News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ଦିବ୍ୟଙ୍ଗଙ୍କୁ ମିଳୁନି ସରକାରୀ ସହାୟତା

ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ହରିଜନ ସାହିରେ ଅଭୟ ମଳିକ (୩୭) ଜଣେ ଦିଵ୍ୟାଙ୍ଗ ବ୍ୟକ୍ତି ହୋଇଥିଲେ ବି ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦୁଇ ବର୍ଷ ତଳେ ଏକ ଗାଡ଼ି ଦୁର୍ଘଟଣାରେ ସେ ଡାହାଣ ଗୋଡ଼ ହରାଇଥିଲେ । ବର୍ଷେ ହେବ ସରକାରଙ୍କ ପକ୍ଷରୁ ୮୦

ବସୁଧା ଯୋଜନା ଫେଲ୍‌ , ୨ମାସ ହେଲା ପାନୀୟ ଜଳ ପାଇଁ ନଦୀ ନାଳ ଉପରେ ଭରସା କରୁଛନ୍ତି ଗ୍ରାମବାସୀ

ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ଢେଙ୍କାନାଳ ଜିଲ୍ଲାର ଗଁଦିଆ

ପ୍ରଧାନ ଶିକ୍ଷକ ଙ୍କର ମନମୁଖୀ କାର୍ଯ୍ୟକୁ ନେଇ ଅଭିବାବକଙ୍କ ମଧ୍ୟରେ ଅସନ୍ତୋଷ

ଗଁଦିଆ ବ୍ଲକ ଅନ୍ତର୍ଗତ ପୋରୁହଖୋଜ ଗ୍ରାମ ପଂଚାୟତର ପୋରୁହଖୋଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସମ୍ପର୍କରେ ଅଭିବାବକ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ସୂଚନା ଅନୁଯାୟୀ , ପ୍ରତି ସରକାରୀ ଉଚ୍ଚ ଓ ପ୍ରାଥମିକ

କୂଅ ପାଣି ଭରସାରେ ସାହି ବାସିନ୍ଦା

ଢେଙ୍କନାଳ ଜିଲ୍ଲା ଭୁବନ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ରେ ସଙ୍କଟ ହେଉଥିବା ଦେଖିବାକୁ ମିଳିଛି I ଗ୍ରୀଷ୍ମ ଆରମ୍ଭ ରୁ ଉକ୍ତ ଗ୍ରାମକୁ ପାନୀୟଜଳ ଠିକ୍ ଭାବେ ଯୋଗାଣ ହେଉ ନଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଉକ୍ତ

ଦେହସାରା ବଢି ଚାଲିଛି ମାଂସ ପିଣ୍ଡୁଳା

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ୱlସ୍ଥ୍ୟସେବା ଯୋଗାଇବାକୁ କରିଛନ୍ତି ବହୁ ଜନକଲ୍ୟାଣକାରୀ ଯୋଜନା । କିନ୍ତୁ ଅନେକ କ୍ଷେତ୍ରରେ ଏହି ଯୋଜନା କେଵଳ ପ୍ରଚାର ପ୍ରସାର ରେ ସୀମିତ ରହୁଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମାଧପୁର ପଞ୍ଚାୟତ କନ୍ତକୁଳ ଗ୍ରାମର ଧବେଇ ସାହୁ

ମନରେଗା କାମ ମେସିନ୍ କରୁଥିବା ଅଭିଯୋଗ ଆଣିଲେ ଜବ କାର୍ଡ ଧାରୀ

କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଶ୍ରମିକମାନଙ୍କୁ ଶହେ ଦିନର କାମ ଦେବା ପାଇଁ ମନରେଗା ଯୋଜନା ରେ ଜବକାର୍ଡ ଧାରୀ ଙ୍କୁ କାମ ଯୋଗଦେଇଛନ୍ତି । ଯାହା ଦ୍ବାରା କି ଗରୀବ ପରିବାରର ଲୋକେ ଦାଦନ ଖଟିବାକୁ ନଯାଇ ନିଜ ଘର ପାଖରେ କାମ କରି ପରିବାର ପ୍ରତିପୋଷଣ ହୋଇ ପାରୁଛନ୍ତି । କିଛି କିଛି ଜାଗାରେ

