News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ହିନ୍ଦୋଳରେ ଶୋଚନୀୟ ଅବସ୍ଥାରେ ପ୍ରାଣୀ ସହାୟକ କେନ୍ଦ୍ର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅବ୍ୟବସ୍ଥା ସୁଧୁରିବାରେ ନାହିଁ । ମଣିଷଙ୍କ ସମେତ ପଶୁଧନର ସ୍ୱାସ୍ଥ୍ୟ ସେବା ଚିର ଅବହେଳିତ । ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଦୀର୍ଘବର୍ଷ ଧରି ଗାଦି ମାଡିବସି ଏକଚାଟିଆ ରାଜ କରି ସ୍ୱାସ୍ଥ୍ୟ ସେବାରେ ଚରମ ଅବହେଳା କରୁଥିବା ଦେଖିବାକୁ ମିଳିଛି।

ଗାଁକୁ ନାହିଁ ଭଲ ରାସ୍ତା ,ଗ୍ରାମବାସୀ ହନ୍ତସନ୍ତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନ ବେଳେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ ନିର୍ବାଚିତ ପ୍ରତିନିଧିମାନେ ଭୁଲି ଯାଆନ୍ତି ପ୍ରଜା ମାନଙ୍କୁ।

ରାସ୍ତା ପାଲଟିଛି ମରଣ ଯନ୍ତା

ଲୋକମାନଙ୍କର ଯାତାୟତ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ଲାଞ୍ଚଖୋର ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ନିମ୍ନ ମାନର କରି ବିଲ୍ କରି ହଡପ କରୁଛନ୍ତି। କାମ ଆରମ୍ଭରୁ ଶେଷ କରିବା ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି

ଜିରାଳ ର ଏକ ଅନୁଷ୍ଠାନରେ ନାମ ନ ଲେଖାଇବାକୁ ବି.ଇ.ଓଙ୍କ ଚିଠି ଭାଇରାଲ

କେନ୍ଦ୍ରୀୟ ଶିକ୍ଷା ମାଧ୍ୟମିକ ବୋର୍ଡ (ସିବିଏସଇ)ର ସହବନ୍ଧିତ ଆଇନ ୨୦୧୮ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ଘରୋଇ ବିଦ୍ୟାଳୟ ଖୋଲିବା ପାଇଁ ଟ୍ରଷ୍ଟରେ ଗୋଟିଏ ପରିବାରର ଏକାଧିକ ସଦସ୍ୟ ରହିପାରିବେ ନାହିଁ । ଏହାବାଦ ନନପ୍ରଫିଟ ଶିକ୍ଷାନୁଷ୍ଠାନ ଭାବରେ ସ୍କୁଲଗୁଡ଼ିକ ପଞ୍ଜୀକରଣ ହେଉଛି ସତ,

ସ୍ୱପ୍ନ ପାଲଟିଲା ସ୍ୱାସ୍ଥ୍ୟ ବିଭାଗର ସପ୍ତରଙ୍ଗ ବେଡ଼ସିଟ, ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ…

ସପ୍ତାହକୁ ପଡିବ ସାତ ରଙ୍ଗର ବେଡ଼ସିଟ ଦିନ ଅନୁଯାୟୀ ଆସିବ ନୂଆ ବେଡ଼ସିଟ ଏବଂ ବଦଳିବ ପୁରୁଣା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ମଳ ଯୋଜନା ଅନୁଯାୟୀ କିଛି ଏଭଳି ନିୟମ ଲାଗୁ କରାଯାଇଛି। ହେଲେ ଏହାର ବିପରୀତ ବ୍ୟବସ୍ଥା ଦେଖାଯାଇଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର

ଜାତୀୟ ରାଜପଥ ଦେଉଛି ଯମଯନ୍ତ୍ରଣା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ହିନ୍ଦୋଳ ରୋଡ ବଜାର ନିକଟସ୍ଥ ପୋଡାପଡା ଠାରେ ନିର୍ମାଣଧୀନ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ ର ଅହେତୁକ ବିଳମ୍ବ ସହିତ ଠିକାଦାର ଯେଉଁ ସର୍ଭିସ୍ ରୋଡ କରିଛନ୍ତି ତାହା ମରାମତି କରାଯାଉନଥିବାରୁ ସେହି ଖାଲଖମଣ ରାସ୍ତାରେ ଅନେକ

ଜୀବିତକୁ ମୃତ ଦର୍ଶାଇ କରାଯାଉଛି ରାସନ୍ କାର୍ଡ୍

ହିନ୍ଦୋଳ ଯୋଗାଣ ବିଭାଗ କେତେବେଳେ ଜୀବିତକୁ ମୃତ ଦର୍ଶାଇ ରାସନ୍ କାର୍ଡ୍ କାହାର କାଟି ଦେଉଛି, ତ ପୁଣି କେତେବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶାଇ ରାସନ୍ କାର୍ଡ୍ କାଟି ଦେଉଛି ତ ଆଉ କେତେବେଳେ ନେତାଙ୍କୁ ଖୁସିକରିବାକୁ ବେଆଇନ ଭାବରେ ଡିଲର ଉଛେଦ କରୁଛନ୍ତି। ଯୋଗାଣ ବିଭାଗର ଏପରି

ପାଣି ପାଇଁ ରାଜରାସ୍ତାରେ ମହିଳା

ସ୍ୱାସ୍ଥ୍ୟ,ଶିକ୍ଷା,ଗମନାଗମନ,କୃଷି,ପାନୀୟଜଳ,ବିଦ୍ୟୁତ,ହାତୀ ସମସ୍ୟା ଭଳି ଅନେକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଜନସାଧାରଣ।ଏବେବି ବିକାଶଠାରୁ ଅନେକ ଦୁରରେ ହିନ୍ଦୋଳ ।ଯାହାର ନଗ୍ନଚିତ୍ର ଆଜି ଦେଖିବାକୁ ମିଳିଛି ଉପଖଣ୍ଡରେ। ଖବରରୁ ଅନୁଯାୟୀ , ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଂଚାୟତର

ଜଳ କଷ୍ଟ ଭୋଗୁଛନ୍ତି ବାର୍ଷୀଙ୍ଗା ଜଗନ୍ନାଥପୁର ବାସିନ୍ଦା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଷିଙ୍ଗା ଜଗନ୍ନାଥପୁର ସାହିରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବାବେଳେ ଜନସଂଖ୍ୟା ୫୦୦ ରୁ ଅଧିକ। ଏହି ୫୦୦ ଲୋକଙ୍କ ପାଇଁ ବସ୍ତିରେ ଦୁଇଟି ନଳକୂପ ଥିବାବେଳେ ବସ୍ତି

ପଶାସିଂ ଗାଁ’ରେ ପାନୀୟଜଳ ସାତସପନ

ଆଧୁନିକ ଯୁଗରେ ପାନୀୟଜଳ ପାଇଁ ଗାତ ଓ ଚୁଆ ପାଣି ଉପରେ ନିର୍ଭରଶିଳ ପଶାସିଂ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡାପଡ଼ା ବ୍ଲକ ସଦାଶିବପୁର ପଂଚାୟତ ପଶାସିଂ ଗ୍ରାମରେ। ଗ୍ରାମରେ ପାନୀୟଜଳ ଯୋଗାଣ
error: Content is protected !!