Browsing Category
ଢେଙ୍କାନାଳ ଖବର
ଭଡାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଏକ ଘରୋଇ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣଙ୍କ ନାମ ଅଜିତ ମହାପାତ୍ର ହୋଇଥିବା ବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମୁକ୍ତାପୁର ଗ୍ରାମରେ ବୋଲି ଜଣା ପଡ଼ିଛି ।
ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ନିକଟରେ ଥିବା ଏକ!-->!-->!-->!-->!-->…
ଘର ଭାଙ୍ଗି ଠାକୁରଙ୍କ ଅଳଙ୍କାର ସହିତ ଅନ୍ୟାନ୍ୟ ଜିନିଷ ଚୋରି
ପୁଣି ମାତିଲେ ଲୋଟେରା କାମାକ୍ଷାନଗର ଦିଗୋଡ଼ିଆ ନୁଆଁଆଳତୁମା ଗାଁର ଠାକୁର ଘର ଭାଙ୍ଗି ଲୋଟ କଲେ ଠାକୁରଙ୍କ ଅଳଙ୍କାର ସହିତ ଅନ୍ୟାନ୍ୟ ସାମଗ୍ରୀ ।ଗତ କିଛିଦିନ ହେଲାଣି କାମାକ୍ଷାନଗର ଥାନା ଅଞ୍ଚଳରେ ଲୋଟେରା ମାନଙ୍କର ପ୍ରାଦୃଭାବ ଦେଖିବାକୁ ମିଳିଛି ।
ଗତ ସପ୍ତାହକ ତଳେ କାଦୁଆ ପଂଚାୟତର!-->!-->!-->…
କେନାଲକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ବୃଦ୍ଧ
ପରଜଙ୍ଗ ଥାନା କନ୍ତୋର ଗାଁ ନିକଟ ଦେଇଯାଇଥିବା ରେଙ୍ଗାଳୀ ବାମ କେନାଲ ରେ ଆଜି ମଧ୍ୟାହ୍ନ ରେ ଜଣେ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି l
ଖବର ନେବାରେ ଜଣାପଡେ ସେଇ ଗ୍ରାମ ତଳସାହି ର ଉଗ୍ରସେନ ଦେହୁରୀ (୬୦) ପ୍ରତିଦିନ ଭଳି ସାଇକେଲ ଯୋଗେ ଏହି କେନାଲ କୁ ଗାଧୋଇବାକୁ ଆସିଥାନ୍ତି!-->!-->!-->…
ଅଁଳାବେରେଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବକେୟା ଦରମା ନମିଳିବା ଯୋଗୁ ସଫେଇ କର୍ମଚାରୀଙ୍କ ଧାରଣା
କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ମଳ ଯୋଜନାରେ ନିଯୁକ୍ତି ପାଇଥିବା କର୍ମଚାରିଙ୍କ ଦରମା ନମିଳିବା ଯୋଗୁ ଧାରଣାରେ ବସିଲେ କର୍ମଚାରୀ।ଯାହା ଫଳରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁସାରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ସଫେଇ!-->!-->!-->…
କୁନି ଛାତ୍ରଛାତ୍ରୀ ଙ୍କ ଡାକଘର ବୁଲା
ଡାକ ଘରେ କୁନି କୁନି ଛାତ୍ରଛାତ୍ରୀ ହାତରେ ଡାକ ଲଫାପା ଏବଂ ଶିଖୁଛନ୍ତି ତାହାର ଉପକାରୀତା ଏବଂ ଲେଖନି ସମ୍ପର୍କରେ । ଆଣ୍ଡ୍ରଏଡ଼ ଯୁଗରେ ଚିଠି ର ଚାହିଦା କମିଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଏବେ ମଧ୍ୟ ଡାକ ର ଚାହିଦା ରହିଛି ତେବେ କୁନି ଛାତ୍ରଛାତ୍ରୀ ମାନେ କିଭଳି ଆଗାମି!-->!-->!-->…
ମନ୍ଦାର ବୃନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରୁ ବାରହା ମାଂସ ଜବତ୍ ,ଶିକାରୀ ଫେରାର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତ ର ବୁନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରେ ଶିକାରୀ ମାନେ ଜଙ୍ଗଲୀ ବାରହା କୁ ବମ୍ ସାହାଯ୍ୟରେ ମାରି ତାର ମାଂସ କୁ ବିକ୍ରି କରିବା ପାଇଁ କଟାକୁଟି କରୁଥିବା ସମୟରେ ଖବର ପାଇ ଆତର୍କିତ ଚଢ଼ାଉ କରିଥିଲା ଷଡ଼ଙ୍ଗୀ ବନାଞ୍ଚଳରେ!-->…
କେନାଲ ବୁଡି ଶିଶୁ କନ୍ୟା ମୃତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଜିରିଡାମାଳି - ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ରୁ ଶିଶୁ କନ୍ୟା ମୃତ ଦେହ ଉଦ୍ଧାର । କେନାଲ ବୁଡି ୩ବର୍ଷର ଶିଶୁ ମୃତ।
ମୃତ ଶିଶୁ ହେଲା ବାପୁନ ଚାମ୍ପିଆ ଙ୍କର ୩ବର୍ଷର କନ୍ୟା ସିମେଲ ଚାମ୍ପିଆ । ସକାଳେ ଶିଶୁ କନ୍ୟା କେନାଲ ନିକଟରେ!-->!-->!-->…
୧୧ କେଭି ତାର ଛିଣ୍ଡି ୧୫ ପରିବାର ର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ,ଅନେକ ଗୁରତର
ଢେଙ୍କାନାଳ ସଦର ଥାନା ସାଇଁବିରି ଗ୍ରାମ ନୂଆସାହିରେ ଘଟିଛି ଅଘଟଣ । ୧୧ କେଭି ତାର ଛିଣ୍ଡି ୨ ପରିବାର ସାତ ଜଣ ଆହାତ ହୋଇଛନ୍ତି ଏବଂ ୧୫ ଗୋଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ସୁଚନା ମୁତାବକ ସାଇଁବିରି ନୁଆ ସାହିରେ ହଠାତ ୧୧ କେଭି ତାର ଛିଣ୍ଡି!-->!-->!-->…
ଭୁବନ ପ୍ରସିଦ୍ଧ ଦଶହରା ନିମନ୍ତେ ପ୍ରସ୍ତୁଟି ବୈଠକ
ଆରମ୍ଭ ହୋଇଛି ପାର୍ବଣ, ଅଳ୍ପଦିନରେ ଧରାପୃଷ୍ଟ କୁ ଆସିବେ ମା'ଦୁର୍ଗା । ଢେଙ୍କାନାଳ ଜିଲ୍ଲା ଭୁବନ ର ଐତିହ୍ଯ କହିଲେ ଦଶହରା ଯାତ୍ରା ଓ ବଳଦଯାତ୍ରା । ସଂସ୍କୃତି ଓ ଭାଇଚାରା ପର୍ବ କହିଲେ ଭୁବନ ର ଦଶହରା କୁ ବୁଝାଏ । ଥୋରିଆ ସମାଜ ତରଫରୁ ବ୍ୟବସାୟିକ ଐତିହ୍ଯ ଓ ବଳଦମାନଙ୍କ!-->!-->!-->…
ସଡକ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର
ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ - ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରିଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ସାତ ଟା ସମୟରେ କାମାକ୍ଷନଗର ଥାନା ଗୁନେଇବିଲି ପଞ୍ଚାୟତ ବାଲିପଡ଼ା ଡିମିରିଆ ଗ୍ରାମର ବିଦ୍ୟାଧର!-->…