ଖେଳିବା ପଢିବା ବୟସରେ ଜୀବନ ଜିଇବା ପାଇଁ ଟିକିର ସଙ୍ଘର୍ଷ

ଶୈଶବ ଅବସ୍ଥାରେ ଦଇବର ଦାରୁଣ ଦୁଃଖ।ଜୀବନ ଜିଇବା ପାଇଁ କରିବାକୁ ପଡୁଛି ସଙ୍ଘର୍ଷ।ବହି ଖାତ ଧରି ସ୍କୁଲ ବେଞ୍ଚରେ ବସୀ ପାଠ ପଢିବା ବଦଳରେ ଦିନ ରାତି ବିଛଣା ରେ କଟୁଛି ଜୀବନ।ଟଙ୍କା ନଥିବାରୁ ଚିକିତ୍ସାରେ ଅର୍ଥକ ସାଜିଛି ବାଧକ। ଏ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନେଶୀ ୨ ନମ୍ବର

ଅଗ୍ନୀ ବିପନ୍ନ ପରିବାରକୁ ଘର ପ୍ରଦାନ ଦାବି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବକ୍ଲ ମୁକ୍ତାପଶି ପଞ୍ଚାୟତ ପଥରଖମ୍ବ ଗ୍ରାମର ୨୪ଟି ପରିବାରଙ୍କର ଗତ ଫେବୃଆରୀ ୧୫ ତାରିଖରେ ନିଆଁ ଲାଗି ଘର ପୋଡି ଯାଇଥିବା ବେଳେ ଅଗ୍ନୀ ବିପନ୍ନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।

ପରିଣତ ବୟସରେ ଏକା କରିଦେଲେ ପୁଅବୋହୁ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ପଞ୍ଚାୟତର ନିବାରଣ ଦେହୁରୀ ଙ୍କ ସ୍ତ୍ରୀ ସୁଆଗି ଦେହୁରୀ ବୟସର ଅପରାହ୍ନରେ ଏବେ ବେସାହାରା। ପାଖରେ ଦୁଇ ପୁଅ ଏବଂ ନିଜ ସ୍ଵାମୀ ଥିଲେ ମଧ୍ୟ,ପୁଅ ଏବଂ ସ୍ଵାମୀଙ୍କ ଅଣଦେଖା ରେ ଏବେ ଏକୁଟିଆ ରହିବାକୁ ପଡ଼ୁଛି ବୃଦ୍ଧା ମାଉସୀ

ସ୍ୱଚ୍ଛତା ନାଁରେ ହରିଲୁଟ, ମାସମାସ ହେବ ସଫା ହେଉନି ଡ୍ରେନ

ସ୍ୱଚ୍ଛତା ନାରେ ହରିଲୁଟ ! କେବଳ କାନ୍ଥବାଡ଼ରେ ସ୍ୱଚ୍ଛତାର ଚିତ୍ର ଆଙ୍କି ମୁକସାକ୍ଷୀ ସାଜୁଛନ୍ତି ପୋୖରସଂସ୍ଥା। ସହରର ପୋତା ପଡିଥିବା ଡ୍ରେନ ଗୁଡିକ ଦେଖି ସହରରେ ପୌର ସଫେଇ ଠିକା ସଂସ୍ଥା କେତେଯେ ତତତ୍ପର ତାହା ଜାଣି ପାରୁଥିବେ । ଏଭଳି ଏକ ସ୍ଥାନ ହେଉଛି ସହର ରୁ ଢେଙ୍କାନାଳ ରେଳ
error: Content is protected !!