News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

କାର୍ଯ୍ୟ ନକରି ଫଳକରେ ଲୁଟିନେଲେ ଲକ୍ଷାଧିକ ଟଙ୍କା!

ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଏହାକୁ କିପରି ବୃଦ୍ଧି କରିହେବ ସେଥିପାଇଁ ମୁକ୍ତା ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି ଯୋଜନାରେ କାମ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। କେଉଁଠି କାର୍ଯ୍ୟ ନକରି ଫଳକରେ ଲୁଟିଛନ୍ତି କେଉଁଠି ନିଜ

ଅସ୍ଥାୟୀ ଘରେ ଚାଲୁଛି ତୁମୁଁସିଙ୍ଗା ହୋମିଓପାଥିକ ମେଡ଼ିକାଲ

ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅସ୍ଥାୟୀ ଘରେ ଚାଲୁଛି ତୁମୁଁସିଙ୍ଗା ହୋମିଓପାଥିକ ମେଡ଼ିକାଲ। ଗୋଟିଏ ପରେ ଗୋଟିଏ ଠିକଣା ବଦଳିଛି ହେଲେ ସ୍ଥାୟୀ ଠିକଣା ମିଳି ପାରି ନାହିଁ। ଦୁଇ ବର୍ଷ ତଳେ ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ବିଭାଗ ଯୁଦ୍ଧକାଳୀନ

ସଡ଼କ ଦୁର୍ଘଟଣାରେ ଆହତ ଅଥାନି ; ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ

ସରକାର ସ୍ୱାସ୍ଥ୍ୟ ସେବାରେ ବିଭିନ୍ନ ଯୋଜନା କରୁଥିବା ବେଳେ ଗତ ୨୨ ତାରିଖ ରବିବାର ଦିନ ଓଡାପଡା ବ୍ଲକ ଖୁଣ୍ଟଝରୀ ପଞ୍ଚାୟତ ବଳଭଦ୍ର ପୁର ଗ୍ରାମର ଋଷିମଣୀ ବେହେରାଙ୍କ ପୁଅ ଅଥlନି ବେହେରା (୨୩) ପରଜଙ୍ଗ ରୁ ଫେରିଲା ବେଳେ କାମାକ୍ଷାନଗର ଆଳତୁମା ସ୍ଥିତ ରାମିଆଳ ସେତୁ ନିକଟ ରେ ଏକ ମର୍ମନ୍ତକ

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ;ଡେଙ୍ଗୁ ଭୟରେ ଭୁବନ ଅଞ୍ଚଳବାସୀ

ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଡ୍ରେନ ପୋତା ପଡି ବର୍ଷା ପାଣି ରାସ୍ତାକୁ ଉଛୁଳି ମାଡୁଛି। ବିଭିନ୍ନ ସ୍ଥାନ ଅଳିଆ ଆବର୍ଜନାରେ ଭରି ପଡିଛି। ଡ୍ରେନ ସଫା

ଢେଙ୍କାନାଳ ଜିଲ୍ଲାରେ ଅଭିଯୋଗ କ୍ଷେତ୍ରରେ ହେବ ଡିଜିଟାଲାଇଜେସନ, ହାତ ପାହାନ୍ତାରେ ଅଭିଯୋଗ ଦେଇପାରିବେ ଜିଲ୍ଲାବାସୀ ;…

କରୋନା ମହାମାରୀ ସମୟରେ ଜନସାଧାରଣ ମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ବିଶେଷ କରି ଗ୍ରାମାଞ୍ଚଳ ରେ ରହୁଥିବା ଜନ ସାଧାରଣ ନାହିଁନଥିବାର ଅସୁବିଧା ଭୋଗୁଛନ୍ତି । ତେବେ ଏହି ସମସ୍ୟାର ସମାଧାନ ବାଟ କାଢ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ଟ୍ୱିଟର ଆସୋସିଏସନ । ଡିଜିଟାଲ ପନ୍ଥା ଜରିଆରେ

