Browsing Category
ଅଞ୍ଚଳ ସମସ୍ୟା
ଅସ୍ତିତ୍ୱ ଖୋଜୁଛି ସାହିଦ ବାଜି ରାଉତଙ୍କ ଗାଁ ; ଭାଙ୍ଗିଗଲା ସ୍ମୃତିସ୍ତମ୍ଭ ,କୂଳ ଖାଉଛି ବ୍ରାହ୍ମଣୀ
ଭୁବନ ବ୍ଳକ୍ ମହୁଲପାଳ ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ସହିଦ ବାଜିରାଉତ ଙ୍କ ଗାଁ ଭାବରେ ପରିଚିତ । ବ୍ରାହ୍ମଣୀ ନଦୀତଟରେ ଗଢି ଉଠିଥିବା ଏହି ଗାଁର ଲୋକସଂଖ୍ୟା ଏବେ ୨ହଜାର ରୁ ଅଧିକ । ୧୯୩୮ ମସିହାରେ ଇଂରେଜ ଙ୍କ ଗୁଳିରେ ବାଜି ରାଉତ ଙ୍କ ସମେତ ୬ଜଣ ଏହି ଗାଁର ସହିଦ ହୋଇଥିଲେ । ଇତି ମଧ୍ୟରେ!-->…
ବିପଦ ସଙ୍କୁଳ ଅବସ୍ଥାରେ ଦୁଇଟି ବିଦ୍ୟୁତ ସବଷ୍ଟେସନ
ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକର ଦୁଇଟି ସବଷ୍ଟେସନ ଅବ୍ୟବସ୍ଥା ରେ ରହିଛି I ଜାତିୟରାଜପଥ ୫୩ କଡରେ ଥିବା ଦୟାଣାବିଲି ସବ ଷ୍ଟେସନର ଘରଛାତରୁ ପାଣି ପଡ଼ିବା ସହ କାନ୍ଥ ଫାଠିକି ଆଁ କଲାଣି । ପାଚେରି ନଥିବାକାରଣରୁ ବିପଦରେ ଗୃହପାଳିତ ପଶୁ ପକ୍ଷୀ ଓ ପାଖରେ ବିଦ୍ୟାଳୟ ଥିବାରୁ ବିଦ୍ୟାଳୟର ଛାତ୍ର!-->…
ଭଙ୍ଗା ପୋଲ ଉପରେ ରାସ୍ତା ପଲଟିଛି ବିଦ୍ୟୁତ୍ ଖୁଣ୍ଟ !
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମରେ ପୋଲ ଭାଙ୍ଗିଯିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଗ୍ରାମବାସୀ I ଡମଶାଳ ନଦୀର କୁ ଯିବାଆସିବା,ଚାଷ ପାଇଁ ବିଲ କୁ ଯିବାଆସିବା ଏବଂ ପାର୍ଶ୍ଵରେ ଏକ ମନ୍ଦିର ଥିବାରୁ ଏହି ପୋଲ ଉପରେ ଦୈନିକ ଗ୍ରାମବାସୀ ଛୋଟରୁ ବୁଢ଼ା!-->…
ଉଦ୍ଘାଟନ ପରଠାରୁ ଆମ୍ବବାହାଳୀ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଝୁଲୁଛି ତାଲା !
ଆମ୍ବବାହାଳୀ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଉଦ୍ଘାଟନ ହେବା ପରଠାରୁ ଝୁଲୁଛି ତାଲା ।ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଭତ ବାଇଁଶିଆ ଗ୍ରାମପଞ୍ଚାୟତର ଆମ୍ବବାହାଳୀ ଠାରେ ଲୋକଙ୍କ ଉଦ୍ୟମରେ ୧୯୯୦ ମସିହାରେ ସ୍ବାସ୍ଥ୍ୟକେନ୍ଦ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଇଥିଲା। ଏଥିପାଇଁ ଲୋକେ!-->…
ମେରୁଦଣ୍ଡ ଭାଙ୍ଗି ଶଯ୍ୟାଶାୟୀ ପ୍ରତିମା !
