାସ ମଧ୍ୟେ ସାର ମାସ ମାର୍ଗଶୀରଗୀତାରେ ଅମୃତ ବାଣୀକୃଷ୍ଣପକ୍ଷେ ସ୍ଥିତି ଆଦ୍ୟ ପ୍ରଥମୀଟିପବିତ୍ର ପ୍ରଥମାଷ୍ଟମୀ ।୧। ଜ୍ୟେଷ୍ଠ ଶ୍ରେଷ୍ଠ ପାଇଁ ସମର୍ପିତ ଏଇପ୍ରଥମକୁ ଶ୍ରେଷ୍ଠ ମାନିପ୍ରଥମର ସୁଖ ସଂସାରେ ଅଧିକଅନୁଭବେ ସର୍ବେ ଜାଣି ।୨। ପ୍ରତି ଗୃହେ ଗୃହେ ତାଙ୍କ ପୂଜା ହୁଏନବ ବସ୍ତ୍ରେ

ପରଜଙ୍ଗ କ୍ରିକେଟ କ୍ଲବର ଫାଇନାଲ ମ୍ୟାଚ ଅନୁଷ୍ଠିତ ,ସିଂହଡା ବିଜୟୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ପଞ୍ଚାୟତ ପରଜଙ୍ଗ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ପରଜଙ୍ଗ ଖେଳ ପଡିଆ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ କନ୍ତାଇପୂଟ ଟିମ୍ ଓ ସିଂହଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପାରିବାରିକ କଳହ ରୁ ଚାଲିଗଲା ଜୀବନ !

ଢ଼େଙ୍କାନାଳ ଜିଲ୍ଲା ତୁମୁସିଂହା ଗ୍ରାମ ର ମିଥୁନ ବେହେରା (୩୦) ନାମକ ଯୁବକ ଆଜି ସକାଳେ ଘରୋଇ କଳି ଯୋଗୁ ନିଜ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ଖବର ପାଇ ତୁମୁସିଂଗା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମିଥୁନ କୁ କାମାକ୍ଷାନଗର ମେଡିକାଲ କୁ ପଠାଇ ଥିଲେ। ଡାକ୍ତର ସେଠାର

ରାଜ୍ୟସ୍ତରୀୟ କଳାଉତ୍ସବରେ ଢେଙ୍କାନାଳରୁ ପାଞ୍ଚ ସାମିଲ

ରାଜ୍ୟସ୍ତରୀୟ କଳାଉତ୍ସବରେ ଢେଙ୍କାନାଳ ଜିଲ୍ଲାରୁ ପାଞ୍ଚଜଣଙ୍କୁ ଚୟନ କରାଯାଇଛି ସେମାନେ ହେଲେ ସୌମ୍ୟଶ୍ରୀ ପଟ୍ଟନାୟକ ,ବି .ବି .ହାଇସ୍କୁଲ ଲୋକ ନୃତ୍ୟରେ ପ୍ରଥମ ହୋଇ କେନ୍ଦ୍ରୀୟ ସ୍ତରକୁ ଚୟନ ହୋଇଛନ୍ତି ।ବର୍ଷା ପ୍ରିୟଦର୍ଶିନୀ ପତି ସୋଲ ଆକଟିଂଗରେ ଦ୍ୱିତୀୟ , ସରକାରୀ ବାଳିକା ଉଚ୍ଚ

ହାଇୱା ଧକ୍କା ରେ ୧୦୮ ଚେପା

୫୩ ନଂ ଜାତୀୟ ରାଜପଥ ରେ ବେପରୁଆ ଗାଡି ଚାଳନା ଯୋଗୁ ୧୦୮ ଆମ୍ବୁଲାନ୍ସ ଗାଡିକୁ ଧକ୍କା ଦେଇଛି ଏକ ପାଉଁଶ ବୋଝଇ ହାଇୱା ।ଫଳରେ ଜୀବନ ରକ୍ଷା କରିବାକୁ ଯାଇଥିବା କର୍ମଚାରୀ ଙ୍କ ଜୀବନ ସିନା ରକ୍ଷା ପାଇଯାଇଛି ହେଲେ ଚେପା ହୋଇଯାଇଛି ଆମ୍ବୁଲାନ୍ସ । ଘଟଣା ଟି ଘଟିଛି ଭୁବନ ଥାନା ଠାରୁ ମାତ୍ର

ଯୋଗ୍ୟତା ଅନୁସାରେ ଦରମା ସଂଶୋଧନ ଦାବି

ଢେଙ୍କାନାଳ ଜିଲ୍ଲା ଓଡ଼ିଶା ଅମଲା ସଙ୍ଘ ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନରେ ଯୋଗ୍ୟତା ଅନୁସାରେ ଦରମା ସଂଶୋଧନ ଦାବିରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଅ।ରେ ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅରୁଣ କୁମାର ବଳିଆରସିଂହଙ୍କ ନେତୃତରେ ଅନୁଷ୍ଠିତ
error: Content is protected !!