ଟଙ୍କା ନଦେଲେ ମିଳୁନି ଘର !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ୍ ଅନ୍ତର୍ଗତ ବହଣ୍ଡେଇ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନଦେବାରୁ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ପଡିଛି ବୋଲିହିତାଧିକାରୀ ଲିଖିତ ଭାବରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗୁଣୁଦେଇ ପଞ୍ଚାୟତ

ସରକାରୀ ସହାୟତା ଶ୍ରୀବତ୍ସ ଙ୍କ ପାଇଁ ସାତ ସପନ

ବିକାଶ ନାଁ ରେ ଡିଣ୍ଡିମ ପିଟୁଥିବା ସରକାର ଲୋକଙ୍କ ସମସ୍ୟା ସମାଧାନ ପ୍ରତି କେତେ ପ୍ରତିଶ୍ରୁତି ବଦ୍ଧ ତାହା ସନ୍ଦେହ ସୃଷ୍ଟି କରୁଛି। ଭିନ୍ନକ୍ଷମ, ବୟୋଜ୍ୟେଷ୍ଠ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ଘୋଷଣା ପରେ ଘୋଷଣା କରୁଥିଲେ ମଧ୍ୟ ଆଜି ବି ସେମାନେ ଦୁଃସ୍ଥ ଦୟନୀୟ

ଶୋଚନୀୟ ହୋଇପଡିଛି ଅରାଚୁଆ ଗାଁ ରାସ୍ତା

ରାସ୍ତା କହିଲେ ଭୁଲ ହେବ ବୋଧେ! ଚାଷ ଜମି ପରି ମନେହେଉଛି। ଗଁଦିଆ ବ୍ଲକର ମଠତେନ୍ତୁଳିଆ ପଞ୍ଚାୟତର ଅରଚୁଆ ଗ୍ରାମର ଏହି ରାସ୍ତା। ଏହି ରାସ୍ତା ଉପରେ ନୂଆ ଅରାଚୁଆ, ନୀଳକଣ୍ଠ ପୁର, ବରପାଳ, ଜମ୍ବୁ, ବରନାଳୀ ପରି ପାଞ୍ଚଟି ଗାଁ ର ଲୋକ ନିର୍ଭର କରିଥାନ୍ତି। ବର୍ଷା ଦିନ ଆସିଲେ ଆମ୍ବୁଲାନ୍ସ

ଏପଟେ ଗାଈ ସେପଟେ ମଣିଷ,ମିଳିଲାନି ପକ୍କା ଘର,ଗୁହାଳ ରେ ରହୁଛନ୍ତି ଅସହାୟ ପରିବାର!

ଅସହାୟ ଅବସ୍ଥାରେ ରହୁଛନ୍ତି ବାପ ଝିଅ। ଘର ଖଣ୍ଡିଏ ନଥିବା ହେତୁ ଗୁହାଳ ଘରେ ଗୋରୁ ଗାଈମାନଙ୍କ ସହ କଟୁଛି ଜୀବନ। ଏପରି ଏକ ଘଟଣା ଓଡାପଡା ବ୍ଲକ କୁସୁପଙ୍ଗା ପଞ୍ଚାୟତରେ ଦେଖିବାକୁ ମିଳିଛି।ସରକାର ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେଉଥିବା କଥା ଡିଣ୍ଡିମ ପିଟୁଥିବା ବେଳେ ସେପଟେ କିନ୍ତୁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହେଲା ଟଙ୍କା ବି ଉଠିଲା ହେଲେ ପ୍ରକୃତ ହିତାଧିକାରୀଙ୍କୁ ନା ମିଳିଛି ଘର ନା ମିଳିଛି…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ପଞ୍ଚାୟତର କନ୍ତିଓପୁଟସାହି ଗାଁ ର ଏପରି ଜଣେ ହିତାଧିକାରୀ ହେଉଛନ୍ତି ପ୍ରସନ୍ନ ବେହେରା ପିତା ଥାୟା ବେହେରା। ପଞ୍ଚାୟତ ଅଫିସ୍ କାନ୍ଥ ରେ ବଡ଼ ବଡ଼ ଅକ୍ଷରରେ ହିତାଧିକାରୀଙ୍କ ନାମ ଲେଖାହୋଇଛି। ତାଙ୍କର PMAY ID No
error: Content is protected !!