କୂଅରେ ପଡ଼ି ମେରୁଦଣ୍ଡ ଭାଙ୍ଗି ଯୁବତୀ ଶଯ୍ୟାଶାୟୀ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଥରକଟା ଗ୍ରାମରେ ।
ଗ୍ରାମର ଭରତ ଦେହୁରୀଙ୍କ ବଡ଼ ଝିଅ ପ୍ରତିମା ଦେହୁରୀ (୩୨) ।ଆଜକୁ ଷୋହଳ ବର୍ଷ ତଳେ ନିଜ!-->!-->!-->…
ଅବହେଳିତ ଜନ୍ତରୀ ବୋଲ ବୋଲ ତାରିଣୀ ପୀଠ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାନପୁର। ପଞ୍ଚାୟତ ଜନ୍ତରୀ ବୋଲ ଠାରେ ୧୯୮୯ ମସିହା ଠାରୁ ଏକ ସୁନ୍ଦର ମନୋରମ ପରିବେଶ ଭିତରେ ଏକ ତାରିଣୀ ପୀଠଟିଏ ଅଛି । କାହିଁ କେତେ କାଳରୁ ବିରାଟ ବଡ଼ ବରଗଛ ମୂଳେ ହିଁ ମା' ଙ୍କ ସଂପୂର୍ଣ୍ଣ ପୀଠ। ଏଠି ମା' ଙ୍କ ର ଆବିର୍ଭାବ କାରଣ ରୁ ବହୁ!-->…
ସୁରକ୍ଷା କର୍ମଚାରୀଙ୍କୁ ମିଳୁନି ଦରମା; ଶୁଣିଲେନି ଜିଲ୍ଲା ଶ୍ରମ ଅଧିକାରୀ,ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ
ପେଟ ଚାଖଣ୍ଡକ ପାଇଁ ଗରିବ ନିରୀହ ଲୋକମାନେ କେଉଁଠି ସେକୁରିଟି ଗାର୍ଡ ତ କେଉଁଠି ଛୋଟ ମୋଟ କାମ କରୁଛନ୍ତି l କିନ୍ତୁ ସେମାନଙ୍କୁ କାମ ଦେଉଥିବା ଲୋକ କିମ୍ବା ସିକୁରିଟି ସଂସ୍ଥାର ମlଲିକମାନେ ଠିକ୍ ସମୟରେ ପାଉଣା ଦେଉନାହାନ୍ତି l ସେହିପରି ଭୁବନ ବ୍ଲକ ଦିଘୀ ଗ୍ରାମର ବାସୁଦେବ ରାଉତ ଗତ ୪ ମାସ!-->…
ଗଁଦିଆ ରୁ ସନ୍ଥସରା ରାସ୍ତା ପାଲଟିଛି ମରଣ ଯନ୍ତା
ଢେଙ୍କାନାଳ ଜିଲ୍ଲା ଗଁଦିଆ ରୁ ସନ୍ଥପୁର ଭାୟା ସନ୍ଥସରା ଦେଇ ଯାଇଥିବା ଆରଡ଼ି ରାସ୍ତା ଟି ଏବେ ମରଣ ଯନ୍ତା ପାଲଟିଛି । ଅସରାଏ ବର୍ଷା ହେଲେ ରାସ୍ତାରେ ଗମନା ଗମନ ରେ ଅସୁବିଧା ହେବାରେ ଆଶଙ୍କା ରହିଛି ।
ଏହି ରାସ୍ତା ଟି ଉପରେ ୬ ଗୋଟି ପଞ୍ଚାୟତ ର ଜନସାଧାରଣ ଦୈନ୍ୟଦିନ ଗଁଦିଆ ବ୍ଲକ,!-->!-->!-->…
ଗଁଦିଆ ଅଂଚଳରେ ଡାକସେବା ବିଫଳ
ଗଁଦିଆ ଉପ ଡାକଘର ଅଧିନରେ ଥିବା ୨୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଗ୍ରାମାଞ୍ଚଳରେ ରହିଥିବା ଡାକଘର ଭାରତ ସରକାରଙ୍କର ସଂସ୍ଥା ହୋଇଥିବା ବେଳେ ଦିନକୁ ଦିନ ଏଥିରେ ଥିବା କର୍ମଚାରୀଙ୍କ ଖାମଖିଆଲି ମନୋଭାବ ହେତୁ ଡାକସେବା ଯୋଗାଇବାରେ ଏହା ବିଫଳତାର ଶିର୍ଷରେ ପହଞ୍ଚି ଗଲାଣି ।
ସୂଚନାଯୋଗ୍ୟ!-->!-->!-->…
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୁ ଜଣେ ଅସହାୟ କ୍ୟାନସର ପୀଡିତ ଆଜି ଉପଜିଲ୍ଲାପାଳ ଙ୍କୁ ତାଙ୍କ ଚିକିତ୍ସା ପାଇଁ ନିବେଦନ କରିଛନ୍ତି । ହିନ୍ଦୋଳ ବ୍ଲକ ବଡ଼ିବାହାଳ ଗ୍ରାମର ବାବୁଲି ନାୟକ(୪୨ ) ଆଜକୁ ଦୁଇବର୍ଷ ତଳେ ଟ୍ୟୁମର ଯୋଗୁଁ ଅପରେସନ ହୋଇଥିଲେ ମାତ୍ର କିଛିଦିନ ପରେ ଏହା କ୍ୟାନ୍ସର ଆଡକୁ!-->…