News
lipub
samparksetu
Browsing Category

ଢେଙ୍କାନାଳ ଖବର

ଢେଙ୍କାନାଳ ଷ୍ଟେସନର ହେବ ନବୀକରଣ, ସମ୍ବଲପୁର ରୁ ଢେଙ୍କାନାଳ ଦେଇ କଲିକତା କୁ ଯୋଡି ହେବ ରେଳସେବା

ଢେଙ୍କାନାଳ ଅର୍ଥନୀତି ରେ ଯୋଡ଼ିହେବ ନୂଆ ଅଧ୍ୟାୟ, ଜିଲ୍ଲାରେ ଥିବା ବିଭିନ୍ନ ଷ୍ଟେସନ ଗୁଡିକ ରେ ମିଳିବ ଅତ୍ୟାଧୁନିକ ସେବା । ଢେଙ୍କାନାଳ ଦେଇ ଯିବ କଲିକତା କୁ ଟ୍ରେନ । କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ

ପାର୍ବଣ ଆରମ୍ଭ ରୁ ଅଶାନ୍ତ ଢେଙ୍କାନାଳ, ରାତି ଅଧିଆ ଫୁଟିଲା ଗୁଳି

ପାର୍ବଣ ଋତୁ ଆରମ୍ଭରୁ ଅଶାନ୍ତ ହେଲାଣି ଶାନ୍ତିର ସହର । ରାତି ଅଧିକା ଫୁଟୁଛି ଗୁଳି ସହରରେ ବୁଲୁଛି ବେଆଇନ ବନ୍ଧୁକ, ଧଳା ଜହର ରେ ମାତିଛନ୍ତି ଯୁବଗୋଷ୍ଠୀ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଫୁଟିଲା ଗୁଳି । ଗତକାଲି ରାତିରେ ୩ ଦୁର୍ବୃତ୍ତ

ଡଉଁରିରେ ନାଳରେ ଭାସିଯାଇ ବ୍ୟକ୍ତି ନିଖୋଜ

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁରୁ ଗ୍ରାମ ର ଜଣେ ବ୍ୟକ୍ତି ନିକଟସ୍ଥ ଡଉଁରିରେ ନାଳରେ ଭାସିଯାଇ ନିଖୋଜ ଥିବା ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ହେଲେ ସଂଧ୍ୟା ସୁଦ୍ଧା କୈାଣସି ଖୋଜଖବର

କଲେଜରେ ବୁଲିଲା ଖଣ୍ଡା ,ଜଣେ ଗିରଫ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଆଞ୍ଚଳିକ ମହାବିଦ୍ୟାଳୟରେ ବୁଲିଲା ଖଣ୍ଡା । ଶୁକ୍ରବାର କଲେଜରେ ପାଠ ପଢା ଚାଲୁଥିବାବେଳେ ଅଚାନକ ଜଣେ ଯୁବକ କଲେଜ ଭିତରେ ପ୍ରବେଶ କରି ଖଣ୍ଡା ଧରି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଭୟଭୀତ କରାଇଥିଲା । ବିଭିନ୍ନ ଖରାପ ଭାଷା ପ୍ରୟୋଗ କରି

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡପଳାଶୁଣି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଅନୁଷ୍ଠାନର ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ସଭାପତିତ୍ବରେ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରୀତା ସାହୁଙ୍କ ନେତୃତ୍ୱରେ ହୋଇ

ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଚକ୍ଷୁ ପରୀକ୍ଷଣ ଶିବିର

ଢେଙ୍କାନାଳ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଢେଙ୍କାନାଳ ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ଏକ ପରୀକ୍ଷଣ ଶିବିର ତା 24/09/2022 ରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷଣ ଶିବିର କୁ ବିଦ୍ୟାଳୟ ଡିରେକ୍ଟର ଶ୍ରୀଯୁକ୍ତ ସରୋଜକାନ୍ତ ଦାଶ ଉଦଘାଟନ

ଯୁବକଙ୍କ ଝୁଲନ୍ତା ମୃତ୍ୟୁଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଖବରରୁ ପ୍ରକାଶ ଜେ ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ରଗୁଡି ସାହିର ଭୋଳେଶ୍ବର ସାହୁଙ୍କର ପୁତ୍ର ତ୍ରିଲୋଚନ ସାହୁ ଗତ ୨୩/୯/୨୨ରିଖ

ଗ୍ରାମ୍ୟ ରାସ୍ତାକୁ ତାଡିବା ପରେ ସ୍ଥାୟୀ ରାସ୍ତା ର ଦାବି ନେଇ ଗଁଦିଆ ତହସିଲ ସମ୍ମୁଖରେ ଧାରଣାରେ ବସିଲେ ପର୍ବତକଣୀ…

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଓ ଗଁଦିଆ ତହସିଲ ଅନ୍ତର୍ଗତ ଦିଗାମ୍ବର ପୁର ଗ୍ରାମ ପଞ୍ଚାୟତ ର ଗହମଖଳା ଠାରୁ ପର୍ବତକଣୀ ଗ୍ରାମକୁ ଦୀର୍ଘ ଦିନରୁ ସଂଯୋଗ କରୁଥିବା ରାସ୍ତାକୁ କିଛି ଖଳ ପ୍ରକୃତିର ଲୋକ ରାଜନୈତିକ ଆକ୍ରୋସରେ ସେହି ରାସ୍ତାଟିକୁ ମେସିନ ଦ୍ବାରା ତାଡ଼ି ଦେଇଥିଲେ। ତାଡିଦେବା

ଖଜୁରିଆକଟା ବଜାରରୁ ନବବଧୂ ନିଖୋଜ ,୮ଦିନ ପୁରିଲା ପୋଲିସ ହାତ ଖାଲି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଖଜୁରିଆକଟା ବଜାରରୁ ଜୈନିକ ନବବଧୂ ସାତ ଦିନ ହେବ ନିଖୋଜ ହୋଇଥିଲେ ମଧ୍ୟ ନବ ବଧୂର ସୁରାକ ନମିଳିବା ଏବେ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ,ରାସୋଳ ଥାନା ଅନ୍ତର୍ଗତ କାଠଖୁମ୍ପ ଗ୍ରାମର ପ୍ରତାପ ଦେହୁରୀ

ସାଇବର ଠକେଇ ର ଶିକାର ହେଲେ ଶିକ୍ଷକ !

ଭୁବନ ଏନଏସି ର ଜଣେ ଶିକ୍ଷକ ସାଇବର ଠକେଇ ର ଶିକାର ହୋଇଥିବା ଜଣାପଡିଛି । ପୋଲିସ ରେ ହୋଇଥିବା ଅଭିଯୋଗ ଅନୁଯାୟୀ ୱାର୍ଡ ନମ୍ବର ୨ ନୂଆଭୁବନ ର ଟ୍ୟୁସନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ ଙ୍କ ନିକଟକୁ ସନ୍ଧ୍ୟା ସମୟରେ ତାଙ୍କ ମୋବାଇଲି ନମ୍ବର ରୁ ଏକ ଫୋନ କଲ ଆସିଥିଲା । କ୍ରେଡିଟ କାର୍ଡ ଅଫିସ
error: Content is protected !!