Browsing Category
ଢେଙ୍କାନାଳ ଖବର
ପୋଖରୀ ରେ ବୁଡ଼ି ଦିନମଜୁରିଆ ଙ୍କ ଚାଲିଗଲା ଜୀଵନ !
ଢେଙ୍କାନାଳ ଟାଉନ ଥାନା ଜୟଗୋପାଳ ସାହି ଗୋପାଳସାଗର ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଉକ୍ତ ସାହିର କୁମର ବେହେରା (୪୭) ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟାରେ ସେ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ନଫେରିବାରୁ ପରିବାର ଲୋକେ!-->!-->!-->…
ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଡୋଲିଆ ଗୋବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନନ୍ତ କିଶୋର ପ୍ରଧାନ ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ପୁରାତନ ଛାତ୍ର ଓ ଗ୍ରାମବାସୀ ବୃନ୍ଦ।
ଏଥିରେ ମୁଖ୍ୟ ଅତିଥି ଭାବେ ବାମ ଗ୍ରାମ ପଂଚାୟତ ର ସରପଞ୍ଚ!-->!-->!-->…
କଟକ ଜଗତପୁର ଅଞ୍ଚଳର ନରହନ୍ତା ଏବେ ଢେଙ୍କାନାଳ ର ଅତିଥି !
କଟକ ଜଗତପୁର ଅଞ୍ଚଳରେ ବାଟବଣା ହୋଇ ସହର ଭିତରକୁ ଚାଲି ଆସିଥିବା ହାତୀ ରାସ୍ତା ଉପରେ ବୁଲିବା ସହ ଉତ୍ପାତ ମଚାଇଥିଲା । ସହର ଭିତରେ ଘର ଦ୍ୱାରା ଓ ଗାଡି ଭଙ୍ଗାରୁଜା କରିବା ସହ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଆତଙ୍କ ସୃଷ୍ଟି ହେବା ପରେ ହାତୀକୁ ଘଉଡାଇବା ପାଇଁ!-->!-->!-->…
ଢେଙ୍କାନାଳ ଖମାରସାହି ଆଶ୍ରମ ବିଦ୍ୟାଳୟ ଭାଙ୍ଗିବାକୁ ନେଇ ଉତ୍ତେଜନା
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ସହରର ଦକ୍ଷିଣ କାଳୀ ସ୍ଥିତ ଖମାର ସାହି ଆଶ୍ରମ ବିଦ୍ୟାଳୟ ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଉଚ୍ଛେଦ ପାଇଁ କୋର୍ଟ ଦ୍ବାରା ନିଯୁକ୍ତ ଅମିନ କମିଶନଙ୍କ ସହିତ ପୋଲିସ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ତେବେ ଆଜି!-->…
ଓଡିଶା ନାଟ୍ୟ ସଂଘ ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତ ଭବନ ଠାରେ ଜିଲ୍ଲା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୂମିକା ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ସଂଯୋଜକ ନାଟ୍ୟକାର ମଧୁସୂଦନ ଷେଣ୍ଢ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ!-->…
କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ
କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସମସ୍ତ କର୍ମକର୍ତା ଆଜି କଙ୍କଡାହାଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁଙ୍କୁ ସଂଘ ସଭାପତି ଇଂ ରାଜେଶ କୁମାର ଦେହୁରୀଙ୍କ ନେତୃତ୍ୱରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।
କଙ୍କଡାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବାରୁ!-->!-->!-->…
୩ଦିନ ପରେ ନିଖୋଜ ନିର୍ମଳଙ୍କ ଗଳିତ ଶବ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁ୍ର ଗ୍ରାମର ନିଖୋଜ ନିର୍ମଳ ସାହୁ (୫୭)ଙ୍କ ଗଳିତ ମୃତଦେହ କୁ ଆଜି ଗଁଦିଆ ଅଗ୍ନିଶମ ବାହିନୀ ଓ ଢେଙ୍କାନାଳ ଓଡ୍ରାଫ ଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରିଛନ୍ତି
। ଗାଧୋଇ ଯାଇ ନିଖୋଜ ହେବା ସଂଦେହ କରି ପରିବାର ଲୋକେ ପ୍ରଥମେ ଗଁଦିଆ!-->!-->!-->…
ବସ ଟ୍ରକ ମୁହାଁ ମୁହିଁ ଧକ୍କା ; ୨ ଗୁରୁତର ଆହତ
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଦୁଦୁରୁକୋଟ ରାମଚଣ୍ଡୀ ଛକ ଠାରେ ଆଜି ସକାଳ ୭ .୧୦ ମିନିଟ ସମୟରେ କଳାଠାକୁର ନାମକ ଯାତ୍ରୀ ବାହି ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୨ଜଣ ଗୁରୁତର ଆହତ ହୋଇଥିବାର ଜଣା ପଡିଛି ।
ବସରେ ପ୍ରାୟ ୭ ରୁ ୮ ଜଣ ଥିବା!-->!-->!-->…
ଦନ୍ତା ଆକ୍ରମଣରେ ଚାଲିଗଲା ସ୍ଵାମୀ ର ଜୀଵନ , ସ୍ତ୍ରୀ ଗୁରୁତର
ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସିନାଳୀ ଗ୍ରାମରେ ହାତୀ ଆତଙ୍କ । ହାତୀ ଆକ୍ରମଣର ଶିକାର ହେଲେ ଦମ୍ପତି, ଆକ୍ରମଣ ରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତ୍ତର । ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ସାହିରେ ଏଭଳି!-->…
ହାତୀ ଙ୍କ ଉପଦ୍ରଵ କୁ ନେଇ ଚିନ୍ତାରେ ଚାଷୀ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ମାଧମୁଣ୍ଡା ଗ୍ରାମ ଓ ରୋଡଙ୍ଗ ଗ୍ରାମ ର ପଡିଆ ସାହି ଚାଷୀ ମାନଙ୍କ ଧାନ ବିଲରେ ହାତୀ ପଲ ପଶି ଆତଙ୍କ ରାଜ ଚଳାଇଛନ୍ତି । ଚାଷୀ ମାନଙ୍କ ୫ ଏ କର ଜମି କୁ ନଷ୍ଟ କରିଥିବା ସୂଚନା ରହିଛି।
ପ୍ରକାଶ ଥାଉକି ,ମାଧମୁଣ୍ଡା ଓ ରୋଡଙ୍ଗ!-->!-->!-->…